Latest Odisha News

BREAKING NEWS

ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ-ଡିଜେଲ ନୁହେଁ ଇଥାନଲରେ ଚାଲିବ କାର୍

ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଦେଶର ପ୍ରଥମ ଇଥାନଲ କାର ଲଞ୍ଚ କରିଛନ୍ତି ଯାହା ୧୦୦% ଇଥାନଲରେ ଚାଲିବା ପାଇଁ ସକ୍ଷମ। ଗଡକରୀ ଟୟୋଟା ଇନୋଭାର ଫ୍ଲେକ୍ସ ଇନ୍ଧନ ମଡେଲ ଲଞ୍ଚ କରିଛନ୍ତି। ଇଥାନଲ ବିଷୟରେ ସବୁଠୁ ବଡ଼ କଥା ହେଉଛି ଏହା ତେଲ କୂଅରୁ ନୁହେଁ ବରଂ…

ରାଜଧାନୀରେ ସାବାଡ଼ ହେବେ ଅପରାଧୀ: ସହର ଉପରେ ୨୪ ଘଣ୍ଟା ନଜର ରଖିବ ସିସିଟିଭି

ଭୁବନେଶ୍ୱର : କଟକ ପରେ ରାଜଧାନୀରେ ଆରମ୍ଭ ହେବ ସହଭାଗିତା କାର୍ଯ୍ୟକ୍ରମ  । ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ନୂଆ ଋଣନୀତି ପସ୍ତୁତ କରାଯାଇଛି । ‘ସହଭାଗିତା’ ନାଁରେ ସହଯୋଗ ଲୋଡିଛି କମିଶନରେଟ୍ ପୋଲିସ । ଅପରାଧିକ କାର୍ଯ୍ୟକଳାପ ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ କମିଶନରେଟ…

ଅରୁଣାଞ୍ଚଳ ପ୍ରଦେଶକୁ ନେଇ ପୁଣିଥରେ ଭାରତ ଓ ଚୀନ୍ ମଧ୍ୟରେ ସୀମା ନିର୍ଦ୍ଧାରଣ ବିବାଦ

ନୂଆଦିଲ୍ଲୀ: ପୁଣି ଥରେ ଚୀନର ବଦମାସୀ ସାମ୍ନାକୁ ଆସିଛି । ଭାରତର ଭୌତିକ ସମ୍ପତି ଉପରେ ଚୀନ୍ ସବୁବେଳେ ତାର ଚୋରାଦୃଷ୍ଟି ରଖିଛି । ଭାରତର ଭୁସମ୍ପତିକୁ ହଡ଼ପ କରିବା ପାଇଁ ସଡ଼ଯନ୍ତ୍ର କରିବା ଚୀନର ଏକ ପୁରୁଣା ଅଭ୍ୟାସ । ବର୍ତ୍ତମାନ ଗୋଟେ ପଟେ ଭାରତରେ ଜି-୨୦ ପାଇଁ ଭବ୍ୟ ପ୍ରସ୍ତୁତି…

ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଉଚିତ୍‌: ଆପ୍

ନୂଆଦିଲ୍ଲୀ: ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ମିଳିତ ବୈଠକ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରାଯାଇଛି। ଆପର ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଯେ ଅରବିନ୍ଦ…

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ! ଦୋକାନ ବାରଣ୍ଡାରୁ ମିଳିଲା ଦୋକାନୀଙ୍କ ମୃତଦେହ

ବରଗଡ଼ : ବରଗଡ ଜିଲ୍ଲା ବରପାଲି ଥାନା ବାରଗୁଡା ଗାଁରେ ଜଘନ୍ୟକାଣ୍ଡ  । ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ଗୋପବନ୍ଧୁ ସେଠ ବୋଲି ଜଣାପଡିଛି  । ପୋଲିସ ଘଟଣାରେ  ତଦନ୍ତ ଜାରି ରଖିଛି । ସୂଚନା ମୂତାବକ ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ…

