ସ୍ୱାଧୀନତା ଦିବସ ପାଳନ ବେଳେ ମଞ୍ଚରେ ପଡିଗଲେ ମନ୍ତ୍ରୀ
ନୂଆଦିଲ୍ଲୀ: ଭାରତର ୭୭ତମ ସ୍ୱାଧୀନତା ଦିବସ ପାଳୁଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ତେବେ ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବିଧାନସଭା ଅଧ୍ୟକ୍ଷ ମଞ୍ଚ ଉପରେ ପଡିଗଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଡା.ପ୍ରଭୁରାମ ଚୌଧୁରୀ ରାୟସେନ ମାର୍ଚ୍ଚପାଷ୍ଟ…