ସିଗାରେଟ୍ ଟାଣିବା ପରେ ପିଉଛନ୍ତି କି କୋଲ୍ଡ ଡ୍ରିଙ୍କ୍ସ ? ହୋଇଯାନ୍ତୁ ସାବଧାନ୍
ମୁମ୍ବାଇ : ସିଗାରେଟ୍ ଏବଂ କୋଲଡ୍ରିଙ୍କ୍ସ ଉଭୟ ଆମ ଶରୀର ପକ୍ଷେ କ୍ଷତିକାରକ । କିଛି ଲୋକ ଉଭୟକୁ ଏକାସଙ୍ଗରେ ବ୍ୟବହାର କରୁଥିବା ଦେଖିବାକୁ ମିଳେ । ତେବେ ଆସନ୍ତୁ ଜାଣିବା ଏହା ଆମ ଶରୀର ଉପରେ କେତେ ପ୍ରଭାବ ପକାଇଥାଏ ।
ନ୍ୟାସନାଲ ସେଣ୍ଟର ଫର୍ ବାୟୋ ଟେକ୍ନୋଲୋଜିର ତଥ୍ୟ ଅନୁଯାୟୀ…