ରୌଦ୍ର ରୂପରେ ଆସୁଛନ୍ତି ‘ଶଙ୍କର’: ଗଣେଷ ପୂଜାରେ କରିବେ ଭରପୂର ମନୋରଞ୍ଜନ
ଭୁବନେଶ୍ୱର: ଅନେକ ଦିନ ପରେ ଓଡ଼ିଆ ଦର୍ଶକଙ୍କ ଅପେକ୍ଷାର ଅନ୍ତଃ ଘଟିଛି | ଏସ. ଡି. ଫିଲ୍ମସ ବ୍ୟାନରରେ ନିର୍ମିତ ହୋଇଛି ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଶଙ୍କର " | ଏହି ସିନେମାରେ ଜବରଦସ୍ତ ଆକ୍ସନ, ରୋମାନ୍ସ , କମେଡିରେ ଭରିରହିଥିବା ବେଳେ ସସ୍ପେନ୍ସ ମଧ୍ୟ ରହିଛି । ଏଭଳି ଏକ ରହସ୍ୟମୟ…