ସର୍ଦ୍ଦାର ସିଂ, ରାନୀ ରାମପଲ ହେବେ ଭାରତୀୟ ସବ ଜୁନିୟର ହକି ଟିମର କୋଚ
ମାଡ୍ରାସ: ଭାରତୀୟ ହକିର ପୂର୍ବତନ ଖେଳାଳି ସର୍ଦ୍ଦାର ସିଂ ଓ ରାନୀ ରାମପଲଙ୍କୁ ଗୁରୁବାର ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଉଭୟ ଯଥାକ୍ରମେ ସବ ଜୁନିୟର ପୁରୁଷ ଓ ମହିଳା ଟିମର କୋଚ ଦାୟିତ୍ୱ ତୁଲାଇବେ । ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ବିଧିବଦ୍ଧ ଏ ସମ୍ପର୍କରେ ଘୋଷଣା କରିଛନ୍ତି ।…