ପାଠପଢ଼ା ସମୟରେ ସ୍କୁଲରେ ପଶିଲା ଭାଲୁ, ଭୟରେ ଛାତ୍ରଛାତ୍ରୀ
ନବରଙ୍ଗପୁର: ପାଠପଢ଼ା ଚାଲିଥିବା ସମୟରେ ସ୍କୁଲରେ ପଶିଲା ତିନୋଟି ଭାଲୁ। ମା ସହିତ ଅଛନ୍ତି ତାର ଦୁଇଟି ଛୁଆ। ସ୍କୁଲର ଦୁଇ ପାଇଖାନା ମଝିରେ ରହିଛନ୍ତି ଏହି ୩ ଟି ଭାଲୁ। ଭୟରେ ଆତଙ୍କିତ ସ୍କୁଲ ଛାତ୍ର ଛାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ…