Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେଲେ ମାନୀତ ଜୌରା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଛୋଟ ପରଦାର ଅଭିନେତା ମାନୀତ ଜୌରା । ସେ ତାଙ୍କର ଗ୍ରୀକ୍ ଗର୍ଲଫ୍ରେଣ୍ଡ ଆଣ୍ଡ୍ରିଆ ପାନାଗିଓଟୋପୁଲୁଙ୍କୁ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ । ମାନିତ ଗତ ୯ ତାରିଖରେ ବିବାହ…

ମାଓବାଦୀଙ୍କ ସହିଦ ସପ୍ତାହ ପାଇଁ ଆନ୍ଧ୍ର-ଓଡ଼ିଶା ସୀମା ସିଲ୍

ରାୟଗଡ଼ା: ଆଜି ଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ । ଯାହାକୁ ଦୃଷ୍ଟିରେ ରଖି ରାୟଗଡ଼ା ପୋଲିସ ପକ୍ଷରୁ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଆନ୍ତଃ ରାଜ୍ୟ ସୀମାକୁ ସିଲ୍ କରାଯାଇଛି । ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି । ଏସଓଜି,…

୨୦୨୪ ଟି୨୦ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ପାପୁଆ ନ୍ୟୁ ଗିନି

ନୂଆଦିଲ୍ଲୀ: ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ପାପୁଆ ନ୍ୟୁ ଗିନି ଯୋଗ୍ୟତା ହାସଲ କରିଛି । ଇଷ୍ଟ ଏସିଆ ପ୍ୟାସିଫିକ କ୍ୱାଲିଫାୟରରେ ପିଏନଜି ୧୦୦ ରନରେ ଫିଲିପାଇନ୍ସକୁ ହରାଇଥିଲା । ୨୦୨୪ ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ଏଥିରେ ୨୦ଟି ଟିମ ଅଂଶଗ୍ରହଣ କରିବେ । ବର୍ତମାନ…

ମ୍ୟୁଜିକାଲ୍ ରୋଡ: ରାସ୍ତାରେ ଗାଡ଼ି ଗଡ଼ିଲେ ବାଜୁଛି ଗୀତ

ସୁନ୍ଦର ରାସ୍ତାରେ ଗାଡି ଚଳାଇବାର ମଜା କିଛି ନିଆରା । ରାସ୍ତା ଯେତେ ଆରାମଦାୟକ, ଯାତ୍ରା ବି ସେତିକି ଆରାମଦାୟକ । ଏହି ସମୟରେ, ଲୋକମାନେ ଗାଡିରେ ସେମାନଙ୍କର ପ୍ରିୟ ଗୀତ ବଜାଇ ଯାତ୍ରା କରିଥାନ୍ତି । କିନ୍ତୁ ଏପରି ଏକ ରାସ୍ତା ଅଛି, ଯେଉଁଥିରେ ଆପଣ ଗାଡ଼ି ଚଲାଇ ଗଲେ ସେଠାରେ ଆପେ ଆପେ ଗୀତ…

ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଇଣ୍ଡିଗୋ ଏୟାରଲାଇନ୍ସ ୬ ମାସ ମଧ୍ୟରେ ଏ୩୨୧ ବିମାନରେ ୪ଟି ଟେଲ୍ ଷ୍ଟ୍ରାଇକ୍ ଘଟଣାର ସମ୍ମୁଖୀନ ହୋଇଥିଲା। ଏନେଇ ଡିଜିସିଏ ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ଏକ…

ମଣିପୁର ହିଂସା ମାମଲାରେ ରବି କିଷାନଙ୍କ ବୟାନ; ବିରୋଧୀଙ୍କୁ ପାକିସ୍ତାନ, ଶ୍ରୀଲଙ୍କା ଓ ଚୀନ ଯିବା ଉଚିତ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଣିପୁରରେ ଘଟିଥିବା ଘଟଣାକୁ ନେଇ ସଡ଼କଠୁ ସଂସଦ ସବୁଠି ମାହୋଲ ଗରମ। ଏହି ସମୟରେ ବିରୋଧୀ ଦଳର ସାଂସଦମାନେ ଏକ ପ୍ରତିନିଧୀ ଦଳ ଗଠନ କରି ଜୁଲାଇ ୨୯ ଏବଂ ୩୦ ରେ ମଣିପୁର ଗସ୍ତ କରିବେ। ତେବେ ଏନେଇ ବିଜେପି ସାଂସଦ ରବି କିଷାନ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ…

