ଲୋକପ୍ରତିନିଧିଙ୍କୁ ମିଳୁନି ସୁରକ୍ଷା କିନ୍ତୁ ସଚିବଙ୍କ ହାଇ ସିକ୍ୟୁରିଟି ନେଇ ସରକାରଙ୍କ ଅଧିକ ଚିନ୍ତା: ସମୀର ମହାନ୍ତି
ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ସଚିବ ଝଡ଼। ଫାଇବ-ଟି ସଚିବଙ୍କୁ ନେଇ ଚାଲିଛି ବୟାନବାଜି। ସୋସିଆଲ ମିଡିଆ ଏକ୍ସରେ ଉଭୟ ଶାସକ ଦଳ ଓ ବିରୋଧୀ ଦଳ ପରସ୍ପରଙ୍କ ମଧ୍ୟରେ ଚାଲିଛି ବାକ୍ ଯୁଦ୍ଧ। ଏହାରି ଭିତରେ ବିଜେପିର ପୂର୍ବତନ ସଭାପତି ତଥା ଜାତୀୟ କାର୍ଯ୍ୟକାରିଣୀର ସ୍ୱତନ୍ତ୍ର ସଦସ୍ୟ ସମୀର…