Latest Odisha News

BREAKING NEWS

ଦିଲ୍ଲୀ ଆଇଆଇଟିରେ ଇଞ୍ଜିନିୟର ଛାତ୍ରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ପୁଣି ଛାତ୍ର ଆତ୍ମହତ୍ୟା । ଏଥରେ କୋଟାରେ ନୁହେଁ ଆଇଆଇଟି ଦିଲ୍ଲୀରେ ।  ଛାତ୍ର ଆତ୍ମହତ୍ୟା ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି । ଜଣେ ୨୧ ବର୍ଷ ବୟସ୍କ ଇଞ୍ଜନିୟରିଂ ଛାତ୍ର ଶୁକ୍ରବାର ସନ୍ଧ୍ୟାରେ ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଛନ୍ତି । ସେ ତାଙ୍କର ହଷ୍ଟେଲ ରୁମରେ କେହି ନ…

ସ୍ବାମୀ ସାଜିଲା ସୈତାନ୍: ମହିଳାଙ୍କୁ ନିବସ୍ତ୍ର କରି ବୁଲାଇଲେ ସ୍ବାମୀ ଓ ଶାଶୁଘର ଲୋକେ, ଭିଡିଓ ଭାଇରାଲ

ଜୟପୁର: ରାଜସ୍ଥାନରେ ମଣିପୁର ଘଟଣାର ପୁନରାବୃତ୍ତି । ସ୍ବାମୀ ସାଜିଲା ସୈତାନ । ସ୍ତ୍ରୀକୁ ମାଡ଼ ମାରିବା ପରେ ଉଲଗ୍ନ କରି ବୁଲାଇଲା ନିଷ୍ଠୁର ସ୍ବାମୀ । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ…

ଭିଟାମାଟିକୁ ଫେରିଲେ ଦୁବାଇରେ ଫସିଥିବା ୮ ଶ୍ରମିକ, ସରକାରଙ୍କୁ ଦେଲେ ଧନ୍ୟବାଦ

ଖଲ୍ଲିକୋଟ: ଦୁବାଇକୁ କାମ କରିବାକୁ ଯାଇ ଫସିଥିଲେ ୧୫ ଶ୍ରମିକ  । ଆଜି ୮ ଶ୍ରମିକ ନିଜ ଭିଟାମାଟିକୁ ଫେରିଛନ୍ତି । ବାକି ୭ ଜଣ ଶ୍ରମିକ ଖୁବ ଶୀଘ୍ର ନିଜ ଗାଁକୁ ଫେରିବେ ବୋଲି ସୂଚନା ଦେଇଛି ଛତ୍ରପୁର ଶ୍ରମ ବିଭାଗ  । ତେବେ ନିଜ ଜନ୍ମମାଟିକୁ ଫେରିଥିବା ଶ୍ରମିକମାନେ ହେଉଛନ୍ତି ଲଙ୍ଗଳେଶ୍ବର…

ଛୋଟ ପିଲାଙ୍କୁ ମୋବାଇଲ ଦେଉଥିଲେ ହୋଇଯାନ୍ତୁ ସାବଧାନ: ଏହି ରୋଗର ହୋଇପାରନ୍ତି ଶିକାର

ଆଜିର ସମୟରେ ମୋବାଇଲ୍ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଛି | ପରିସ୍ଥିତି ଏମିତି ହୋଇଛି ଯେ ୬ ମାସର ଛୋଟ ପିଲାକୁ ବି ବାପା ମାଆ ମାନେ ମୋବାଇଲ ଦେଖିବାକୁ ଦେଉଛନ୍ତି ।  ମୋବାଇଲ୍ ଯାହା ଏକଦା ସାହାଯ୍ୟକାରୀ ଥିଲା , ବର୍ତ୍ତମାନ ଧୀରେ ଧୀରେ ସାଂଘାତିକ ହୋଇଯାଉଛି | ଅଭିଭାବକମାନେ…

ବିଶୃଙ୍ଖଳିତ ଆଚରଣ ପାଇଁ ୬ ଅନ୍ତେବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ରେଭେନ୍ସା ଇଷ୍ଟ ହଷ୍ଟେଲ ଆଗରେ ବିକ୍ଷୋଭ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ୬ ଜଣ ଅନ୍ତେବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି  । ଯାହାକୁ ବିରୋଧ କରି ଇଷ୍ଟ ହଷ୍ଟେଲ ଗେଟ ଆଗରେ ଅନ୍ତେବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି  ।  କ୍ୟାମ୍ପସରେ ବିଶୃଙ୍ଖଳା ପାଇଁ ବିଶ୍ୱବିଦ୍ୟାଳୟ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା: କଲେଜ ଛାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍

ବଲାଙ୍ଗୀର: କଲେଜ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବାଲାଙ୍ଗିର ଜିଲ୍ଲା ପାଟଣାଗଡ଼ -ଧୂମାଭଟା ରାସ୍ତାର କଲେଜ ଗେଟ ସମ୍ମୁଖରେ। ଜଣେ କଲେଜ ଛାତ୍ରୀଙ୍କ ଉପରେ ଟ୍ରକ୍ ଚଢି ଯାଇଛି  । ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି  । ମୃତ ଛାତ୍ରୀ ଜଣକ ଯୁକ୍ତ ୩ ଶେଷ…

ଏବେ ବଞ୍ଚିଛି ଅନ୍ଧବିଶ୍ବାସ : ମୃତ ପିଲାକୁ ଜୀବିତ କରିବାକୁ ଠାକୁରାଣୀଙ୍କ ପାଖରେ ପୂଜାର୍ଚ୍ଚନା, ଭିଡିଓ ଭାଇରାଲ

ଜଳେଶ୍ବର : ଏବେ ବି ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ବାସ। ମୃତ ନାବାଳକକୁ ଜୀବିତ କରିବା ପାଇଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ପରିବାର ଲୋକେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା…

କବିତା : ଏଥର ଚୁପ ରୁହ

ନିରଞ୍ଜନ ନାୟକ ସରଳ ମଣିଷମାନେ ଚିତ୍କାର କର ଯେତେ ଗଳା ଫଟାଇ କାକୁତି ମିନତି ହୁଅ କେହି ଶୁଣିବେନି ରାସ୍ତା ରେ ଧାରଣା ! ସଂଗ୍ରାମ ! ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ହଙ୍ଗର ଷ୍ଟ୍ରାଇକ ଏସବୁର କ’ଣ ମୂଲ୍ୟ ଅଛି ! ସେମାନେ ପରା କିଣିନିଅନ୍ତି ତୁମ ଦଳର ଯେଉଁ ଦଳପତି…

ଭାଷା ଭାଗବତ : ଏହି ଦୁରବସ୍ଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନଦୀ ପିଏନି ନିଜ ଜଳ ଗଛ ଖାଏନି ନିଜ ଫଳ ଫୁଲ ଶୁଂଘେନି ନିଜ ବାସ ସୂର୍ଯକୁ ଅଲୋଡ଼ା ପ୍ରକାଶ ପାରସ୍ପରିକ ନିର୍ଭରତା ଯୋଗୁଁ ସଂଭବ ବିଶ୍ବ ସତ୍ତା ସଭିଏଁ କରୁଥାଂତି ଦାନ ତେଣୁ ତ ରହିଛି ଜୀବନ ସ୍ବୟଂଚାଳିତ ଯେଣୁ ବାୟୁ…

ଆମ୍ବୁଲାନ୍ସ-ଭ୍ୟାନ୍ ଧକ୍କା: ୪ ଗୁରୁତର, ବାଲେଶ୍ବର ମେଡିକାଲରେ ଭର୍ତ୍ତି

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଏନଏଚ୍ ୧୬ ରୁପସା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି  । ଏକ ଆମ୍ବୁଲାନ୍ସ ପିକଅପ ଭ୍ୟାନକୁ ପଛ ପଟୁ ଧକ୍କା ଦେଇଛି  । ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପର ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି  । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ…