Latest Odisha News

BREAKING NEWS

ବିଭିନ୍ନ ରାଜ୍ୟ ପାଇଁ ରାଜ୍ୟପାଳ ନିଯୁକ୍ତ; ମହାରାଷ୍ଟ୍ର ଛାଡିଲେ କୋଶିୟାରୀ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଭଗତ ସିଂହ କୋଶିୟାରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। କୋଶିୟାରୀଙ୍କ ସ୍ଥାନରେ ରମେଶ ବେସଙ୍କୁ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି। । ଗତ ଜାନୁଆରୀ ମାସରେ ଛତ୍ରପତି ଶିବାଜୀଙ୍କ…

କାନାଡ଼ା ଆକାଶରେ ସିଲିଣ୍ଡର ଆକୃତିର ସନ୍ଦିଗ୍ଧ ଯନ୍ତ୍ରକୁ ମିସାଇଲ୍ ମାଡ଼ କରି ଖସାଇଲା ଆମେରିକା

ୱାଶିଂଟନ ଡିସି: କାନାଡ଼ା ଆକାଶରେ ଉଡୁଥିବା ସନ୍ଦିଗ୍ଧ ସିଲିଣ୍ଡର ଆକୃତିର ଏକ ଯନ୍ତ୍ରକୁ ମିସାଇଲ୍‌ ମାଡ଼ କରି ଖସାଇଲା ଆମେରିକା। ଶନିବାର ସକାଳେ ଏଭଳି ଘଟଣା ଘଟିଛି। ଆମେରିକାର ଯୁଦ୍ଧ ବିମାନ ଏଫ୍‌-୨୨ ଏହାକୁ ଟାର୍ଗେଟ୍ କରି ଖସାଇ ଦେଇଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେଉ ଏହି…

 କବିତା : ନାରୀ

ଅଭିଜିତ ଦେବର୍ଷି  ତୁମେ ଅଳସ ନଦୀର କନ୍ୟା ସତେ ଶ୍ରାବଣର ସେହି ବନ୍ୟା ।। ତୁମେ ହୃଦୟର ସେହି ସ୍ବପ୍ନ ଆଦରେ, କରିଛି ଯାହାର ଯତ୍ନ ।। ତୁମେ ମାତା ,ଭଗିନୀର ଛାୟା ପୁଣି ପ୍ରେୟସୀ ସ୍ପର୍ଶର ମାୟା ।। ତୁମ ପାଖେ ଗଚ୍ଛିତ ଅସୀମ ପ୍ରେମ ଓ ସ୍ନେହ ରହି କେ ପାରିବ, ତୁମ୍ଭ…

ମନ୍ତ୍ରୀଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଇଁ ୨ ମାସ ହେବ ଔଷଧ ଖାଇନଥିଲେ ଅଭିଯୁକ୍ତ ଗୋପାଳ ଦାସ!

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି କରିବାକୁ ଯାଇ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଦୁଇ ମାସ ହେବ ଔଷଧ ଖାଉନଥିଲେ। ୫ ଦିନିଆ ରିମାଣ୍ଡର ତଦନ୍ତ ବେଳେ ଏହି ସୂଚନା ମିଳିଛି। ଗୁରୁବାର, ଶୁକ୍ରବାର ଓ ଶନିବାର ଗୁଜରାଟର ଗାନ୍ଧୀନଗରସ୍ଥିତ…

ଭାଷା ଭାଗବତ : ସଂସ୍କାର ପ୍ରଚେଷ୍ଟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସଂସ୍କାର ପ୍ରଚେଷ୍ଟାରେ ନିଷ୍ଠା ରହିଲେ ବ୍ୟକ୍ତିଗତ ଚେଷ୍ଟା ଫଳତଃ ସମାଜେ ସ୍ବୀକୃତି ପାଇଛି ବହୁ ନୂଆ ରୀତି ସଂସ୍କାର ଆରଂଭର କାଳ ବସ୍ତୁତଃ ହେଲେଁ ହେଁ ଜଟିଳ କ୍ରମଶଃ ହୋଇଲେ ସରଳ ଲୋକଂକୁ ମିଳେ ଭଲ ଫଳ ଆମର ଲିପିରେ ସଂସ୍କାର…

