Latest Odisha News

BREAKING NEWS

ହରହର ମହାଦେବ ମନ୍ତ୍ରରେ କମ୍ପୁଛି ଗୁପ୍ତେଶ୍ୱର ପୀଠ  

କୋରାପୁଟ : ଜାଗରଯାତ୍ରାକୁ ନେଇ ଗୁପ୍ତେଶ୍ୱର ପୀଠରେ ଦେଖିବାକୁ ମିଳିଛି  ଭକ୍ତିମୟ ପରିବେଶ । ହରହର ମହାଦେବ ମନ୍ତ୍ରରେ ଗୁଞ୍ଜୁରୀ ଉଠିଛି ଗୁପ୍ତେଶ୍ୱର ପୀଠ  । ଗୁପ୍ତେଶ୍ୱରଙ୍କ ପୂଜାର୍ଚ୍ଚନା ସହ ଦର୍ଶନ କରୁଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ହଜାର ହଜାର ଭକ୍ତ l ଶିବରାତ୍ରି…

କାହିଁକି ତୁର୍କୀ ଗସ୍ତରେ ଯାଇଥିଲେ ପାକ ପ୍ରଧାନମନ୍ତ୍ରୀ ? କ୍ଷତିଗ୍ରସ୍ତଙ୍କ ସହାୟତା ଛାଡି ସରିଫଙ୍କୁ କାହିଁକି…

ଇସଲାମବାଦ: ଭୂକମ୍ପ ଝଟକା ପରେ ତୁର୍କୀର ସ୍ଥିତି ବିପର୍ଯ୍ୟସ୍ତ । ମୃତ୍ୟୁର ତାଣ୍ଡବ ସାରା ଦେଶକୁ ଭୟଭୀତ କରି ରଖିଛି । ଦେଶରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲାଣି । ଦେଶ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟରେ ଲାଗିଥିବାବେଳେ  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର…

ଜାଗର ପାଇଁ ସଜେଇ ହୋଇଛି ବାବା ଲୋକନାଥଙ୍କ ପୀଠ

ପୁରୀ : ଆଜି ପବିତ୍ର ଜାଗର ଯାତ୍ରା । ଜାଗର ପାଇଁ ଚଳଚଞ୍ଚଳ ବାବା ଲୋକନାଥଙ୍କ ପୀଠ । ସୁନ୍ଦର ଆଲୋକରେ ସୁସଜ୍ଜିତ ହୋଇଛି ପୁରୀର ବାବା ଲୋକନାଥଙ୍କ ପୀଠ । ମହାଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଲାଗିରହିଛି । ସେ ନେଇ ଶ୍ରୀଲୋକନାଥ ଦେବ ଟ୍ରଷ୍ଠ ବୋର୍ଡ ପକ୍ଷରୁ କରାଯାଇଛି…

୧୭ ରାଜ୍ୟରେ ଗ୍ରାମୀଣ ରୋଜଗାର ନାଁରେ କରୁଥିଲେ ଠକେଇ, ଧରିଲା ଇଓଡବ୍ଲୁ

ଭୁବନେଶ୍ୱର: ଚାକିରି ନାଁରେ ଠକେଇ କରୁଥିବା ଏକ ବଡ଼ ରାକେଟକୁ ଓଡ଼ିଶା ଇଓଡବ୍ଲୁ ଧରିବାରେ ସକ୍ଷମ ହୋଇଛି । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଦେଶର ପ୍ରାୟ ୧୭ଟି ରାଜ୍ୟରେ ଏହି ରାକେଟ ଠକେଇ କରୁଥିଲା । ସଂସ୍ଥାର ସମ୍ପାଦକ ଧର୍ମପାଲ ସିଂଙ୍କୁ ଅର୍ଥନୈତିକ ଅପରାଧ ଶାଖା ବିହାରର…

ସମୁଦ୍ର ବେଳାଭୂମୀରେ ବାଲୁକା ନିର୍ମିତ ମହାଦେବ

ପୁରୀ : ପବିତ୍ର ଶିବରାତ୍ରୀ ପାଇଁ ଚଳଚଞ୍ଚଳ  ବିଭିନ୍ନ ଶୈବପୀଠ । ଚାଲିଛି ମହାପ୍ରଭୁଙ୍କୁ ଆବାହନ। ଜଗତକଲ୍ୟାଣ ପାଇଁ ଜଳୁଛି ମହାଦୀପ । ସେହିପରି ବାଲୁକା କଳା ମାଧ୍ୟମରେ ବିଶ୍ୱଶାନ୍ତି ପାଇଁ କରାଯାଉଛି ଆବାହନ। ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଠାରୁ ଜାଗର ଯାତ୍ରା ଆରମ୍ଭ…

ଛେନାପୋଡ଼ ପ୍ରେମରେ ପଡ଼ିଲେ ଆୟୁଷ୍ମାନ ଖୁରାନା, କହିଲେ ବାଃ ବାଃ ଛେନାପୋଡ଼…

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ମନ କିଣିନେଲା ଛେନାପୋଡ଼ । ଓଡ଼ିଶାର ଛେନାପୋଡ଼ ଆୟୁଷ୍ମାନ ଖୁରାନାଙ୍କ ବହୁତ ପସନ୍ଦ । ଟ୍ୱିଟ୍‌ କରି ଜଣାଇଲେ ଆୟୁଷ୍ମାନ୍‌ । ପ୍ରଶଂସକ ମାନେ କହିଲେ ପୁଣି ଓଡ଼ିଶା ଆସନ୍ତୁ । କିଛିଦିନ ତଳେ ଆୟୁଷ୍ମାନ ଓଡିଶା ଆସିଥିବାବେଳେ ଯାଜପୁର…

କୌଣସି ରାଜ୍ୟକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା

ଭୁବନେଶ୍ୱର: ଓଡ଼ିଶାକୁ ନୁହେଁ କି ଆଉ କୌଣସି ରାଜ୍ୟକୁ ନୁହେଁ । କାହାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା । ମୁହେଁ ମୁହେଁ ମନା କରିଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ବନ୍ଦ କରି ଦିଆଯାଇଛି । ଶେଷଥର ପାଇଁ ବିଭାଜନ ପରେ ତେଲେଙ୍ଗାନାକୁ ଏହି…

ଦୁଷ୍କର୍ମ ଅଭିଯୁକ୍ତ ନେପାଳୀ କ୍ରିକେଟର ସହିତ ହାତ ମିଳାଇଲେ ନାହିଁ ସ୍କଟଲାଣ୍ଡ ଖେଳାଳି

ନୂଆଦିଲ୍ଲୀ: ଆଇସିସି କ୍ରିକେଟ ୱାର୍ଲ୍ଡ କପ ଲିଗ ୨ର ଏକ ମୁକାବିଲା ପରେ ସ୍କଟଲାଣ୍ଡ ଖେଳାଳିମାନେ ନେପାଳୀ କ୍ରିକେଟର ସନ୍ଦୀପ ଲାମିଛାନେଙ୍କ ସହ ହାତ ମିଳାଇ ନ ଥିଲେ । ଯାହା ଏବେ ଚର୍ଚ୍ଚାର କାରଣ ସାଜିଛି । କୀର୍ତିପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ସ୍କଟଲାଣ୍ଡ ୩ ୱିକେଟରେ ପରାଜିତ ହୋଇଥିଲା…

ଗୋଆ ମିରାମାର ବେଳାଭୂମିରେ ମହାଦେବଙ୍କ ବିଶାଳ ବାଲୁକା ମୂର୍ତ୍ତି

ଭୁବନେଶ୍ୱର : ଜାଗର ପାଇଁ ଚଳଚଞ୍ଚଳ ପୂର ଠୁ ପଲ୍ଲୀ । ମହାଶିବରାତ୍ରି ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗୋଆର ମୀରାମାର ସମୁଦ୍ର ବେଳାଭୂମିରେ ନିର୍ମାଣ କରିଛନ୍ତି ମହାଦେବଙ୍କ ବିଶାଳକାୟ ବାଲୁକା ମୂର୍ତ୍ତି | ଏହି ବାଲୁକା ମୂର୍ତ୍ତିରେ ପ୍ରଭୁ ମହାଦେବ କୈଳାଶ…

ଆଜି ଜାଗର, ଚଳଚଞ୍ଚଳ ବାବା ସୋମନାଥଙ୍କ ପୀଠ

ଆଜି ପବିତ୍ର ମହାଶିବରାତ୍ରି, ଏହି ଉପଲକ୍ଷେ ଗାଁ ଠୁ ସହର ସବୁ ଶୈବ ପୀଠ ଚଳଚଞ୍ଚଳ । ଆଜି ସାରାଦିନ ଉପାସ ରହି ଓ ରାତି ଉଜାଗର ହୋଇ ମହାଶିବରାତ୍ରି ପାଳନ କରୁଛନ୍ତି ଶ୍ରଦ୍ଧାଳୁ। ମହାଦେବଙ୍କ ଦର୍ଶନ ଓ ଜଳଲାଗି କରିବା ପାଇଁ ସବୁ ସ୍ଥାନରେ ଥିବା ଶିବମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ତେବେ…