Latest Odisha News

BREAKING NEWS

ମଟନ (ମାଂସ) ଏକବର୍ଣ୍ଣୀ

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ ଆବଶ୍ୟକୀୟ ଉପକରଣ: - ମଟନ- ୫୦୦ ଗ୍ରା.ମ, ବସୁମତୀ ଚାଉଳ- ୨୫୦ ଗ୍ରା.ମ., ବଡ଼ ପିଆଜ ୩/୪ଟା, ଅଦା ରସୁଣ ବଟା, ଗାଜର, ବିନସ୍‌, ଗ୍ରୀନ ମଟର, ଫୁଲକୋବି, ଲୁଣ, ସୋରିଷ ତେଲ,ଜିରା ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଦହି ୧-୩ ଚାମଚ, ଗରମ ମସଲା ଗୁଣ୍ଡ, ଗୋଟା ଗରମ…

ବିଶ୍ବର ସବୁଠୁ ବଡ଼ ସୁଇମିଂପୁଲ…

ନୂଆଦିଲ୍ଲୀ : ଆପଣମାନେ ଜାଣିଥିବେ ସାଧାରଣତ ଲୋକମାନେ ନଦୀ, ସମୂଦ୍ର, ବା ପୋଖରୀରେ ଗାଧୋଇବାକୁ ପସନ୍ଦ କରନ୍ତି । ଏବଂ ସେଥିମଧ୍ୟରୁ ଅେନକଙ୍କର ଇଛା ଥାଇବି ଡରିକି ଗାଧୋଇନଥାନ୍ତି । ଆଉ ସେଥିପାଇଁ ସେମାନେ ସୁଇମିଂପୁଲକୁ ନିଜର ଇଛା ପୁରଣ କରିବାକୁ ଯାଇଥାନ୍ତି । ଦେଖିବାକୁ ଗଲେ ବତ୍ତର୍ମାନ…

ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ଓ ଋତୁକାଳୀନ ଫଳ

କୋଲାକାତା: ଏଣିକି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଚିକେନ୍ ଓ ଋତୁ ଅନୁସାରେ ମିଳୁଥିବା ଫଳ ଖାଇବାକୁ ଦିଆଯିବ। ଏହି ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ହେଲେ ମାତ୍ର ୪ ମାସ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଜାନୁଆରୀ ମାସରୁ ସରକାରଙ୍କର ଏହି ଯୋଜନା ଆରମ୍ଭ ହୋଇ ଏପ୍ରିଲ…

ଆସିକା ଥାନା ଦେଶରେ ଶ୍ରେଷ୍ଠ;ପୁରସ୍କୃତ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ

ବ୍ରହ୍ମପୁର: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଦେଶର ଶ୍ରେଷ୍ଠ ୩ଟି ଥାନାର ନାମ ଘୋଷଣା କରାଯାଇଛି। ଏଥିରେ ଏକ ନମ୍ବରରେ ରହିଛି ଗଞ୍ଜାମ ଜିଲାର ଆସିକା ଥାନା। ୨୦୨୨ ମସିହା ପାଇଁ ଆସିକା ଥାନାକୁ ଶ୍ରେଷ୍ଠ ଥାନା ଭାବେ ଘୋଷଣା ହୋଇଛି। ଆସନ୍ତା ଜାନୁୟାରୀ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ…

ଯଦି ମୋ ହାତରେ ଥାନ୍ତା ତେବେ ମୁଁ ଗ୍ୟାଙ୍ଗଷ୍ଟର ଓ ଦୁଷ୍କର୍ମକାରୀଙ୍କୁ ବିଚ୍ ବଜାରରେ ପରେଡ୍ କରାନ୍ତି: ଅଶୋକ ଗେହେଲୋଟ୍

ଉଦୟପୁର: ଯଦି ମୋ ହାତରେ ଥାନ୍ତା ତେବେ ମୁଁ ଗ୍ୟାଙ୍ଗଷ୍ଟର ଓ ଦୁଷ୍କର୍ମକାରୀଙ୍କୁ ବିଚ୍ ବଜାରରେ ଲୋକଙ୍କ ସାମ୍ନାରେ ପରେଡ୍ କରାନ୍ତି। ଫଳରେ ତାଙ୍କୁ ଲାଜ ଲାଗନ୍ତା। ଆଉ ସେ ଅପରାଧ କରିବା ପୂର୍ବରୁ ଭାବନ୍ତେ। ଗୁରୁବାର ସାମ୍ବାଦିକଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ…

ପ୍ରକୃତି ସେବାରେ ୯୦ ବର୍ଷୀୟ ବୃଦ୍ଧ, ଗଛ ଲଗାଇବା ତାଙ୍କର ନିଶା

କାମାକ୍ଷାନଗର : ନଇଁ ପଡ଼ିଛି ଅଣ୍ଟା, ଲୋଚାକୋଚା ହୋଇଯାଇଛି ଚର୍ମ, କାନକୁ ବି ଆଉ ଠିକରେ ଶୁଭା ଯାଉନି । ଶରୀରର ଇନ୍ଦ୍ରୀୟ ଗୁଡିକ ଆଉ ବୋଲ ମାନୁନାହିଁ । ହେଲେ ପ୍ରକୃତିର ପ୍ରେମରେ ବାନ୍ଧି ହୋଇଯାଇଛନ୍ତି ୯୦ ବର୍ଷୀୟ ବୃଦ୍ଧ । ଆଉ ଗଛ ଲଗାଇବା ନିଶାରେ ଲାଗି ପଡିଛନ୍ତି ମିଟୁ । ପିଲାଟି ଦିନରୁ…

ଆଫଗାନିସ୍ତାନ ସୀମା ନିକଟରେ ୧୧ ଆତଙ୍କବାଦୀ ମାରିଲେ ପାକ ସେନା

ଲାହୋର: ପାକିସ୍ତାନ ସୁରକ୍ଷାକର୍ମୀ ଆଫଗାନିସ୍ତାନ ସୀମା ନିକଟରେ ଦକ୍ଷିଣ ୱଜିରସ୍ତାନରେ ୧୧ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି । ଏଥିରେ ୨ ଆତ୍ମଘାତୀ ଆତଙ୍କୀ ସାମିଲ । ସର୍ଚ୍ଚ ଅପରେଶନ ବେଳେ ସେମାନଙ୍କୁ ଏହି ସଫଳତା ମିଳିଛି । କମାଣ୍ଡର ହଫିଜୁଲ୍ଲା ତୋରେ ଓରଫ ତୋରେ ହାଫିଜ ଏଥିରେ ମୃତ୍ୟୁବରଣ…

ସମ୍ମେଦ ଶିଖର ପାଇଁ ପ୍ରାଣ ହାରିଲେ ଆଉ ଜଣେ ଜୈନ ମୁନୀ

ଜୟପୁର: ସମ୍ମେଦ ଶିଖରଙ୍କୁ ବଂଚାଇବା ପାଇଁ ଆମରଣ ଅନଶନରେ ବସିଥିବା ଜୟପୁର ସାଂଗାନେରରେ ଆଉ ଜଣେ ଜୈନ ମୁନୀଙ୍କ ନିଧନ ହୋଇଯାଇଛି । ସମର୍ଥ ସାଗର ମହାରାଜାଙ୍କ ଜୀବନ ମଧ୍ୟ ରାତ୍ରି ୧ଟା୨୦ରେ ଚାଲି ଯାଇଥିଲା । ସୁଗନେୟ ସାଗର ମହାରାଜାଙ୍କ ମୃତ୍ୟୁ ପରେ ସେ ଆମରଣ ଅନଶନରେ ବସିଥିଲେ । ଶୁକ୍ରବାର…

ପକ୍ଷୀ କଲା ବିଶ୍ୱ ରେକର୍ଡ; ଆଲାସ୍କାରୁ ଉଡିଲା ତାସମାନିଆ

ଭୁବନେଶ୍ୱର:ପକ୍ଷୀର ରେକର୍ଡ ନିଶା । ପକ୍ଷୀ ହେଲେ କ’ଣ ହେଲା ଜିଦ୍ଦି କମ ନୁହେଁ । ମଣିଷ ସାଙ୍ଗରେ ଯେମିତି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଣ୍ଟା ଭିଡିଛି । ଲଢୁଆ ମନରେ ତାର ପ୍ରଶ୍ନ - ତମେ କରିବ ବିଶ୍ୱ ରେକର୍ଡ । ଆମେ କାହିଁକି ପାରିବୁନି । ସେଥିପାଇଁ କରିଛି ଏ ବିଶ୍ୱ ରେକର୍ଡ ।  ୧୧ ଦିନରେ…

ସୁରକ୍ଷିତ ନୁହେଁ ଟ୍ୱିଟର ! ହ୍ୟାକ୍‌ ହୋଇ ଚୋରି ହୋଇଛି ୨୦୦ ମିଲିୟନ ୟୁଜରଙ୍କ ଇ-ମେଲ୍ ଆଡ୍ରେସ୍

ୱାଶିଂଟନ: ସୋସିଆଲ୍ ମିଡିଆ ସାଇଟ୍ ଫେସ୍‌ବୁକ, ୟୁଜରଙ୍କ ତଥ୍ୟ ଚୋରି ନେଇ ସବୁବେଳେ ସନ୍ଦେହ ଘେରରେ ରହୁଥିବା ବେଳେ ଏବେ ଟ୍ୱିଟର ଆଉ ସରୁକ୍ଷିତ ନୁହେଁ ବୋଲି ୟୁଜର କହିଲେଣି। ଟ୍ୱିଟରରେ ଏବେ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଅଭିଯୋଗ ଆସୁଛି। ସଦ୍ୟତମ ରିପୋର୍ଟ ଅନୁସାରେ, ହ୍ୟାକରମାନେ…