Latest Odisha News

BREAKING NEWS

ଚୀନ ଫେରନ୍ତା ଭାରତୀୟଙ୍କ ନିକଟରେ ଓମିକ୍ରନର ସବ୍ ଭାରିଆଣ୍ଟ ଚିହ୍ନଟ

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାକୁ ଫେରିଥିବା ଅନ୍ୟ ଜଣେ ଚୀନ ଫେରନ୍ତା ଭାରତୀୟଙ୍କ ନିକଟରେ କରୋନା ଟିହ୍ନଟ ହୋଇଛି। ଯେଉଁ BF.7 ଭାରିଆଣ୍ଟ ପାଇଁ ଚୀନ ଏବେ ଦହଗଞ୍ଜ ହେଉଛି ସେହି ଭାରିଆଣ୍ଟ ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ଚିହ୍ନଟ ହୋଇଛି। ତିନି ଦିନ ତଳେ ସେହି ବ୍ଯକ୍ତି ଚୀନ୍ରୁ ଫେରିଥିବା…

ବ୍ରହ୍ମପୁରରେ ଘରୋଇ ହସପିଟାଲରେ ଜିଲାପାଳ, ଏସ୍‌ପିଙ୍କ ଚଢ଼ଉ

ବ୍ରହ୍ମପୁର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) କାର୍ଡର ସୁପରିଚାଳନାକୁ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ସହରର ବିଭିନ୍ନ ଘରୋଇ ହସପିଟାଲରେ ପୁଣି ଥରେ ଯାଞ୍ଚ କରାଯାଇଛି। ରବିବାର ଅପରାହ୍ନରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ,…

କିଏ ହେବେ ରାଜ୍ୟ ବିଜେପିର ନୂଆ ସଭାପତି, ଫାୟାର ବ୍ରାଣ୍ଡ ନେତାଙ୍କୁ ବାଛିବ କି ବିଜେପି?

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ କିଏ ହେବେ । ଏବେର ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେବାକୁ ଯାଉଛି। ତେଣୁ ନୂଆ ମଙ୍ଗୁଆଳ କିଏ ହେବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ରାଜ୍ୟ ବିଜେପିର ନେତୃତ୍ବ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଇସାରାରେ ପରିଚାଳିତ…

କିଟରେ ହକି ବିଶ୍ୱକପ୍‍ ଟ୍ରଫି, ଅଲିମ୍ପିଆନଙ୍କ ସମେତ ୧୫ ହଜାର କ୍ରୀଡ଼ାବିତଙ୍କ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ପୁରୁଷ ବିଶ୍ୱକପ୍‍ ହକି ଟ୍ରଫି ଆଜି ଓଡ଼ିଶାରେ ପହଞ୍ଚିବା ପରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଶେଷରେ କିଟ୍‍ ପରିସରରେ ପହଞ୍ଚିଥିଲା । କିଟ୍‍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ୨ରୁ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀ ତଥା କର୍ମଚାରୀମାନେ ଟ୍ରଫିକୁ କିଟ୍‍…

ସନ୍ଦେହ ଘେରରେ ଋଷ ପର୍ଯ୍ୟଟକଙ୍କ ଆତ୍ମହତ୍ୟା, ଝିଅର ଅନୁମତି ପରେ ହେବ ଶବ ସତ୍କାର

ରାୟଗଡ଼ା: ୪୮ ଘଣ୍ଟା ମଧ୍ୟରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ । ପ୍ରଶ୍ନ ଅନେକ, ଉତ୍ତର ଖୋଜୁଛି ପୋଲିସ । ପ୍ରଥମେ ୨୨ ତାରିଖରେ ବ୍ଲାଡିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ବ୍ଲାଡିମିରଙ୍କ ମୃତ୍ୟୁର ଦିନକ ପରେ ଆଖି ବୁଜିଥିଲେ ବନ୍ଧୁ ଆଣ୍ଟୋଭା ପାଭେଲ୍ । ଆଣ୍ଟୋଭା ରହୁଥିବା…

