Latest Odisha News

BREAKING NEWS

ଆଇଏଏସ ମନୋଜ ମିଶ୍ରଙ୍କୁ ଠିକା ନିଯୁକ୍ତି, ନଜର ପକାନ୍ତୁ ବିଜେଡି-ବିଜେପିର ଆଭିମୁଖ୍ୟ ଉପରେ

ଭୁବନେଶ୍ୱର: ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିବା ଆଇଏଏସ ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି। ଦୁଇ ଦିନ ତଳେ ମନୋଜ ମିଶ୍ର ଭାରତୀୟ ରେଳ ଟ୍ରାଫିକ୍ ସେବା (ଆଇଆରଟିଏସ୍)ରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ଗ୍ରହଣ କରାଯିବାର ତୁରନ୍ତ ପରେ…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏମ୍ସ ପରିଦର୍ଶନର କିଛି ସମୟ ପରେ ଖସିଲା ସିଲିଂ, ୨ ଆହତ

ଭୁବନେଶ୍ୱର: ବିଭିନ୍ନ ସମୟରେ ଭୁବନେଶ୍ୱର ଏମ୍ସ ଚର୍ଚ୍ଚାରେ ରୁହେ । ସର୍ବାଧିକ ଚର୍ଚ୍ଚା ହୁଏ ରୋଗୀ ସେବାକୁ ନେଇ । ଘଣ୍ଟା ଘଣ୍ଟା, ରାତି ରାତି ଶୀତ କାକରରେ ପଡ଼ି ରହିବା ପରେ ଏମ୍ସ ଡାକ୍ତର ରୋଗୀ ଦେଖନ୍ତି । ଏବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟେ ଭୁବନେଶ୍ୱରରେ ଥିବା ବେଳେ…

ବଳ ବଢ଼ାଉଛନ୍ତି ବିଜୟ, ପୁଅ ଅରବିନ୍ଦ ହେବେ ପ୍ରାର୍ଥୀ !

କେନ୍ଦ୍ରାପଡ଼ା: ଓଡ଼ିଶା ରାଜନୀତିର ଅନ୍ୟତମ ଧୂରୀଣ ରାଜନେତା ବିଜୟ ମହାପାତ୍ର । ଅଶୀ ଓ ନବେ ଦଶକରେ ଓଡ଼ିଶା ରାଜନୀତିରେ ଥିଲା ବିଜୟ ଦବଦବା । ଏକଦା ବିଜୁ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ବିଜୟଙ୍କୁ କୁହା ଯାଉଥିଲା ସୁପର ସିଏମ୍ । ବିଜୁବାବୁଙ୍କ ଦେହାନ୍ତ ପରେ ନବୀନଙ୍କୁ ଓଡ଼ିଶା…

ଟ୍ରକ୍ ଧକ୍କାରେ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ୨ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ନିକଟରେ ବାଇକକୁ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା…

ଏଠାରେ ଆୟୋଜିତ ହେଉଛି ଭୂତ ମେଳା

ମଲାଜପୁର: ବୈତୁଲ ଜିଲ୍ଲାର ମଲାଜପୁରରେ ଥିବା ପ୍ରସିଦ୍ଧ ଗୁରୁ ସାହେବ ବାବା ସନ୍ଥ ଦେବ ସମାଧି ସ୍ଥଳରେ ସବୁ ବର୍ଷ ଆୟୋଜିତ ହୁଏ ଘୋଷ୍ଟ ଫେୟାର ବା ଭୂତ ମେଳା । ପ୍ରାୟ ୪୦୦ ବର୍ଷ ହେବ ଏଠାରେ ଏହା ଆୟୋଜିତ ହୋଇ ଆସୁଛି । ପୌଷ ପୂର୍ଣ୍ଣିମାରୁ ଏହି ମେଳା ଆରମ୍ଭ ହୋଇଥାଏ । ରାଜସ୍ଥାନ,…

ପୋଖରୀରେ ବୁଡିଗଲେ ଦୁଇ ଭଉଣୀ

ବ୍ରହ୍ମପୁର: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଖମାରପଲ୍ଲୀ ଗ୍ରାମର ନୂଆସାହି ହରିଜନ ସାହିର ଦୁଇ ଜଣ ଭଉଣୀ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ବୁଲୁ ନାଇକଙ୍କ ଦୁଇ ଝିଅ ୧୦ବର୍ଷର ଝିଅ ସାଲିନ ଏବଂ ୮ବର୍ଷର ସୋନାଲିକା। ରବିବାର…

ସ୍ତ୍ରୀର ଅଶ୍ଳୀଳ ଫୋଟ ଭାଇରଲ ଅଭିଯୋଗରେ ସ୍ୱାମୀ ଗିରଫ

ବ୍ରହ୍ମପୁର: ସ୍ତ୍ରୀର ଅଶ୍ଳୀଳ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି ଗଞ୍ଜାମ ଜିଲାର ବୁଗୁଡ଼ା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଡାଙ୍ଗିସାହିର ରାଜେନ୍ଦ୍ର ପ୍ରଧାନ ଓରଫ ମୁନା…

ଭାରତରେ ଏକ ନମ୍ବର ହଲିଉଡ ଫିଲ୍ମ ହେଲା ଅବତାର ୨

ମୁମ୍ବାଇ: ଜେମ୍ସ କାମେରୁନଙ୍କ ଅବତାର ୨ ଫିଲ୍ମ ସାରା ବିଶ୍ୱରେ ଜବରଦସ୍ତ ବ୍ୟବସାୟ କରୁଛି । ରିପୋର୍ଟ ମୁତାବକ ଏହା ପାଖାପାଖି ୧୩ ହଜାର କୋଟି ଟଙ୍କାର ବ୍ୟବସାୟ କରିସାରିଛି । ଭାରତରେ ମଧ୍ୟ ଏହା ରେକର୍ଡ ବ୍ୟବସାୟ ଜାରୀ ରଖିଛି । ରବିବାର ଆଡଭାନ୍ସ ବୁକିଂ ରିପୋର୍ଟ ଆସିବା ପରେ ଏହା ୩୭୨.୨୫…

ବିଶ୍ବର ସର୍ବକ୍ଷୁଦ୍ର ହକି ଷ୍ଟିକ

ବ୍ରହ୍ମପୁର: ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ ବିରଳ କଳା କୃତି। ମାତ୍ର ୧ ଏମଏମ ଲମ୍ବ ହକି ଷ୍ଟିକ୍‍ ତିଆରି କରିଛନ୍ତି। ଓଡ଼ିଶାରେ ବିଶ୍ୱକପ୍‍ ହକି ଆୟୋଜନ ଅବସରରେ ସତ୍ୟଙ୍କ କଳାକୃତି କାଠରେ ୨ଟି ହକିଷ୍ଟିକ୍‍ ତିଆରି କରିଛନ୍ତି ଯାହାର ଲମ୍ବ ୧ଏମ୍‍ଏମ୍‍ ଏବଂ ଓସାର…

ବସ ଦୁର୍ଘଟଣାରେ ଚାଲିଗଲା ୪୦ଜଣଙ୍କ ଜୀବନ, ସେନେଗାଲରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ସେନେଗାଲରେ ଆଜି ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ୨ଟି ବସ କାଫରିନରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ୮୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଗୋଟିଏ ବସର ଟାୟାର ଫାଟିଯିବାରୁ ଏହା ଭାରସମ୍ୟ ହରାଇ ଅନ୍ୟ ବସରେ ପିଟି…