ଋଷ ଏୟାରପୋର୍ଟରେ ୟୁକ୍ରେନର ଡ୍ରୋନ ଆକ୍ରମଣ: ଧ୍ୱଂସ ହେଲା ୪ ବିମାନ

ମସ୍କୋ: ୮ ମାସ ତଳେ ମସ୍କୋ ୟୁକ୍ରେନକୁ ସୈନ୍ୟ ପଠାଇବା ପରଠାରୁ ରୁଷ୍ ମାଟିରେ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ହୋଇଛି । ଆଜି ସକାଳେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇଛି  । ଫଳରେ ଋଷ ବିମାନ ବନ୍ଦନରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । ଏହି ଡ୍ରୋନ ଆକ୍ରମଣରେ ୪ଟି ବିମାନ ନଷ୍ଟ…

ଉଜ୍ବଳ ତ୍ବଚା ପାଇଁ କେତେ ଉପକାରୀ ଆମ୍ବରୁ ପ୍ରସ୍ତୁତ ଫେସ ପ୍ୟାକ୍

ଦିଲ୍ଲୀ: ଖରା ଦିନ ଆସିବା ମାତ୍ରେ ବଜାରରେ ଆମ୍ବର ଚାହିଦା ମଧ୍ୟ ବଢିଯାଇଥାଏ । ଆଉ ଏହି ସମୟରେ ଲୋକେ ଖାଦ୍ୟକୁ ଆହୁରି ସୁସ୍ବାଦୁ କରିବା ପାଇଁ କଞ୍ଚା କିମ୍ବା ପାଚିଲା ଆମ୍ବର ବ୍ୟବାହାର କରନ୍ତି । କଞ୍ଚା ଆମ୍ବରୁ ଆମ୍ବ ପଣା ଏବଂ ଆମ୍ବ ଚଟନି ପରି ଅନେକ ଜିନିଷ ପ୍ରସ୍ତୁତ ହୋଇଥାଏ  ।  …

୬୪ ବର୍ଷୀୟା ମହିଳାଙ୍କ ମସ୍ତିଷ୍କରୁ ମିଳିଲା ସାପ ଦେହରେ ଥିବା ପରଜୀବୀ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯେ, ଯାହା ଡାକ୍ତରମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଜଣେ ୬୪ ବର୍ଷୀୟ ମହିଳାଙ୍କ ମସ୍ତିଷ୍କରୁ ସାପ ଦେହରେ ବଢ଼ୁଥିବା ପରଜୀବୀ ମିଳିଛି । ମହିଳାଜଣଙ୍କ ଦୀର୍ଘଦିନ ହେବ ଜଣେ ଡାକ୍ତରଙ୍କ ପାଖେ ଚିକିତ୍ସିତ ହେଉଥିଲେ । ନିମୋନିଆ,…

ରୋଗୀଙ୍କ ଜୀବନ ସହ ଖେଳ: A ପଜିଟିଭ ପ୍ୟାକେଟରେ ମିଳିଲା B ପଜିଟିଭ ରକ୍ତ, ଅବସ୍ଥା ଗୁରୁତର

କଟକ: ରୋଗୀଙ୍କ ଜୀବନ ସହ ଖେଳ । ରକ୍ତ ପ୍ୟାକେଟ ବାହାରେ ଲେଖାହୋଇଛି ‘ଏ’ ପିଜିଟିଭ୍  । କିନ୍ତୁ ଭିତରେ ‘ବି’ ପିଜିଟିଭ୍ ଥିବା ରକ୍ତ ରୋଗୀଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି । ଏପରି ଭିନ୍ନ ଗ୍ରୁପର ରକ୍ତ ନେଇ ଜଣେ ରୋଗୀ ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କଟକର ଏକ…

ଭାରତ ସହ ମିଶିବେ ବୋଲି ଧମକ ଦେଲେ ଗିଲଗିଟ-ବାଲଟିସ୍ତାନବାସୀ

ନୂଆଦିଲ୍ଲୀ: ପାକିସ୍ତାନର ଗିଲଗିଟ-ବାଲଟିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ହଜାର ହଜାର ଲୋକ ରାସ୍ତାକୁ ଆସି ସରକାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଗିରଫ ହୋଇଥିବା ସେମାନଙ୍କ ନେତାମାନଙ୍କୁ ତୁରନ୍ତ ଛାଡିବା ପାଇଁ ଦାବୀ କରିଛନ୍ତି । ଏପରିକି ଯଦି ଏହା…