ଅଗଷ୍ଟ ପହିଲାରୁ ଆରମ୍ଭ ହେବ ‘ଢାଇ ଅକ୍ଷର ପତ୍ର’ ପ୍ରତିଯୋଗିତା
ଭୁବନେଶ୍ୱର:ଢାଇ ଅକ୍ଷରର ପତ୍ର । କିଏ ଲେଖିବ କେମିତି ? ଏ ନେଇ ଅଗଷ୍ଟ ପହିଲାରେ ଡାକ ବିଭାଗ ପକ୍ଷରୁ ଢାଇ ଅକ୍ଷର ପତ୍ରଲିଖନ ପ୍ରତିଯୋଗିତା ଆୟୋଜିତ ହେଉଛି। ‘ଡିଜିଟାଲ ଇଣ୍ଡିଆ ଫର ନ୍ୟୁ ଇଣ୍ଡିଆ’ ବା ’ନୂତନ ଭାରତ ପାଇଁ ଡିଜିଟାଲ ଭାରତ’ ବିଷୟବସ୍ତୁକୁ ନେଇ ହେବ ଏହି ପ୍ରତିଯୋଗିତା ।…