ପୁନେରୁ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ବୋମା ତିଆରି ପାଇଁ ଲୁଚାଇ ରଖିଥିଲେ ରାସାୟନିକ ସାମଗ୍ରୀ
ପୁନେ: ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍କୁ ମିଳିଛି ସଫଳତା। ପୁନେରୁ ରାସାୟନିକ ସାମଗ୍ରୀ ସହ ଲାବରେଟୋରୀ ଉପକରଣ ଜବତ କରିଛି ମହାରାଷ୍ଟ୍ର ଏଟିଏସ୍। ଗତ ମାସ ୧୮ ତାରିଖରେ ୨ ସନ୍ଦିଗ୍ଧ ଆତଙ୍କବାଦୀକୁ ପୁନେ ପୋଲିସ କୋଥରୁଦ୍ ଅଞ୍ଚଳରୁ ଗିରଫ କରିଥିଲା। ପଚରାଉଚୁରା ବେଳେ ସେମାନଙ୍କ ମଧ୍ୟରୁ…