କର୍ଣ୍ଣାଟକ ରାଜ୍ୟପାଳଙ୍କୁ ନନେଇ ଚାଲିଗଲା ଏୟାର ଏସିଆର ବିମାନ, ପ୍ରୋଟୋକଲ ଉଲ୍ଲଂଘନ ଅଭିଯୋଗ

ବେଙ୍ଗାଲୁରୁ: ପ୍ରୋଟୋକଲରେ ଗୁରୁତର ତୃଟି। ଗୁରୁବାର କର୍ଣ୍ଣାଟକ ରାଜ୍ୟାପାଳଙ୍କୁ ନନେଇ ଚାଲିଗଲା ଏୟାର ଏସିଆର ବିମାନ। ଏନେଇ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀ ବିମାନବନ୍ଦର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍-୨ ରୁ…

ଶୋଇବା ଘର କେମିତି ହେବା ଆବଶ୍ୟକ । ଜାଣନ୍ତୁ କ’ଣ କହୁଛନ୍ତି ବାସ୍ତୁବିତ୍…

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ଵାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ ଶୋଇବା। ଶୋଇବା ଘର ଏପରି ଏକ ସ୍ଥାନ, ଯେଉଁଠି ପାଦଦେବା ମାତ୍ରେ ଲାଗେ ଦୁନିଆର ସବୁ ସୁଖ ଗୋଟିଏ ପାଖରେ ତ ଶୋଇବା ଘର ଗୋଟିଏ ପାଖରେ, ତେଣିକି ସେ ଘର କୁଡିଆ ହେଉ କି ମହଲ। ଏପରିକି ଯେତେବେଳେ ସୁଖୀ ଦାମ୍ପତ୍ୟ କଥା ଉଠେ ସେତେବେଳେ ମଧ୍ୟ…

ନାବାଳକଙ୍କୁ ବଳି ଦିଆ ଯାଇଥିବା ସନ୍ଦେହ, ପୋଲିସ ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଅନୁଗୁଳ: ପୁଅର ଦେହ ସବୁବେଳେ ଖରାପ ହେଉଥିଲା । ତେଣୁ ମାଆ ନେଇଥିଲା ଠାକୁରାଣୀଙ୍କ ପାଖକୁ । ପୂଜାର୍ଚ୍ଚନା କରିବା ସହ ମାଆପୁଅ ସେଠି ରାତିରେ ରହିଥିଲେ । ହେଲେ ସକାଳ ହେଲା ବେଳକୁ ମାଆ ପାଖରେ ପୁଅ ନଥିଲା । ଆଉ ଘଟଣାର ୬ ଦିନ ପରେ ନିକଟସ୍ଥ ଜଙ୍ଗଲରୁ ମିଳିଛି ପୁଅର ଝୁଲନ୍ତା ମୃତଦେହ । ହେଲେ…

ଅଗଷ୍ଟ ପହିଲାରୁ  ଆରମ୍ଭ ହେବ ‘ଢାଇ ଅକ୍ଷର ପତ୍ର’ ପ୍ରତିଯୋଗିତା

ଭୁବନେଶ୍ୱର:ଢାଇ ଅକ୍ଷରର ପତ୍ର । କିଏ ଲେଖିବ କେମିତି ? ଏ ନେଇ ଅଗଷ୍ଟ ପହିଲାରେ ଡାକ ବିଭାଗ ପକ୍ଷରୁ ଢାଇ ଅକ୍ଷର ପତ୍ରଲିଖନ ପ୍ରତିଯୋଗିତା ଆୟୋଜିତ ହେଉଛି। ‘ଡିଜିଟାଲ ଇଣ୍ଡିଆ ଫର ନ୍ୟୁ ଇଣ୍ଡିଆ’ ବା   ’ନୂତନ ଭାରତ ପାଇଁ ଡିଜିଟାଲ ଭାରତ’ ବିଷୟବସ୍ତୁକୁ ନେଇ ହେବ ଏହି ପ୍ରତିଯୋଗିତା ।…