ଟେମ୍ପଲ ସିଟିରୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ମେଟ୍ରୋ ଟ୍ରେନ୍‌, ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମେଟ୍ରୋ ସିଟି ସେବା  । ମେଟ୍ରୋ ଟ୍ରେନ୍‌ ସେବା ଚଳାଚଳ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଥିବା ଜଣାପଡ଼ିଛି  । ଏଥିପାଇଁ ରାଜ୍ୟ ସରକାର ମେଗା ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଶାରଦୀୟ ଉତ୍ସବର ଆରମ୍ଭ ଷୋଡଶ ପୂଜାର ଆରମ୍ଭ ସମୟରୁ ହୋଇ ସାରିଛି । ଆମେ ବର୍ତ୍ତମାନ ଶ୍ରୀକ୍ଷେତ୍ର ଭିତରେ ଓ ବାହାରେ କିଛି ଠାକୁରାଣୀଙ୍କ…

ଶୁଷ୍କ ତ୍ୱଚାରୁ ମୁକ୍ତି ଦେବ ନଡ଼ିଆତେଲ….

ଶୀତଦିନେ ଆମ ତ୍ୱଚା ଶୁଷ୍କ ହେବା ସଙ୍ଗେ ସଙ୍ଗେ ଅନେକ ସମସ୍ୟା ଦେଖାଯାଏ । ବିଶେଷ କରି ଚର୍ମ ଫାଟିଥାଏ ଏବଂ ରୁକ୍ଷ ହୋଇଯାଏ  । ଶୁଷ୍କପଣ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଥାଏ । ଏହି ଦିନରେ ତ୍ବଚାର ବିଶେଷ ଯତ୍ନ ନେବାକୁ ପଡିଥାଏ। ଏଥିପାଇଁ ସମସ୍ତେ ବିଭିନ୍ନ ଜିନିଷର ବ୍ୟବହାର ମଧ୍ୟ…

ଆମ୍ବୁଲାନ୍ସ ଆସିଲାନି, ଠେଲାରେ ବାପାକୁ ହସ୍ପିଟାଲ ନେଲା ପୁଅ

ଭୋପାଳ: ମଧ୍ୟପ୍ରଦେଶରେ ଜଣେ ରୋଗୀଣା ବାପାକୁ ପୁଅଟି ହାତଠେଲା ରିକ୍ସାରେ ଠେଲି ଠେଲି ହସ୍ପିଟାଲ ନେଉଛି। ଆମ୍ବୁଲାନ୍ସ ନମିଳିବାରୁ ଅସୁସ୍ଥ ବାପାକୁ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇବାକୁ ଯାଇ ଏପରି ବିକଳ୍ପ ବାଟ ତିଆରି କରିଛି ଛୋଟ ପିଲାଟି। ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାର ଏହି…

ନିରବ ରହିଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡି. ଓ୍ୱାଇ ଚନ୍ଦ୍ରଚୁଡ଼ ଶନିବାର କହିଛନ୍ତି, ସମ୍ବିଧାନ ହେଉଛି ସ୍ୱଶାସନର ଏକ ଦସ୍ତାବିଜ, ନିରବ ରହିଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ତେଣୁ ସେ ଛାତ୍ରଛାତ୍ରୀ ଓ ଆଇନ ସ୍ନାତକମାନଙ୍କୁ ପରାମର୍ଶ ଦେବା ସହ ଏହା ଉପରେ ଆଲୋଚନା ଓ କଥା ହେବା ଆବଶ୍ୟକ ବୋଲି…