Latest Odisha News

BREAKING NEWS

ମହଙ୍ଗା ପଡିଲା ମେଡାଲ ଚୋରି: ପ୍ରବୋଧ ତିର୍କୀଙ୍କ ଘରୁ ଚୋରି କରି ଧରାପଡିଲେ ୫ ଦୁର୍ବୃତ୍ତ

ଭୁବନେଶ୍ୱର:ଅଲମ୍ପିଆନ ତଥା ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତୀର୍କୀ ଙ୍କ ଘରୁ ଚୋରୀ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଗତ ଶନିବାର ରାତିରେ ପ୍ରବୋଧଙ୍କ ଘରେ କଳାକନା ବୁଲାଇଥିଲେ ଦୃବୃତ୍ତ । ଘରର ପଛପଟୁ ତାଲା ଭାଙ୍ଗି ଘରେ ପଶିଥିଲେ ।  ମେଡାଲ ସମେତ ବହୁ ଦାମୀ…

ଉଦ୍‌ଘାଟିତ ହେଲା ପଞ୍ଚବଟୀ ଉଦ୍ୟାନ

ସୁବର୍ଣ୍ଣପୁର : ଉଦ୍‌ଘାଟିତ ହେଲା ପଞ୍ଚବଟୀ ଉଦ୍ୟାନ । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ବଡ଼ଝିଙ୍କି ନିକଟରେ ଜଙ୍ଗଲ ଓ ପରିବେଷ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଦ୍ବାରା ଏହି ଉଦ୍ୟାନ ଉଦ୍‌ଘାଟିତ ହୋଇଯାଇଛି । ଜଙ୍ଗଲ ବିଭାଗ ଦ୍ବାରା ପଞ୍ଚବଟୀ ଉଦ୍ୟାନ ୧୨.୮ ହେକ୍ଟର ଜମିରେ ତିଆରି କରାଯାଇଥିବା…

ବାଗଦେବୀଙ୍କ ସାମ୍ନାରେ ଦୁଇ ସନ୍ତାନଙ୍କ ସହ ସେଲ୍ଫି ନେଲେ ରାଣୀ ମୁଖାର୍ଜୀ

ମୁମ୍ବାଇ: ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଅଭିନିତ ଫିଲ୍ମ ‘ମିସେସ ଚାଟାର୍ଜୀ ଭରସେସ ନରୱେ’ । ଚଳଚ୍ଚିତ୍ରଟି ୧୭ ମାର୍ଚ୍ଚ ୨୦୨୩ରେ ରିଲିଜ ହେବ । ଏହାର ପ୍ରଥମ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋରେ ରାଣୀ ମୁଖାର୍ଜୀ ହଳଦିଆ ରଙ୍ଗର ଶାଢୀରେ ନଜର…

ଛାତ୍ରଛାତ୍ରୀଙ୍କୁ ମୋଦିଙ୍କ ପରାମର୍ଶ: ସପ୍ତାହରେ ଦିନେ କିମ୍ବା ଦିନରେ କିଛି ଘଣ୍ଟା ଡିଜିଟାଲ ଫାଷ୍ଟିଂ କର

ନୂଆଦିଲ୍ଲୀ: ମା’ଙ୍କୁ ଦେଖ । ମା’ଙ୍କୁ ଦେଖି ଟାଇମ ମ୍ୟାନେଜମେଣ୍ଟ ଶିଖ । ମା’ଙ୍କୁ ଭଲରେ ଦେଖିଲେ ଟାଇମ ମ୍ୟାନେଜମେଣ୍ଟର ମହତ୍ୱ  ବୁଝି ପାରିବ । ପରୀକ୍ଷା ସମୟରେ ସମୟର ସଠିକ୍ ଉପଯୋଗ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି । ଦିଲ୍ଲୀ…

ପ୍ରେମିକରୁ ସ୍ୱାମୀ ଏବଂ ସ୍ୱାମୀରୁ ସାଜିଲା ହତ୍ୟାକାରୀ

କୋରାପୁଟ: ପ୍ରେମ କରି ବିବାହ କରିଥିଲା । ହେଲେ ବିବାହର ବର୍ଷେ ପୂରିନି, ଉତୁରିଗଲା ପ୍ରେମ ନିଶା ।  ସାମାନ୍ୟ କଥାରେ ଉତ୍ତେଜିତ ହୋଇ ପ୍ରେମିକାର ପତ୍ନୀ କରି ଘରକୁ ଆଣିଥିବା ମମିତାଙ୍କୁ ହତ୍ୟା କଲା । ଏମିତି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା…

