Latest Odisha News

BREAKING NEWS

ସ୍ୱାମୀ ବିବେକାନନ୍ଦ

ପ୍ରିୟ କୁନି ପିଲାମାନେ ତୁମେମାନେ ସ୍ୱାମୀ ବିବେକାନନ୍ଦଙ୍କ ନାଁ ଶୁଣିଥିବ। ଭାରତୀୟ ସଂସ୍କୃତି ଏବଂ ସନାତନ ଧର୍ମକୁ ସେ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ । ଆଜି ଆମେ ତାଙ୍କ ବିଷୟରେ ଜାଣିବା । ୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖ, ପୌଷ ସଂକ୍ରାନ୍ତି ଦିନ କଲିକତାର…

ଭାଷା ଭାଗବତ : ସତ୍ୟୋତ୍ତର ମତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତ୍ୟେକ ସତ୍ୟ ଆପେକ୍ଷିକ ବୁଝଂତିନାହିଁ ବହୁ ଲୋକ ଯେ ଯାହା ସତ୍ୟକୁ ଆବୋରି ଭବସିଂଧୁ ହୁଅଂତି ପାରି ଭିନ୍ନ ସତ୍ୟ ଯେ ଥାଇପାରେ ଏହା ଯେ ବିଶ୍ବାସ ନ କରେ ନିଜ ସତ୍ୟ ସହିତ ଲାଖି ହୁଏ ସେ ସତରେ ଏକାକୀ…

ହେୟାର କଲର ଲଗାଉଛନ୍ତି କି ! ନଷ୍ଟ ହୋଇପାରେ କେଶ….

କେଶ ଝଡ଼ିବା ସମସ୍ୟା ଦିନକୁ ଦିନ ବ୍ୟତିବ୍ୟସ୍ତ କରାଉଛି । ସମସ୍ତେ କେଶକୁ ନେଇ ଟିକିଏ ଅଧିକ ଚିନ୍ତିତ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର କେଶ ଧଳା ପଡ଼ୁଥିବାର ଦେଖିବାକୁ ମିଳୁଛି  । ତେବେ ଏହି ଧଳା କେଶକୁ ଲୁଚାଇବାକୁ ଯାଇ କେଶରେ ବିଭିନ୍ନ ପ୍ରକାର କେମିକାଲ ରଙ୍ଗ ପ୍ରୟୋଗ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଆମେ ଦର୍ଶନ କଲେ ଶ୍ରୀ ଦଧିବାମନ ଜୀଉଙ୍କୁ ।କିମ୍ବଦନ୍ତୀ ତଥା ଏହି ମନ୍ଦିରର ମାରଫତଦାରଙ୍କଠାରୁ ସଂଗୃହିତ ଇତିହାସ କହେ, ଥରେ ଉଦୟପୁର…

ପାକିସ୍ତାନରେ ଖାଦ୍ୟ ପାଇଁ ହାହା କାର, ଚିନ୍ତାରେ ଭାରତୀୟ କମ୍ପାନୀ

ଇସଲାମାବାଦ: ପାକିସ୍ତାନରେ, ଚିକେନ୍ ଠାରୁ କ୍ଷୀର ପର୍ଯ୍ୟନ୍ତ ଏବଂ ମଇଦା ଠାରୁ ପିଆଜ ପର୍ଯ୍ୟନ୍ତ ସବୁ ଜିନିଷର ମୂଲ୍ୟ ଆକାଶଛୁଆଁ ହୋଇଛି। ଅଟା କିଲୋ ପିଛା ୧୫୦ରୁ ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅନ୍ୟ ଜିନିଷ ଦର ମଧ୍ୟ ଆକାଶଛୁଆଁ ହୋଇଛି।  ମୁଦ୍ରାସ୍ଫୀତି ଏହି ଦେଶକୁ ସବୁ ଦିଗରୁ…

