Latest Odisha News

BREAKING NEWS

ମଦ୍ୟପାନ ଓ ଇଣ୍ଟରନେଟ ପ୍ରତି ବଢୁଥିବା ଆଗ୍ରହ ପଛର କାରଣ କ’ଣ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିର ଦୁନିଆରେ ଛୋଟ ଛୁଆଠୁ ବୃଦ୍ଧ ଅଧିକାଂଶ ବହିର ପୃଷ୍ଠା ଅପେକ୍ଷା ମୋବାଇଲ ସ୍କ୍ରିନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଦିନରାତି ଡାଟା କନଜ୍ୟୁମରେ ଯେପରି ପ୍ରତିଯୋଗିତା ଲାଗିଲାଣି। ଯାହାକି ଏକ ପ୍ରକାର ଖରାପ ବୋଲି କୁହାଗଲାଣି। କାରଣ ଇଣ୍ଟରନେଟ ପାଇଁ…

ନୈରାଶ୍ୟଜନକ ପ୍ରଦର୍ଶନ, ରାଞ୍ଚିରେ ଭାରତକୁ ମାତ୍ ଦେଲା ନ୍ୟୁଜିଲ୍ୟାଣ୍ଡ

ରାଞ୍ଚି: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି -୨୦ ସିରିଜର ଆଜି ପ୍ରଥମ ମ୍ୟାଚ୍ ରାଞ୍ଚିରେ ଖେଳାଯାଇଥିଲା। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୨୧ ରନରେ ଭାରତକୁ ହରାଇଛି। ଯଦିଓ ଟିମ୍ ଇଣ୍ଡିଆର ୱାଶିଂଟନ୍ ସୁନ୍ଦର ଦଳ ପାଇଁ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ ହେଲେ ଦଳ ହାରିଛି। ସୁନ୍ଦର…

ଫ୍ୟାନଙ୍କ ଫୋନ୍ ଫିଙ୍ଗିଦେଲେ ରଣବୀର କପୁର!

ମୁମ୍ବାଇ: ବଲିଉଡର ଅନ୍ୟତମ ଆଗଧାଡିର ଅଭିନେତା ହେଉଛନ୍ତି ରଣବୀର କପୁର। ଏବେ ବୋଧହୁଏ ତାଙ୍କର ମନ ଭଲ ନାହିଁ। ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ଏଭଳି ଏକ ଅନୁଭବ ହେଉଛି। ଭିଡିଓରେ ଜଣେ ପିଲା ତାଙ୍କ ସହ ସେଲଫି ନେବାକୁ ଚେଷ୍ଟା କରୁଛି। ପ୍ରଥମେ ରଣବୀର କପୁର ସେଲଫି ପାଇଁ…

ପଶ୍ଚିମ ଓଡ଼ିଶା କୃଷି ମେଳା ୨୦୨୩ ଉଦଘାଟିତ

ସମ୍ବଲପୁର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଏବଂ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳିତ ଭାବେ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ସହ ସହଭାଗିତାରେ ପଶ୍ଚିମ ଓଡ଼ିଶା କୃଷି ମେଳା ୨୦୨୩ ଆୟୋଜିତ ହୋଇଛି । ଉଦଘାଟନୀ…

ହକି ବିଶ୍ୱକପ: ଜର୍ମାନୀ-ବେଲଜିୟମ ଫାଇନାଲ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛନ୍ତି ଜର୍ମାନୀ ଏବଂ ବେଲଜିୟମ । ନେଦରଲାଣ୍ଡ ଓ ବେଲଜିୟମ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ବେଶ ରୋମାଂଚପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୨ଟି ଲେଖାଁଏ ଗୋଲ ସ୍କୋର କରିଥିଲେ ।…

ମହାନଦୀଙ୍କୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା,କାରଣ ଅସ୍ପଷ୍ଟ

କଟକ: କଟକ ହରିଣ ପାର୍କ ନିକଟସ୍ଥ ମହାନଦୀକୁ ଡ଼େଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବତୀଙ୍କର ପରିଚୟ ମିଳିନାହିଁ । ଯୁବତୀ ଜଣକ ଆଜି ସନ୍ଧ୍ୟାରେ ହଠାତ୍ ମହାନଦୀ ଡ଼େଇଁ ପଡ଼ିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ…

କେସିଆରଙ୍କ ମିଶନ ଓଡ଼ିଶା, କିଏ କିଏ ହେଲେ BRSରେ ସାମିଲ୍ ?

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ହଲଚଲ୍ । ଏଣ୍ଟ୍ରି ମାରିଲେ କେସିଆର୍ । ୨୦୨୪ରେ ବଦଳିବ କି ଓଡ଼ିଶା ରାଜନୀତିର ଗତି ? ଚାଷୀ ବହୁଳ ରାଜ୍ୟ ଓଡ଼ିଶାରେ ପାଦ ଥାପିଛି କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି । ଶୁକ୍ରବାର ହାଇଦ୍ରାବାଦରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୂର୍ବତନ…

ବସନ୍ତଙ୍କୁ ସମ୍ବର୍ଦ୍ଧିତ କଲେ ସିଏବି, ଓସିଏ

କଲିକତା: ଓଡିଶାର ଅଭିଜ୍ଞ ପେସ ବୋଲର ବସନ୍ତ ମହାନ୍ତି ବେଙ୍ଗଲ ବିପକ୍ଷରେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳିଛନ୍ତି । ରଣଜୀ ଟ୍ରଫିର ଏହି ମୁକାବିଲାରେ ଓଡିଶା ଚମତ୍କାର ପ୍ରଦର୍ଶନ କରି ବେଙ୍ଗଲକୁ ପରାସ୍ତ କରିଛି । ଶୁକ୍ରବାର ଓଡିଶା କ୍ରିକେଟ ଆସୋସିଏଶନ ବସନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।…

ହକି ବିଶ୍ୱକପ୍ ସେମି ଫାଇନାଲରେ କଳିଙ୍ଗ ଷ୍ଟାଡିୟମ୍ ଖାଁ ଖାଁ

ଭୁବନେଶ୍ୱର: ହକି ମହାକୁମ୍ଭ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ହକିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ନାହିଁ । ଏକଥା ଆମେ କହୁନୁ ବରଂ ଅପରାହ୍ଣ ୪ଟା ୩୦ରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଦର୍ଶକଙ୍କ ଅନୁପସ୍ଥିତି…

ଧୋନୀଙ୍କ ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମର ନାମ ଲେଟସଗେଟ ମ୍ୟାରେଡ

ମୁମ୍ବାଇ:ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଭାରତୀୟ କ୍ରିକେଟର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଫିଲ୍ମ ଦୁନିଆରେ ପାଦ ଥାପିଛନ୍ତି । ୨୦୧୯ରେ ସେ ଧୋନୀ ଏଂଟରଟେନମେଂଟ ନାମକ ଏକ ପ୍ରଡକ୍ସନ ହାଉସ ଆରମ୍ଭ କରିଥିଲେ । ଧୋନୀ ଏବଂ ତାଙ୍କ ପତ୍ନୀ ସାକ୍ଷୀ ଏହାକୁ ମିଳିତ ଭାବେ ଚଳାଉଛନ୍ତି…