କ୍ୟାରିୟରରେ ଶେଷ ଗ୍ରାଣ୍ଡସ୍ଲାମରେ ରନର୍ସଅପ ହେଲେ ସାନିଆ

ମେଲବୋର୍ଣ୍ଣ: ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମରେ ରନର୍ସଅପ ହୋଇଛନ୍ତି । ଚଳିତ ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସ ଫାଇନାଲରେ ଭାରତ ଯୋଡି ସାନିଆ ଏବଂ ରୋହନ ବୋପାନ୍ନା ୬-୭, ୨-୫ ସେଟରେ ବ୍ରାଜିଲ ଯୋଡି ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ…

ରୋଗୀଣା ପୁଅର ଯନ୍ତ୍ରଣା ସହି ପାରିଲେନି, ପରିବାର ସହ ଜୀବନ ହାରିଲେ ବିଜେପି ନେତା

ବିଦିଶା: ଆଖି ସାମ୍ନାରେ କଏଷ୍ଟ ପାଉଥିଲା ପୁଅ । ନିଜର ସାମର୍ଥ୍ୟ ଅନୁସାରେ ସବୁ ପ୍ରକାର ଚିକିତ୍ସା କରାଇଲେ । ହେଲେ କିଛି ଲାଭ ହେଲାନି । ନା ପୁଅକୁ ସୁସ୍ଥ କରିପାରିଲେ ନା ପୁଅର କଷ୍ଟ ଦେଖିପାରିଲେ । ଶେଷରେ ନେଲେ ଏମିତି ଚରମ ନିଷ୍ପତ୍ତି । ମଧ୍ୟପ୍ରଦେଶ ବିଦିଶାରୁ ଆସିଛି ଛାତି ଥରାଉ ଦେବା…

ପ୍ରଭାତ ମହାପାତ୍ରଙ୍କ ‘ପ୍ରଭାତ ସମ୍ଭାର’ ଉନ୍ମୋଚିତ

ଭୁବନେଶ୍ବର :  ଏଥେନା ବୁକ୍ସ ଆନୁକୁଲ୍ୟରେ ବିଶିଷ୍ଟ ଗାଳ୍ପିକ ପ୍ରଭାତ ମହାପାତ୍ରଙ୍କ ଦ୍ଵାରା ରଚିତ ସମସ୍ତ ଗଳ୍ପକୁ ନେଇ ଗୋଟିଏ ଗଳ୍ପ ସଙ୍କଳନ 'ପ୍ରଭାତ ସମ୍ଭାର' ଏଥେନା ବୁକ୍ସର ସଭା ଗୃହରେ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଜୀବନୀକାର ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ…

ଅମିୟ ବେଜ ପାଇବେ ୧୫ତମ ଟାଇମପାସ୍‍ ବୁକର ପୁରସ୍କାର

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ୪୫ ବର୍ଷ ବୟସସୀମାର କଥାକାରଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ପାଇଁ ଚଳିତବର୍ଷ ଗାଳ୍ପିକ ଅମିୟ ବେଜ୍‍ ମନୋନୀତ ହୋଇଛନ୍ତି । ଶ୍ରୀ ବେଜ ଗଳ୍ପ ପାଣ୍ଡୁଲିପି ‘ମୋହ’ ପାଇଁ ଏହି ପୁରସ୍କାର ପାଇବେ । ଏହି…

ଆଜି ମିଶ୍ରଣ ପର୍ବ: ବିଆରଏସରେ ସାମିଲ ହେବେ ଗିରିଧର, ଶିଶିରଙ୍କ ସମେତ ବହୁ ନେତା

କୋରାପୁଟ: ଭାରତ ରାଷ୍ଟ୍ର ସମିତିରେ(ବିଆରଏସ) ସାମିଲ ହେବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ  ଓ ତାଙ୍କ ପୁଅ ଶିଶିର ଗମାଙ୍ଗ। ଆଜି ଅପରାହ୍ନରେ ହାଇଦ୍ରାବାଦରେ ହେବ ମିଶ୍ରଣ ପର୍ବ । ଏହି ବାପ-ପୁଅଙ୍କ ସମେତ ଓଡ଼ିଶାର ବହୁ ନେତା ବିଆରଏସରେ ମିଶିବେ । ଗିରିଧର ଓ ଶିଶିର ଆଜି…