Latest Odisha News

BREAKING NEWS

ତୁମେ ମୋତେ ଖୁିସିରେ ରଖ, ମୁଁ ତୁମକୁ….

ଚଣ୍ଡିଗଡ଼: ହରିଆଣାରେ ଜଣେ ଜୁନିଅର ମହିଳା କୋଚ୍ ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମହିଳା କୋଚ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ ସନ୍ଦୀପ ତାଙ୍କୁ ତାଙ୍କ ଘରକୁ ଡାକି ଅସଦାଚରଣ କରିଥିଲେ। ମହିଳା ପ୍ରଶିକ୍ଷକ କ୍ରୀଡ଼ା ମନ୍ତ୍ରୀଙ୍କ…

ଇସ୍ରାଏଲରେ ପୁଣି ନେତାନ୍ୟାହୁ ସରକାର, ମୋଦୀଙ୍କ ଅନ୍ଯତମ ଘନିଷ୍ଠ ବନ୍ଧୁ

ଜେରୁଜେଲମ: ବେଞ୍ଜାମିନ ନେତାନ୍ୟାହୁ ଗୁରୁବାର ଷଷ୍ଠ ଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେତନ୍ୟାହୁ (୭୩) ଇତିମଧ୍ୟରେ ଇସ୍ରାଏଲର ସବୁଠାରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କୁ ୧୨୦ ସଦସ୍ୟ ବିଶିଷ୍ଟ ନେସେଟ୍ (ଇସ୍ରାଏଲି ସଂସଦ)ରେ ୬୩ ଜଣ…

ବିଜେଡିର କେନ୍ଦ୍ର ଅବହେଳା ପ୍ରସଙ୍ଗ, ତିନି କେନ୍ଦ୍ରମନ୍ତ୍ରୀ ଦେଲେ ହିସାବ

ଭୁବନେଶ୍ୱର: ବିଜୁ ଜନତା ଦଳ ନେତୃତ୍ୱାଧୀନ ସରକାର ବିରୋଧରେ ବର୍ଷିବା ସହିତ କେନ୍ଦ୍ର ଅବହେଳ ପ୍ରସଙ୍ଗର କଡା ଜବାବ ଦେଇଛନ୍ତି ତିନି କେନ୍ଦ୍ରମନ୍ତ୍ରୀ। ଭୁବନେଶ୍ୱର ରେଳଷ୍ଟେସନର ନବୀକରଣ ଭିତ୍ତିପ୍ରସ୍ତର ବେଳେ କଡା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର…

ପଠାନ ଫିଲ୍ମରୁ ହଟିବ ଗେରୁଆ ରଙ୍ଗର ବିକିନି ସିନ୍

ମୁମ୍ବାଇ: ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଆଗାମୀ ଚଳଚ୍ଚିତ୍ର 'ପଠାନ'କୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ପଠାନର ଗୀତ 'ବେଶରମ ରଙ୍ଗ'ରେ ଦୀପିକାଙ୍କ ଗେରୁଆ ବିକିନି ଏବଂ ଗୀତର ଲିରିକ୍ସକୁ ନେଇ ବିବାଦ ତେଜିଥିଲା। ଏହି ଗୀତରେ ଦୀପିକାଙ୍କ ଗେରୁଆ ରଙ୍ଗର ବିକିନିକୁ ନେଇ…

ଓଡ଼ିଶାରେ ଦୁଇଟି ନୂଆ ଟ୍ରେନର ଶୁଭାରମ୍ଭ, ଭଦ୍ରକକୁ ସ୍ୱତନ୍ତ୍ର ଟ୍ରେନ୍ ପାଇଁ ବୈଷ୍ଣବ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ “ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶ” ସହିତ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ଭିତ୍ତିପ୍ରସ୍ତର ଦେବା ସହିତ ଦୁଇଟି ଟ୍ରେନର ଆଜି ଶୁଭାରମ୍ଭ ହୋଇଛି। ସେହିପରି ଭଦ୍ରକ ମେମୁ ଟ୍ରେନ ପୁଣିଥରେ ଗଡ଼ିବ ବୋଲି ରେଳମନ୍ତ୍ରୀ…

ସିବିଏସଇ ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ୨୦୨୩ରେ ହେବାକୁ ଥିବା ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ସିବିଏସ୍ଇ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଉଭୟ ଶ୍ରେଣୀର ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହେବ। ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ୧୦ମ ପରୀକ୍ଷା…

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଖ୍ରୀଷ୍ଟମାସରେ ସେଫ୍ଟି ସାନ୍ତା ଜରିଆରେ ସୁରକ୍ଷା ସଚେତନତାର ପ୍ରସାର

ଝାରସୁଗୁଡ଼ା: ଖ୍ରୀଷ୍ଟମାସ ଅବସରରେ ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର ପ୍ଲାଣ୍ଟ ଓ ଟାଉନସିପରେ ସେଫ୍ଟି ସାନ୍ତା ଜରିଆରେ ନିରାପତା ଅଭିଯାନର ପ୍ରସାର କରିଛି । କଂପାନିର ସୁରକ୍ଷା କର୍ମଚାରୀମାନେ ସାନ୍ତାକ୍ଲଜ୍ପରିଧାନ କରି ବିଭିନ୍ନ ପ୍ଲାଂଟ ସାଇଟ ଓ ଘରକୁ ଘର ବୁଲି…

ଅମିତାଭ ଠାକୁରଙ୍କ ସହ ୪ IPSଙ୍କୁ ADG ରାଙ୍କକୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟର ୪ ଆଇପିଏସ୍ ଅଧିକାରୀଙ୍କ ସହ କେନ୍ଦ୍ରୀୟ ଡେପୁଟେସନରେ ଥିବା ଜଣେ IPSଙ୍କୁ ପଦୋନ୍ନତି ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ବିଜ୍ଞପ୍ତି ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦୋନ୍ନତି ପାଇଥିବା ୫ ଜଣ ଆଇପିଏସ୍ ୧୯୯୮ ବ୍ୟାଚର ।…

ରାୟଗଡ଼ାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା, କ୍ରାଇମବ୍ରାଞ୍ଚ ଗଠନ କଲା ଆଉ ଏକ ଟିମ୍

ଭୁବନେଶ୍ୱର: ରାୟଗଡ଼ାର ହୋଟେଲରେ କେମିତି ୨ ଦିନ ବ୍ୟବଧ୍ୟାନରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା । ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଉ ଏକ ଟିମ୍ ଗଠନ କରିଛି । ୪ ଜଣ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ରାୟଗଡ଼ା ଯାଇଛି । ଏହି ଟିମର ନେତୃତ୍ୱ ନେଉଛନ୍ତି…