ଚିମନି ବିସ୍ଫୋରଣରେ ୮ ଶ୍ରମିକଙ୍କ ମୃତ୍ୟୁ
ପାଟନା: ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ରାମଗଢବାଠାରେ ଶୁକ୍ରବାର ରାତିରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଠାରେ ଥିବା ଏକ ଇଟା ଭାଟି ଚିମନିରେ ଏହି ବିସ୍ଫୋରଣ ହୋଇଛି। ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ପରେ ଇଟା ଭାଟି ତଳେ ୧୨ରୁ ଅଧିକ ଲୋକ ଦବି ରହିଥିବା କୁହାଯାଉଛି। ରାତିରେ…