ଟ୍ରେନ ଧକ୍କାରେ ୧୦ଫୁଟ ତଳକୁ ଛିଟିକି ପଡ଼ିଲା ମାଈହାତୀ; ଛଟପଟ ହୋଇ ଚାଲିଗଲା ଜୀବନ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୈତାରି ରେଞ୍ଜ ଅନ୍ତର୍ଗତ ଟାଙ୍ଗରିଆପାଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଧକ୍କାରେ ମାଈ ହାତୀର ମୃତ୍ୟୁ । ଦୈତାରୀ ରେଞ୍ଜ ଆମ୍ବଧରା ନିକଟରେ ହାତୀପଲ ରେଳ ଲାଇନ୍ ପାରି ହେଉଥିଲା ବେଳେ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ ।
ମାଈ ହାତୀ ଆମ୍ବଧରା ନାଳ ଏବଂ…