Latest Odisha News

BREAKING NEWS

ମୋଟା ନାକ ପତଳା କରିବେ କେମିତି ? ଆପଣାନ୍ତୁ ଏହି ତନୋଟି ଉପାୟ

ମୁହଁ ଭିତରେ ନାକ ସାର । ଆକର୍ଷଣୀୟ ନାକ ଆଖି ଟାଣିନିଏ । ଆପଣ ନିଜ ଅସୁନ୍ଦର ମୋଟା ନାକକୁ ନେଇ ଚିନ୍ତିତ କି ?   ମୋଟା ନାକ ପାଇଁ ଚିନ୍ତା କରନ୍ତୁନି । କାରଣ ମୋଟା ନାକକୁ ସହଜରେ ପତଳା କରିପାରିବେ । ଏଥିପାଇଁ ଆପଣାନ୍ତୁ ଏହି ଉପାୟ । ମୋଟାନାକକୁ ପତଳା କରିବା ପାଇଁ ୩ଟି ଏକ୍ସରସାଇଜ…

ମନ ଇଚ୍ଛା ହର୍ଣ୍ଣ ବଜାଇଲେ ଦେବେ ୧୦ ହଜାର ଟଙ୍କା ଜରିମାନା

ନୋଏଡ଼ା: ଗାଡ଼ି ଚଳାଇବା ବେଳେ ମନଇଚ୍ଛା ହର୍ଣ୍ଣ ବଜାଇଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ । ଏଭଳି ନିଷ୍ପତ୍ତି ନେଇଛନ୍ତି ନୋଏଡ଼ା କର୍ତ୍ତୃପକ୍ଷ । ନୋଏଡ଼ାର କିଛି ସ୍ଥାନକୁ ସାଇଲେଣ୍ଟ ଜୋନ୍ ଭାବେ ଚିହ୍ନଟ କରାଯିବ । ଆଉ ଉକ୍ତ ସାଇଲେନ୍ସ ଜୋନରେ ମନ ଇଚ୍ଛା ହର୍ଣ୍ଣ ମାରିବା ବେଳେ ଧରା…

ପିଏମ୍ ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରିକୁ ଭୟଙ୍କର ତ୍ରୁଟି କହି ତଦନ୍ତ ପାଇଁ ବ୍ରିଟେନ୍‌ରେ ପିଟିସନ ଦାଖଲ

ଲଣ୍ଡନ: ଗୁଜୁରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ତିଆରି କରିଥିବା ଡକ୍ୟୁମେଣ୍ଟାରି ଉପରେ ଏବେ ବ୍ରିଟେନ୍‌ରେ ଏକ ପିଟିସନ ଦାଖଲ ହୋଇଛି। ଅନ୍‌ଲାଇନ୍‌ ପିଟିସନ ଦାଖଲ କରାଯାଇ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବେ ବିବିସି  ରିପୋର୍ଟିଂର ନିରେପକ୍ଷତାକୁ ଯାଞ୍ଚ କରିବାକୁ…

ଧାରଣାସ୍ଥଳରେ ପାଳିତ ହେଲା ନେତାଜୀ ଜୟନ୍ତୀ

ମୟୂରଭଞ୍ଜ: ଦିନକୁ ଦିନ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳଙ୍କ ବଦଳି ଦାବି ଘନାଇବାରେ ଲାଗିଛି । ସୋମବାର କପ୍ତିପଦା ଉପଖଣ୍ଡ ସାମ୍ବାଦିକ ପରିବାର ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କ ବଦଳି ଦାବି କରି ଧାରଣା ଦିଆଯାଇଛି । ଆଜି ଛୁଟିଦିନ ଥିବା ସତ୍ତ୍ୱେ୍ୱ ସାମ୍ବାଦିକମାନେ…

ପୁଣି ସର୍ଜିକାଲ ଷ୍ଟ୍ରାଇକ୍‌ ଓ ପୁଲୱାମା ଆଟାକର ପ୍ରମାଣ ମାଗିଲା କଂଗ୍ରେସ; କହିଲା-ବିଜେପି ମିଛ କହୁଛି

ଶ୍ରୀନଗର: ପୁଣିଥର ସର୍ଜିକାଲ ଷ୍ଟ୍ରାଇକ୍‌ ଓ ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରମାଣ ମାଗିଲା କଂଗ୍ରେସ। ସରକାର ପ୍ରମାଣ ନ ଦେଇ ଖାଲି ମିଛ କଥା କହୁଛନ୍ତି ବୋଲି କଂଗ୍ରେସର ପୂର୍ବତନ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଏପରି କହିଛନ୍ତି। କଂଗ୍ରେସର ଭାରତ…

ସାମାଜିକ ପ୍ରତିବନ୍ଧକ ସହ ଲଢି ବିଧବା ମା’ଙ୍କର ଦ୍ୱିତୀୟ ବିବାହ କରାଇଲା ପୁଅ

କୋହ୍ଲାପୁର: ସମାଜ କ’ଣ କହିବ ସେଥିପାଇଁ ଖାତିର ନ ଥିଲା । ତାଙ୍କ ପରାମ୍ପରାର ଗୌରବ ବଢିବ କି କମିବ ସେ ହିସାବ ସେ କରି ନ ଥିଲେ । ସେ କେବଳ ଶୁଣିଥିଲେ ନିଜ ହୃଦୟର କଥା । ତାଙ୍କ ଆଖି ଆଗରେ ନାଚି ଯାଉଥିଲା ମା’ଙ୍କ ମୁହଁ । ସେ କେବଳ ଭାବୁଥିଲେ ମା’ କେମିତି ଖୁସି ହେବ, ତା ମୁହଁରେ ହସ…

ପ୍ରେକ୍ଷାଳୟରେ ୫୦ ଦିନରେ ପହଞ୍ଚିଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’

ଭୁବନେଶ୍ୱର: ବହୁଦିନ ପରେ ଓଡିଶାରେ ଓଡ଼ିଆ ସିନେମାର ସ୍ୱର୍ଣ୍ଣୀମ ଯୁଗ ଫେରିଛି । ରାଜ୍ୟରେ ପୂର୍ଣ୍ଣ ପ୍ରେକ୍ଷାଳୟ ସହ ୫୦ ଦିନ ସମ୍ପୂର୍ଣ୍ଣ କରିଛି ସୁପରହିଟ୍ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା\' । ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଚଳଚ୍ଚିତ୍ର ସାରା ରାଜ୍ୟରେ ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ…

ଆଉ ରହିବନି ଗାଡ଼ି ଚୋରି ଚିନ୍ତା ! ହୋଣ୍ଡା ଆଣିଲା ଆକ୍ଟିଭା ଏଚ୍-ସ୍ମାର୍ଟ

ଭୁବନେଶ୍ୱର: ହୋଣ୍ଡା ଆକ୍ଟିଭାର ଏଚ୍-ସ୍ମାର୍ଟ (Honda Activa H-Smart)ର ୩ଟି ଭାରିଆଣ୍ଟ ମାର୍କେଟକୁ ଆସିଛି । ଯେଉଁଥିରେ ଗୋଟିଏ ଲକରେ ୫ଟି ସୁବିଧା ରହିଛି । କାର ଭଳି ସ୍କୁଟରରେ ଆପଣ ଇଗ୍ନିସନ, ଲକ୍ ଓ ସିଟ୍ ଆଦି ଫିଚର୍ସ ସ୍ମାର୍ଟ କି (Smart-Key) ମାଧ୍ୟମରେ ବ୍ଯବହାର ଉପଯୋଗୀ କରି…

ଋଷଭ ପନ୍ତଙ୍କ ପାଇଁ ଉଜ୍ଜୟୀନ ମନ୍ଦିରର ପୂଜାର୍ଚ୍ଚନା କଲେ ଟିମ୍‌ ଇଣ୍ଡିଆର ଖେଳାଳି ଓ ଅମ୍ପାୟାର

ଭୋପାଳ: ଦୁର୍ଘଟଣାର ଶିକାର ହୋଇ ଆହତ ଅବସ୍ଥାରେ ଚିକିତ୍ସିତ ଥିବା ଋଷବ ପନ୍ତଙ୍କ ପାଇଁ ମନ୍ଦିରର ପୂଜା କଲେ ଟିମ୍ ଇଣ୍ଡିଆର ଖେଳାଳି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ ଖେଳିବା ପୂର୍ବରୁ ସୋମବାର ସକାଳେ ଖେଳାଳି, ଅମ୍ପାୟାର ଓ ଅଧିକାରୀମାନେ ପ୍ରସିଦ୍ଧ ଉଜ୍ଜୟୀନ ମନ୍ଦିରରେ…

ନିଜ ବୋହୂଙ୍କ ନାମରେ ଅଭିଯୋଗ ଆଣିଲେ ନୱାଜୁଦ୍ଦିନଙ୍କ ମା’

ମୁମ୍ବାଇ: କଳା ଜଗତରେ ନିଜର ଦମଦାର ଅଭିନୟ  ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି  ନୱାଜୁଦ୍ଦିନ ସିଦ୍ଦିକି । ହେଲେ ନୱାଜୁଦ୍ଦିନ ସିଦ୍ଦିକି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଠିକ ନଥିବା କୁହାଯାଉଛି। ଏଥିପାଇଁ ନିଜ ବୋହୂ ବିରୋଧରେ ଅଭିଯୋଗ କରିଛନ୍ତି ନୱାଜୁଦ୍ଦିନଙ୍କ ମା’। ଏହି…