ଅସହ୍ୟ ହେଲା ବ୍ଲାକମେଲିଂ ସାଙ୍ଗକୁ ପୋଲିସର ଥଟ୍ଟା: ୫୦ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କଲେ ବ୍ୟକ୍ତି
ଭୁବନେଶ୍ୱର: ଦିନକୁ ଦିନ ବଢୁଛି ସାଇବର ଅପରାଧ । ସାଇବର ଠକେଇରେ ପଡି କିଏ ଟଙ୍କା ହରାଉଛି ତ କିଏ ଜୀବନ ହାରୁଛି । ଆଉ କେଉଁଠି ନୁହେଁ, ଖୋଦ ରାଜଧାନୀରେ ଅଶ୍ଳୀଳ କଲକୁ ନେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଚନ୍ତି । ସେ ନିଜ ପେଟରେ ୫୦ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।…