ନକଲି ସୁନା ବନ୍ଧକ ରଖି ଋଣ ଦେବା ଅଭିଯୋଗରେ ମଣପୁରମ କମ୍ପାନୀର ଦୁଇ ଅଧିକାରୀ ଗିରଫ

ଫୁଲବାଣୀ: ନକଲି ସୁନା ବନ୍ଧକ ରଖି ଋଣ ଦେବା ମହଙ୍ଗା ପଡ଼ିଛି। ଗିରଫ ହେଲେ ମଣପୁରମ ଫାଇନାନ୍ସ ଲିମିଟିଡେର ଦୁଇ ଅଧିକାରୀ। କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରସ୍ଥିତ ମଣପ୍ପୁରମ ଫାଇନାନ୍ସ ଲିମିଟେଡର ଶାଖା ପରିଚାଳକ ଓ ସହକାରୀ ଶାଖା ପରିଚାଳକଙ୍କୁ ଗିରଫ କରିଛି ପୋଲିସ। ୭୦ ଲକ୍ଷ ୮୭ ହଜାର ୮୭୨…

ପୁଣିଥରେ ସୁପ୍ରିମକୋର୍ଟଙ୍କୁ ସମାଲୋଚନା କଲେ ଉପରାଷ୍ଟ୍ରପତି

ଜୟପୁର: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ପୁଣିଥରେ ସୁପ୍ରିମକୋର୍ଟକୁ ସମାଲୋଚନା କରିଛନ୍ତି। ସଂସଦ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଇନକୁ କୈଣସି ଅନୁଷ୍ଠାନ ଖାରଜ କରିପାରିବ ନାହିଁ। ଏହା ଗଣତନ୍ତ୍ର ପାଇଁ ଭଲ ନୁହେଁ ବୋଲି ସେ କହିଛନ୍ତି। ରାଜସ୍ଥାନ ବିଧାନସଭାରେ ଅଲ ଇଣ୍ଡିଆ ପ୍ରିଜାଇଡିଂ…

‘ଆର୍ଥିକ ମାନଦଣ୍ଡରେ ଦେଶରେ ଶ୍ରେଷ୍ଠ ରାଜ୍ୟ ଓଡ଼ିଶା’

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆର୍ଥିକ ମାନଦଣ୍ଡ ଆଧାରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଏହାପଛକୁ ମହାରାଷ୍ଟ୍ର ଓ ଗୁଜରାଟ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ପରିବେଶ ଦୃଷ୍ଟିରୁ ଆନ୍ଧ୍ରପ୍ରଦେଶ ଏହି ତାଲିକାର ଶୀର୍ଷରେ ରହିଛି। କର୍ଣ୍ଣାଟକ ଦ୍ୱିତୀୟ ଓ ତେଲେଙ୍ଗାନା…

ଦେଶର ଶ୍ରେଷ୍ଠ ରାଜ୍ୟର ତାଲିକା ପ୍ରକାଶ କଲା ରେଟିଙ୍ଗ ଏଜେନ୍ସି କେୟାର ଏଜ୍

ନୂଆଦିଲ୍ଲୀ: ଅର୍ଥନୀତି, ସାମାଜିକ ତଥା ଶାସନ କ୍ଷେତ୍ରରେ ଦେଶରେ ମହାରାଷ୍ଟ୍ର ପ୍ରଥମ ସ୍ଥାନ ଅଧିକାର କରିଛି। ଏହାପଛକୁ ଗୁଜୁରାଟ ଏବଂ ତାମିଲନାଡୁ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି। କ୍ରେଡିଟ୍ ରେଟିଂ ଏବଂ ରିସର୍ଚ୍ଚ କମ୍ପାନୀ କେୟାର ଏଜ୍ ଏହି ରିପୋର୍ଟ ପ୍ରକାଶ କରିଛି।…

ଭାରତ ଯୋଡ଼ ଯାତ୍ରାର ଶେଷ ଦିନରେ ଯୋଗ ଦେବାକୁ ୨୧ ବିରୋଧୀ ଦଳଙ୍କୁ ନିମନ୍ତ୍ରଣ କଲା କଂଗ୍ରେସ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଶେଷ ହେବାକୁ ଯାଉଛି କଂଗ୍ରେସର ଭାରତ ଯୋଡ଼ ଯାତ୍ରା। ଏହି ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେବାକୁ ୨୧ ବିରୋଦୀ ଦଳଙ୍କୁ ଚିଠି ନିମନ୍ତ୍ରଣ କଲା କଂଗ୍ରେସ। ଗତବର୍ଷ ସେପ୍ଟେମ୍ବର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଜାନୁଆରୀ ୩୦ ତାରିଖରେ…