ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର
ନୂଆଦିଲ୍ଲୀ: କମିପାରେ ପେଟ୍ରୋଲ ଓ ଡିଜେଲ ଦର। ଅପେକ୍ଷା ରହିଛି ଫେବୃଆରୀ ମାସର ମୁଦ୍ରାସ୍ପୀତି ରିପୋର୍ଟକୁ। ଏହାପରେ କେନ୍ଦ୍ର ସରକାର ଦର କମାଇବା ନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି। ମହଙ୍ଗା ମାଡ଼ ପାଇଁ ଅନେକ ଦରଦାମ ବୃଦ୍ଧି ପାଇଛି। ଅନ୍ୟପଟେ ଅଶୋଧିତ ତେଲର ଦାମ ମଧ୍ୟ…