Latest Odisha News

BREAKING NEWS

‘ଓଡ଼ିଶାର ଅଗ୍ରଣୀ ନାୟକ ଯିଏ ଆମ ସମାଜକୁ ଦିଅନ୍ତି ଭିନ୍ନ ରୂପ’

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ମୁରୁସୁଆଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଆବାସିକ ବିଦ୍ୟାଳୟରେ ପରିଚାରିକା ଭାବେ କାମ କରନ୍ତି ୫୩ ବର୍ଷୀୟା ଅନାମୀ ମାଝୀ । ଜଣେ ଦୟାଳୁ ଏବଂ କରୁଣାମୟୀ ମହିଳା ଭାବେ ଅନାମୀ ନିଜ ଜୀବନକୁ ଆଦିବାସୀ ଶିଶୁମାନଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ।…

ଭୂସ୍ଖଳନରେ ଫସି ରହିଥିବା ଅଭିନେତ୍ରୀ ହେଲେ ଉଦ୍ଧାର

ମୁମ୍ବାଇ: ଉତ୍ତରାଖଣ୍ଡରେ ଭୂସ୍ଖଳନରେ ଫସି ରହିଥିବା ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ନୂପୁର ଅଳଙ୍କାରଙ୍କୁ ଉଦ୍ଧାର କରାଯାଇଛି । ନୂପୁର କେଦାରନାଥ ଦର୍ଶନ କରିବାକୁ ଉତ୍ତରାଖଣ୍ଡ ଯାଇଥିଲେ । କେଦାରନାଥରୁ ଫେରୁଥିବା ବେଳେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇଥିଲା । ଯେଉଁଥିପାଇଁ ରାସ୍ତାରେ…

ବିମାନବନ୍ଦରରେ ବୋମା ଗୁଜବ, ମହିଳାଙ୍କ ବିରୋଧରେ ମାମଲା ରୁଜୁ

ଥିରୁଭାନନ୍ତପୁରମ୍: କୋଚି ବିମାନବନ୍ଦରରେ ବୋମା ଗୁଜବ। ଏଠାରେ ଜଣେ ମହିଳା ନିଜ ବ୍ୟାଗରେ ବୋମା ରଖିଥିବା ଗୁଜବ ସୃଷ୍ଟି ହେବା ପରେ ଆତଙ୍କ ଦେଖାଦେଇଥିଲା। ଫଳରେ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଏକ ଘଣ୍ଟା ବିଳମ୍ବ କରିଥିଲା। ମହିଳାଙ୍କ ବୋମା ଦାବି ମିଥ୍ୟା ହେବା ପରେ ପୋଲିସ…

୬ ଫୁଟ ୩ ଇଞ୍ଚ ପ୍ରେମିକାକୁ ୫ ଫୁଟ୍ ୮ ଇଞ୍ଚ ପ୍ରେମିକ: ଲୋକେ ବୁଲି ବୁଲି ଚାହୁଁଛନ୍ତି

ବ୍ରିଟେନ: ଯୁବକଙ୍କର ଉଚ୍ଚତା କିଛି ବିଶେଷ ନୁହେଁ, କିନ୍ତୁ ତାଙ୍କ ଗର୍ଲଫ୍ରେଣ୍ଡ ବହୁତ ଡ଼େଙ୍ଗା । ଯେତେବେଳେ ଦୁହେଁ ଏକାଠି ବାହାରକୁ ଯାଆନ୍ତି, ଲୋକମାନେ ଉପରୁ ତଳ ପର୍ଯ୍ୟନ୍ତ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ବୁଲି ବୁଲି ଚାହାଁନ୍ତି । ସେମାନଙ୍କ ଉଚ୍ଚତାରେ ଏତେ ପାର୍ଥକ୍ୟ ଯେ, ଏହି ଯୋଡ଼ି ଏବେ…

ବିଜେଡିର ‘ମାଆଙ୍କୁ ସମ୍ମାନ’ ନାରାକୁ ମିଛ କହି ସମାଲୋଚନା କଲା କଂଗ୍ରେସ

ଭୁବନେଶ୍ୱର: ଦିଲ୍ଲୀ ଅଧ୍ୟାଦେଶକୁ ସମର୍ଥନ ଓ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବା ନେଇ ନିଷ୍ପତ୍ତି ନେବା ପରେ ବର୍ଷିଛି କଂଗ୍ରେସ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ…

