Latest Odisha News

BREAKING NEWS

୬ ଦିନ ପୂର୍ବରୁ ଅନିଶ୍ଚିତକାଳ ପାଇଁ ମୁଲତବୀ ହେଲା ସଂସଦ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି। ଲୋକସଭା ଓ ରାଜ୍ୟସଭାର ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଲୋକସଭାରେ ସଂସଦର ଶୀତକାଳୀନ ଅଧିବେଶନରେ କରାଯାଇଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ଲୋକସଭା ବାଚସ୍ପତି ଓମ ବିର୍ଲା…

ମାଗଣା ରାସନ ଅବଧି ଆଉ ବର୍ଷେ ବଢାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଅନ୍ତତଃ ପକ୍ଷେ ଆସନ୍ତା ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧୀନରେ ଥିବା ଲୋକଙ୍କୁ ମାଗଣା ରାସନ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୮୦ କୋଟିରୁ ଅଧିକ ଲୋକ ଉପକୃତ ହେବେ। କରୋନା ପାଇଁ…

ଏନଡିଟିଭିରୁ ଦୂରେଇବେ ପ୍ରତିଷ୍ଠାତା ଦମ୍ପତି, ନିଜର ସେୟାର ଏହି କାରଣ ପାଇଁ ଆଦାନୀଙ୍କୁ କରିବେ ବିକ୍ରି

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ ବା ଏନଡିଟିଭି ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟ ଡିସେମ୍ବର ୨୩ରେ ଏକ ପ୍ରେସ ବିବୃତ୍ତି ଜାରି କରି କହିଛନ୍ତି ଯେ ସେମାନେ କମ୍ପାନୀରେ ଥିବା ଅଧିକାଂଶ ଅଂଶକୁ ବିଜନେସ ଟାଇକୁନ ଗୌତମ ଆଦାନୀଙ୍କୁ ବିକ୍ରି କରିଦେବେ । ଏହି ଅଂଶ ଏନଡିଟିଭି…

ଦିନକରେ ଚୀନରେ କରୋନା ସଂକ୍ରମିତ ହେଲେ ୩.୭ କୋଟି ଲୋକ

ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ଭୟାବହ ରୂପ ନେଇଛି । ଦିନକରେ ବିଶ୍ୱରେ ସର୍ବାଧିକ କୋଭିଡ୍ ସଂକ୍ରମିତ ଚୀନରେ ଚିହ୍ନଟ ହୋଇଛନ୍ତି । ଏନଡିଟିଭିର ରିପୋର୍ଟ ଅନୁସାରେ, ଚଳିତ ସପ୍ତାହର ଗୋଟିଏ ଦିନରେ ଚୀନରେ ପାଖାପାଖି ୩୭ ମିଲିୟନ୍ ଲୋକ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଯାହାକି କେବଳ ଚୀନ…

ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ, ‘ପ୍ରତିଭା ଓ ଦକ୍ଷତାର ଅଭାବ ନାହିଁ’: ରାଜ୍ୟପାଳ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରତିଭା ଓ ଦକ୍ଷତାର ଅଭାବ ନାହିଁ । ସେମାନେ ଭଲ ପରିବେଶ ଓ ପ୍ରୋତ୍ସାହନ ପାଇଲେ ସମୟ ଭିତ୍ତିକ ପ୍ରଦର୍ଶନ କରିପାରିବେ । ପ୍ରଯୁକ୍ତି ବିଦ୍ୟା ଚେତନାରେ ରୂପାନ୍ତରିତ ହେବା ଦରକାର । ଫଳରେ ଛାତ୍ରଛାତ୍ରୀମାନେ ସଫଳତାର ଅନ୍ତିମ ସୋପାନରେ ପହଞ୍ଚି ପାରିବେ।…

ଓଡିଶାର ନିପେନ୍ଦ୍ର ଦାଶ ବିହାର ଫୁଟବଲ ଟିମର ମୂଖ୍ୟ କୋଚ ନିଯୁକ୍ତ

ଭୁବନେଶ୍ୱର: ଓଡିଶାର ପୂର୍ବତନ ଅଧିନାୟକ ନିପେନ୍ଦ୍ର କୁମାର ଦାସଙ୍କୁ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ବିହାର ଫୁଟବଲ ଟିମର ମୂଖ୍ୟ କୋଚ ନିଯୁକ୍ତ ହୋଇଛନ୍ତି । ଏ ନେଇ ବିହାର ଫୁଟବଲ ଆସୋସିଏଶନ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ସନ୍ତୋଷ ଟ୍ରଫି ପାଇଁ ବିହାର…

କଟକ ଏବଂ ବରଗଡ଼ରୁ ପୁଣି ନକଲି ଔଷଧ ଜବତ

ଭୁବନେଶ୍ୱର: ପୁଣି ଜବତ ହୋଇଛି ନକଲି ଔଷଧ । ଆଜି କଟକ ଓ ବରଗଡ଼ର ଦୁଇଟି ଗୋଦାମରୁ ନକଲି ଔଷଧ ଜବତ କରାଯାଇଛି । ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ସନ୍ଦେହାତ୍ମକ ଔଷଧ ପ୍ରସ୍ତୁତିରେ ଲିପ୍ତ ସଂସ୍ଥାକୁ…

ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା, କନ୍ଧମାଳ ଓ ପୁରୀ ଉପରେ ଫୋକସ୍

ଭୁବନେଶ୍ୱର: ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୨୮ ତାରିଖରେ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି କନ୍ଧମାଳ ଓ ପୁରୀ ଲୋକସଭା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ରାଜ୍ୟ…

ଭାଉଜଙ୍କ ଘରେ ଦିଅରଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ମାମଲା ପରେ ତଦନ୍ତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ନିକଟ ତୃପ୍ତିନଗର ତୃତୀୟ ଲେନ୍‌ରେ ଗୁରୁବାର ରାତିରେ ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ବୁରୁକୁଦି ଗ୍ରାମର ରଞ୍ଜିତ ପାତ୍ର। ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି…

ଫ୍ରାନ୍ସ ଅଭିମୁଖେ ବିକିନୀ କିଲର, ନେପାଳ ଆସିବା ଉପରେ ଆଜୀବନ କଟକଣା

ଦୋହା: କୁଖ୍ୟାତ ବିକିନ କିଲର ଚାର୍ଲସ ଶୋଭରାଜ ନେପାଳ ଜେଲରୁ ମୁକ୍ତ ହୋଇଛନ୍ତି । ଜେଲରୁ ବାହାରିବା ପରେ ତ୍ରିଭୁବନ ବିମାନ ବନ୍ଦର ତାଙ୍କୁ ନିଆଯାଇଥିଲା । ଏହାପରେ କାତାର ଏୟାରୱେଜ ବିମାନରେ ତାଙ୍କୁ ଫ୍ରାନ୍ସ ପଠାଯାଇଛି । ପ୍ରଥମେ ସେ ଦୋହା ଯିବେ, ସେଠାରୁ ଆଉ ଏକ ବିମାନରେ ଫ୍ରାନ୍ସ ଅଭିମୁଖେ…