ବାସମତୀ ଚାଉଳର ମାନ ନିର୍ଦ୍ଦାରଣ କଲା କେନ୍ଦ୍ର
ନୂଆଦିଲ୍ଳୀ: ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫଏସ୍ଏସ୍ଏଆଇ) ପ୍ରଥମ ଥର ପାଇଁ ଦେଶର ବାସମତୀ ଚାଉଳର ମାନକୁ ସୁନିର୍ଦ୍ଦିଷ୍ଟ କରିଛି। ଏଥିରେ ଧୂସର ବାସମତୀ, ମିଲ୍ରେ କୁଟା ଯାଇଥିବା ବାସମତୀ, ଏକଉଁସା (ଆଂଶିକ ସିଝାଯାଇଥିବା) ଧୂସର ବାସମତୀ ଚାଉଳ ଅନ୍ତର୍ଭୁକ୍ତ। ୨୦୨୩ ସଂଶୋଧିତ…