୨୦୨୨ କ୍ରୀଡା: ମହାନ ଖେଳାଳିଙ୍କୁ ମହା ଦାୟିତ୍ୱ ଆଉ ମେସି, ନୀରଜ ରଚିଲେ ଇତିହାସ

ଚଳିତ ବର୍ଷ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡାରେ ଅନେକଗୁଡିଏ କୀର୍ତିମାନ ସ୍ଥାପନ ହୋଇଛି । ତେବେ ସବୁଠାରୁ ଚର୍ଚ୍ଚାରେ ରହିଥିଲା ବିଶ୍ୱକପ ଫୁଟବଲରେ ଆର୍ଜେଂଟିନା ଚାମ୍ପିୟନ ହେବା ଓ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି ।…

ପୁଷ୍ପ କମଳ ଦାହାଲ ପ୍ରଚଣ୍ଡ ହେଲେ ନେପାଳ ପ୍ରଧାନମନ୍ତ୍ରୀ, କାଲି ଶପଥ ଗ୍ରହଣ

କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ପୁଷ୍ପ କମଳ ଦାହାଲ ପ୍ରଚଣ୍ଡ । ଅନ୍ୟ ଦଳଙ୍କ ସହ ସମର୍ଥନ ନେଇ ଆଲୋଚନା ପରେ ପ୍ରଚଣ୍ଡ ସରକାର ଗଠନ ନେଇ ଦାବି କରିଥିଲେ । ପ୍ରଚଣ୍ଡଙ୍କ ଦଳ ସିପିଏନ୍-ମାଓବାଦୀ ସେଣ୍ଟର ପ୍ରତିନିଧି ସଭା ନେପାଳ ସଂସଦର ତୃତୀୟ ବଡ଼ ଦଳ ଅଟେ ।…

ଉପନିର୍ବାଚନ ସଙ୍କେତ, ଫମ୍ପା ହେବ କି ଶରତଙ୍କ ୯ରୁ ୯୦ ବାଣ ?

ଭୁବନେଶ୍ୱର:  ୨୦୨୪ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ବାକି ଅଛି । ତା’ପୂର୍ବରୁ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ରାଜନୈତିକ ଗତିବିଧି ଜୋର୍ ଧରିଛି । ବିଜେପି, ବିଜେଡି ଓ କଂଗ୍ରେସ ତିନିଦଳର ନେତା କହୁଛନ୍ତି ୨୦୨୪ରେ ସେମାନେ ସରକାର ଗଢ଼ିବେ ? ତେବେ ୨୦୨୪ରେ ଓଡ଼ିଶାରେ କିଏ ଦଖଲ କରିବ…

ପୁରୀରେ ବିଜେଡିର ବଡ଼ ଆୟୋଜନ, ୨୦୨୪ ପାଇଁ କି ମନ୍ତ୍ର ଦେବେ ନବୀନ ?

ପୁରୀ: ବିଜେଡି ପାଳିବ ୨୬ ତମ ପ୍ରତିଷ୍ଠା ଦିବସ । ୧୯୯୭ ଡିସେମ୍ବର ୨୬ରେ ପ୍ରତିଷ୍ଠା ହୋଇଥିବା ବିଜୁ ଜନତା ଦଳକୁ ଆସନ୍ତାକାଲି ୨୫ ପୂରି ୨୬ ଚାଲିବ । ଏହି ଅବସରରେ ଦଳ ପୁରୀରେ କରିବ ଶକ୍ତି ପ୍ରଦର୍ଶନ । ପ୍ରତିଷ୍ଠା ଦିବସରେ ବିଜେଡି ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକାଠି କରୁଥିବା ବେଳେ ୨୦୨୪…

ମକର ରାଶିକୁ ଆସିବେ ବୁଧ, ଏହି ଜାତକ ପାଇଁ ଆରମ୍ଭ ହେବ ଶୁଭ ଦିନ

ଗ୍ରହ ଓ ନକ୍ଷତ୍ରର ସ୍ଥିତି ପରିବର୍ତ୍ତନ ଜ୍ୟୋତିଷ ଶାସ୍ତ୍ରରେ ବଡ଼ ଘଟଣା ବୋଲି ଧରାଯାଏ । ଯାହାର ଗଭୀର ପ୍ରଭାବ ପ୍ରତିଟି ରାଶିର ଜୀବନ ଉପରେ ପଡ଼ି ଥାଏ । ଚଳିତ ବର୍ଷ ଶେଷରେ ବୁଧ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବୁଧ ଗ୍ରହକୁ ବୁଦ୍ଧି, ଶକ୍ତି ଓ କଳାକୌଶଳର ଗୁରୁ କୁହାଯାଏ ।…