Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ବିଶେଷ ନୈମିତିକ ବିଧି ଯଥା ଏକାଦଶୀ ବିଶେଷ ନୀତି ଆଲୋଚନା କରିସାରିବା ପରେ ଆଉ ଏକ ବିଶେଷ ପରମ୍ପରା ଦୃଷ୍ଟିଗୋଚର ହୁଏ। ଯଥା: ବାର ଅନୁସାରେ ଏକାଦଶୀ ନୀତି :-…

‘ଇଡି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ବିରୋଧୀ ଖୁସି ହେବା ଅର୍ଥ ଭ୍ରମରେ ଅଛନ୍ତି’

ନୂଆଦିଲ୍ଲୀ: ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ବିରୋଧୀ ଖୁସି ପ୍ରକଟ କରିଥିବା ବେଳେ ଏହାକୁ ନେଇ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଅମିତ ଶାହା କହିଛନ୍ତି ଯେ ସେମାନେ ଦ୍ୱନ୍ଦ୍ୱରେ ଥିବାରୁ ଉତ୍ସବ ପାଳନ…

ବିବେକାନନ୍ଦଙ୍କୁ ସମାଲୋଚନା ପଡ଼ିଲା ମହଙ୍ଗା, ମାସକ ପାଇଁ ଏହି ସନ୍ୟାସୀଙ୍କ ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବାରୁ ମଙ୍ଗଳବାର ଇସ୍କନ ପକ୍ଷରୁ ସେମାନଙ୍କ ଜଣେ ସନ୍ୟାସୀ ଅମୋଘ ଲୀଳା ଦାସଙ୍କୁ ନିଷିଦ୍ଧ ଘୋଷଣା କରାଯାଇଛି। ଆଧ୍ୟାତ୍ମିକ ପ୍ରେରଣାଦାୟୀ ବକ୍ତା ଅମୋଘ ଲୀଳା ଦାସଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍…

ଏଟିଏମ ଭାଙ୍ଗି ୧୨ ଲକ୍ଷ ଟଙ୍କା ଲୁଟ୍

ବ୍ରହ୍ମପୁର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମ୍ କିଓସ୍କରୁ ୧୨ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କେଶପୁର ଛକରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମ୍ରୁ ସୋମବାର ରାତିରେ ଲୁଟ୍ ହୋଇଥିବା ନେଇ ଖଲ୍ଲିକୋଟ ଥାନାରେ ପିଏନବି…

‘ଅଧପନ୍ତରିଆ’ ଓଭରବ୍ରିଜ ଉଦଘାଟନ କଲେ ସୁରେଶ ରାଉତରାୟ

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏକ ଅଧପନ୍ତରିଆ ହୋଇଥିବା ଫ୍ଲାଏ ଓଭର ବ୍ରିଜକୁ ନଡିଆ ଭାଙ୍ଗି ଓ ଦୀପ ଜାଳି ଉଦଘାଟନ କରିଛନ୍ତି। ତେବେ ପୌରାଧ୍ୟକ୍ଷ ଓ ବିଜେଡି ନେତା ଏହାକୁ ସମାଲୋଚନା କରି କହିଛନ୍ତି ଯେ, ଏହି କାମ ଏବେ ବି ଅଧପନ୍ତରିଆ ହୋଇ ରହିଛି, ଲୋକେ…

ଗ୍ରାମାଞ୍ଚଳର ବିକାଶ ବିଜେପି ସହ୍ୟ କରି ପାରୁନାହିଁ: ବିଜେଡି

ଭୁବନେଶ୍ୱର: ଯେତେବେଳେ ରାଜ୍ୟ ସରକାର ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ପ୍ରତ୍ୟେକ ପଞ୍ଚାୟତର ରୂପାନ୍ତୀକରଣ, ଡିଜିଟାଲ ଭିତ୍ତିଭୂମିର ବିକାଶ ଏବଂ ସର୍ବୋପରି ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ସଂସ୍ଥାପନା ଲାଗି ଐତିହାସିକ ପଦକ୍ଷେପ ନେଉଛନ୍ତି ଓଡ଼ିଶା ବିଜେପି ଏଥିରେ ବି ରାଜନୀତି କରିବାକୁ…

୬ ବର୍ଷରେ ଆଞ୍ଚଳିକ ଦଳ ମଧ୍ୟରେ ବିଜେଡି ପାଇଛି ସର୍ବାଧିକ ଅନୁଦାନ

ଭୁବନେଶ୍ୱର: ଓଡ଼ିଶାର ଶାସକ ବିଜୁ ଜନତା ଦଳକୁ ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ଇଲେକ୍ଟୋରାଲ ବଣ୍ଡରୁ ସର୍ବାଧିକ ଅନୁଦାନ ମିଳିଛି ବୋଲି ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ରିପୋର୍ଟରୁ ଜାଣିବାକୁ…

ମହାନଦୀ ଜଳ ବିବାଦ ମାମଲା, ଅଧିକ ୪ ସପ୍ତାହ ସମୟ ମାଗିଲା ଓଡ଼ିଶା

ନୂଆଦିଲ୍ଲୀ: ମହାନଦୀ ଜଳବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି କରୁଥିବା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ କମନ୍ ଫର୍ମାଟ ତଥ୍ୟ ଦାଖଲ ପାଇଁ ଓଡ଼ିଶା ସରକାର ଅଧିକ ସମୟ ମାଗିଛନ୍ତି। ନିକଟରେ ଟ୍ରିବ୍ୟୁନାଲ ଦୁଇଟି ପର୍ଯ୍ୟାୟରେ ଉଭୟ ରାଜ୍ୟ ଗସ୍ତ କରି ସ୍ଥିତି…

‘ମୋ ସରକାର’ ଅଧିନରେ ଆସିବ ଜନ ଅଭିଯୋଗ ଶୁଣାଣି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ବିଭିନ୍ନ ଜିଲ୍ଲାରେ କରାଯାଉଥିବା ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଢେଙ୍କାନାଳରୁ ଭିଡିଓ କନ୍‌ଫରେସନ୍‌ସ ଜରିଆରେ ଯୋଡ଼ି ହୋଇ ୫ଟି ସଚିବ…