ଅଗଷ୍ଟ ୮ରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା, ୧୦ରେ ପ୍ରଧାନମନ୍ତ୍ରୀ ରଖିବେ ଜବାବ; ପ୍ରସ୍ତାବକୁ ବିରୋଧ…

ନୂଆଦିଲ୍ଲୀ: ବିରୋଧି ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଅଗଷ୍ଟ ୮ ତାରିଖ ଆଲୋଚନା ଆରମ୍ଭ ହେବ । ଏହା ପରେ ଅଗଷ୍ଟ୯ କିମ୍ବା ୧୦ରେ  ଚର୍ଚ୍ଚା ହେବ । ଅଗଷ୍ଟ ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଜବାବ ରଖିବେ । ସଂସଦରେ ବିରୋଧୀ ଦଳର ନୋ-ଟ୍ରଷ୍ଟ ମୋସନ ଆଣିଲେ…

ମଣିପୁର ହିଂସା ମାମଲା: ପୀଡିତାଙ୍କ ବୟାନ ରେକର୍ଡ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଣିପୁର ଭାଇରାଲ ଭିଡିଓ ମାମଲାରେ ଯୌନ ଉତ୍ପୀଡନ ପୀଡିତା ଏବଂ ଉଲଗ୍ନ କରି ବୁଲାଇଥିବା ମହିଳାଙ୍କ ବୟାନ ରେକର୍ଡ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାପୂର୍ବରୁ ମହିଳାଙ୍କ ବିବୃତ୍ତି ରେକର୍ଡ ନ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା। କାରଣ…

୨ ଦିନ ଅତିପ୍ରବଳ ବର୍ଷା, ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଏହା କ୍ରମଶଃ ଉତ୍ତରପଶ୍ଚିମ ଦିଗକୁ ଗତି କରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ୨ ଦିନ ଅତି ପ୍ରବଳ ବର୍ଷା ହେବ । ଆଜି ପାଇଁ ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ,…

ଦିଲ୍ଲୀରେ ସମ୍ବଲପୁରୀ ଛିଟା: ସମ୍ବଲପୁରୀ ପୋଷାକ ପିନ୍ଧି ଶୁଭେଚ୍ଛା ଜଣାଇଲେ ବିଜେପି ନେତା

ଭୁବନେଶ୍ୱର:ଆଜି ସମ୍ବଲପୁର ଦିବସ । ଖାଲି ସମ୍ବଲପୁର ନୁହେଁ,  ଦିଲ୍ଲୀ ବି ଦେଖିବାକୁ ମିଳିଛି ଆଜି ସମ୍ବଲପୁରୀ ଛିଟା । ଆଜି ତିନି ଜଣ ବରିଷ୍ଠ  ମନ୍ତ୍ରୀଙ୍କୁ ସମ୍ବଲପୁରୀ ପରିଧାନରେ ଦେଖିବାକୁ ମିଳିଛି । ଏହି ତିନି ମନ୍ତ୍ରୀ ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ, ଶିକ୍ଷାମନ୍ତ୍ରୀ…

ଘରେ ରଖିଛନ୍ତି କି ଶଙ୍ଖ ? ତେବେ ଜାଣନ୍ତୁ ଏହାର ମହତ୍ଵ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଘରେ ପ୍ରତିଦିନ ଶଙ୍ଖ ଧ୍ୱନି ଶୁଣାଯାଏ, ତେବେ ଆପଣଙ୍କ ଘରେ ବଡ ପରିବର୍ତ୍ତନ ଦେଖିବାକୁ ମିଳେ। ଦୈନିକ ଦୁଇରୁ ଚାରିଥର ଶଙ୍ଖ ବାଜିବା ଦ୍ୱାରା ଆପଣଙ୍କ ଘର ପରିବେଶ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ରହିଥାଏ। ସେଥିପାଇଁ ଘରେ ଶଙ୍ଖ…