Latest Odisha News

BREAKING NEWS

ଆମେରିକା ପରେ ଜାପାନରେ ବରଫ ଝଡ଼, ୧୭ ମୃତ

ଟୋକିଓ: ଆମେରିକା ପରେ ଜାପାନରେ ପ୍ରବଳ ବରଫପାତ ଜନଜୀବନକୁ ପ୍ରଭାବିତ କରିଛି । ଭୀଷଣ ବରଫପାତରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୯୩ ଜଣ ଆହତ ହୋଇଥିବା ଜଣାଯାଇଛି । ବରଫପାତ ଯୋଗୁ ସାଧାରଣ ଜୀବନଯାତ୍ରା ବି ବ୍ୟାହତ ହୋଇଛି । ୨୦ ହଜାର ଲୋକଙ୍କ ଘରେ ବିଜୁଳ ସରବରାହ ବ୍ୟାହତ…

ଆଜିଠୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, ଜାନୁଆରୀ ୬ ତାରିଖ ଯାଏଁ ଦୁଲୁକିବ ମୁକ୍ତାକାଶ ରଙ୍ଗମଞ୍ଚ

ବରଗଡ: ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବ। ସନ୍ଧ୍ୟାରେ ୭୫ତମ ଧନୁଯାତ୍ରା ଉଦଘାଟନ ହେବ। ଏଥର ହୀରକ ଜୟନ୍ତୀ ଥିବାରୁ ଖୁବ ଜାକଜମକରେ ଧନୁଯାତ୍ରା ପାଳନ ହେବ। ଦୀର୍ଘ ୧୧ ଦିନ ଧରି ଚାଲିବ କଂସରାଜଙ୍କ ରାଜୁତି। ଦୁଇ ବର୍ଷ ପରେ ଚମକିବ ମୁକ୍ତାକାଶ ରଙ୍ଗମଞ୍ଚ। କରୋନା ମହାମାରୀ…

ବଲିଉଡ୍ ଭାଇଜାନଙ୍କୁ ୫୭ ବର୍ଷ, ଭଉଣୀ ଓ ଭାଣିଜୀ ସହ ପାଳିଲେ ଜନ୍ମଦିନ

ମୁମ୍ୱାଇ: ଆଜି ଭାଇଜାନଙ୍କ ବାର୍ଥ ଡେ। ୫୭ ବର୍ଷରେ ପାଦ ଦେଲେ ବଲିଉଡ୍ ଆକ୍ଟର ସଲମାନ ଖାଁ। ବିଳମ୍ୱିତ ରାତି ଯାଏଁ ଜନ୍ମ ଦିନ ପାଳନ କରିଛନ୍ତି ବିଗ୍ ବସ୍। ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଘରେ ପାର୍ଟି ଆୟୋଜନ ହୋଇଥିଲା। ବହୁ ବଲିଉଡ୍ କଳାକାର ଏଥିରେ ସାମିଲ ହୋଇଥିଲେ। ଅର୍ପିତା ଓ ଆୟୁଷ…

ଆଜି ଦେଶବ୍ୟାପୀ କରୋନା ମୁକାବିଲା ପ୍ରସ୍ତୁତିର ମକ୍ ଡ୍ରିଲ୍, ସମୀକ୍ଷା କରିବେ ମାଣ୍ଡଭିୟ

ନୂଆଦିଲ୍ଲୀ: କରୋନାର ଭୟବହତାକୁ ଦୃଷ୍ଟିରେ ରଖି ଆଜି ସାରା ଦେଶରେ କୋଭିଡ୍ ହେଲଥ୍ ସେଣ୍ଟର ଗୁଡିକରେ ମକ୍ ଡ୍ରିଲ ହେବ। ହସପିଟାଲରେ ଅକ୍ସିଜେନ ସପ୍ଲାଇ ଓ ଭେଣ୍ଟିଲେଟର ଆଦି ପ୍ରସ୍ତୁତିକୁ ଏହି ମକ୍ ଡ୍ରିଲ ଜରିଆରେ ସମୀକ୍ଷା କରାଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଇଣ୍ଡିଆନ…

