ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରଥିବା ୪ ଶିକ୍ଷକ ବହିଷ୍କୃତ
ବଲାଙ୍ଗୀର: ହରଡଘଟଣାରେ ନକଲି ଶିକ୍ଷକ । ନକଲି ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର ।ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ମାମଲାରେ ୪ଜଣଙ୍କୁ ବହିଷ୍କାର କରାଯାଇଛି । ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ଏହି ୪ ନକଲି ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ।…