ରାହୁଲଙ୍କ ଫ୍ଲାଇଂ କିସକୁ ନେଇ ମହିଳା ସାଂସଦଙ୍କୁ ଲେଡି ଆଇଏଏସଙ୍କ ପ୍ରଶ୍ନ; ‘ମଣିପୁର କଥା ଥରେ ଭାବ ତ…’
ନୂଆଦିଲ୍ଲୀ: ଗୃହରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଫ୍ଲାଇଂ କିସକୁ ଅଶୋଭନୀୟ ବ୍ୟବହାର ବୋଲି କହି ତାତିଛନ୍ତି ମହିଳା ସାଂସଦ । ଏ ନେଇ ସେମାନେ ଲୋକ ସଭା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏ ନେଇ ଗତକାଲି ସଂସଦ ଭବନ ପଡୁଥିଲା ଉଠୁଥିଲା । ସୋସିଆଲ ମିଡିଆରେ ଏହାକୁ ଚର୍ଚ୍ଚା…