କବିତା : ପ୍ରେମିକା

ପ୍ରବୀଣ କୁମାର କବି ସବୁଥର ମୁଁ ଡାକିବା ପୂର୍ବରୁ ହିଁ ତୁମେ ଆସି ସାରିଥାଅ ଆଉ, ତୁମସହ ଆସିସାରିଥାନ୍ତି କେଇବୁନ୍ଦା ଶୋଷ ଆଉ କେତେଟୋପା ଝାଳ! ତୁମ ପାଟି ଶୁଣି ମୁଁ କବାଟ ଖୋଲେ। ହେଲେ, ତୁମକୁ ଦେଖିବା କ୍ଷଣି ହଠାତ୍ ମୋ ଭଙ୍ଗାଚାଳରୁ ଝଡ଼ିପଡେ ଆନୁରାଗର ଚେନାଏ ଆକାଶ, ଆଉ ସେ…

ଭାଷା ଭାଗବତ : ବିବେକ ହୁଏ ମୂକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୂଲ୍ୟ ନ ନେଇ ସେବା କଲେ ଅବଶ୍ଯ କର୍ମଫଳ ମିଳେ ସେହି ଫଳର ନାମ ତୃପ୍ତି ଅର୍ଜଇ ସେବାକାରୀ ବ୍ୟକ୍ତି ଅନେକ ସେବାଦାୟୀ ସଂସ୍ଥା କଲେଣି ଯେପରି ବ୍ୟବସ୍ଥା ତହିଁରୁ ସେବା ପ୍ରତି ଆସ୍ଥା ପ୍ରଘଟ କରେନି ଜନତା ସେବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସ୍ୱରୂପ ବା ପୂର୍ବ ସ୍ୱରୂପ ଶ୍ରୀ ନୀଳମାଧବଙ୍କ ବିଷୟରେ କିଛି ତଥ୍ୟ ଉପସ୍ଥାପନା କରିବା ପରେ, ଆଜି ଜାଣିବା ତାଙ୍କ ମନ୍ଦିରରେ ପ୍ରଚଳିତ ରୀତିନୀତି ଓ ପୂଜା…

ଚାଇନାକୁ ଘାରିଛି କରୋନା ଚିନ୍ତା, ମୁହଁ ଖୋଲିଲେ ରାଷ୍ଟ୍ରପତି ଜିନପିଙ୍ଗ୍

ବେଜିଂ: ଚାଇନାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ସ୍ଥିତି ବେକାବୁ ହୋଇଛି। ସ୍ଥିତି ଏପରି ଯେ ହସ୍ପିଟାଲରେ ରୋଗୀଙ୍କ ଲମ୍ବା ଲାଇନ୍ ଲାଗିଛି। ଏହାରି ଭିତରେ ପ୍ରଥମ ଥର ପାଇଁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ କରୋନାରେ ପରିସ୍ଥିତିକୁ ନେଇ ନୀରବତା ଭାଙ୍ଗିଛନ୍ତି। ସି…

ସ୍କୁଲରେ ଆନିମେସନ୍, ଭିଜୁଆଲ୍ ଇଫେକ୍ଟ, ଖେଳ ଏବଂ ବ୍ୟଙ୍ଗ ପାଠ୍ୟକ୍ରମ ପାଠପଢ଼ାଯିବ!

ନୂଆଦିଲ୍ଲୀ: ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଏବଂ କମିକ୍ସ (AVGC)ର ଚାହିଦା ବିଶ୍ବ ବଜାରରେ ବଢୁଛି। ଏଥିପାଇଁ ଭାରତ ପ୍ରସ୍ତୁତ ହେଉଛି। ଏହି କ୍ଷେତ୍ରରେ ସମ୍ଭାବ୍ୟ ଅନୁସନ୍ଧାନ ପାଇଁ ଗଠିତ AVGC ଟାସ୍କ ଫୋର୍ସ କେନ୍ଦ୍ର ସରକାରଙ୍କୁ ଏହାର ରିପୋର୍ଟ ଦାଖଲ କରିଛି। ଏଥିରେ, ସମ୍ପୃକ୍ତ…

ଅଭ୍ୟାସ ମ୍ୟାଚ: ଭାରତୀୟ ଜୁନିୟର ହକି ଟିମ ୧୧-୨ ଗୋଲରେ ବିଜୟୀ

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ। ଭାରତୀୟ ଜୁନିୟର ହକି ଟିମ ୧୧-୨ ଗୋଲରେ ବିଜୟୀ।ବିଶ୍ୱକପ ପୂର୍ବରୁ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମଠାରେ ଅଭ୍ୟାସ ମ୍ୟାଚ ଚାଲିଛି। ସୋମବାର ଭାରତୀୟ ଜୁନିୟର ହକି ଟିମ ଏବଂ ଦକ୍ଷିଣ କୋରିଆ ଜୁନିୟର ହକି ଟିମ ସହ…