୧୨ ରୁ ଅଧିକ ସ୍ଥାନରେ ଚଢାଉ…ଗିରଫ ହେଲା ISIS ଆତଙ୍କବାଦୀ
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଜଣେ ISIS ଆତଙ୍କବାଦୀଙ୍କୁ ଗିରଫ କରିଛି । ଯାହା ପରେ ଦେଶର ୧୨ ରୁ ଅଧିକ ସ୍ଥାନରେ ଚଢାଉ କରାଯାଇଛି। ସାରା ଦେଶରୁ ୮ ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ମୁଖ୍ୟ ଅଭିଯୁକ୍ତ ଅଫତାବ ମୁମ୍ବାଇର ବାସିନ୍ଦା। ଏଥିସହ ରାଞ୍ଚିରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଅଶହର…