ସୁଟିଂ ବେଳେ ଅଘଟଣ: ପାଣିର ପ୍ରଖର ସ୍ରୋତରେ ଭାସିଗଲେ ଶ୍ରେୟାନ ଓ ଭୂମିକା
କଟକ: ଷ୍ଟଣ୍ଟ ସୁଟିଂ ବେଳେ ଅଘଟଣ। ଯବାନ ପରିବାରର ସଂଘର୍ଷ କାହାଣୀ ଉପରେ ଆଧାରିତ ଫିଲ୍ମ ଅପରେସନର ସୁଟିଂ ବେଳେ ଘଟିଛି ଏକ ବଡ ଅଘଟଣ । କାଠଯୋଡ଼ି ନଦୀରେ ଓଡ଼ିଆ ସିନେମା ସୁଟିଂ ବେଳେ ବଡ଼ ବିପଦରୁ ବର୍ତ୍ତି ଗଲେ ନାୟକ ଶ୍ରେୟାନ ଓ ନାୟିକା ଭୁମିକା। ନରାଜ ପାଖାପାଖି ଏକ ବ୍ରିଜ ଉପରେ ନଦୀକୁ…