ପୁରା ପରିବାର ସହ ଇଟାଲିରେ ଛୁଟି କାଟୁଛନ୍ତି କରିନା
ମୁମ୍ବାଇ: ପୁରା ପରିବାର ସହ ଇଟାଲୀରେ ଛୁଟି କାଟୁଛନ୍ତି ବଲିଉଡ୍ର ଅଭିନେତ୍ରୀ କରୀନା କପୁର । ନିଜ ସୁଟିଂରୁ ସମୟ ବାହାର କରି କରିନା ସ୍ୱାମୀ ସୈଫ ଅଲି ଖାନ ଓ ଦୁଇ ପିଲାଙ୍କୁ ନେଇ ଇଟାଲୀରେ ଅଛନ୍ତି । ସେଠାରେ ପୁରା ପରିବାର ଫୁଲ ଏନ୍ଞ୍ଜୟ କରୁଛନ୍ତି । ଏହାର ଫଟୋସବୁ କରିନା ନିଜେ ସୋସିଆଲ…