ଆପଣ ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇଛନ୍ତି ତ? ଜାଣନ୍ତୁ ଆଜି ଯାଞ୍ଚ ବେଳେ କ’ଣ ହେଲା
ଭୁବନେଶ୍ୱର: ପୂର୍ବରୁ ଘୋଷଣା କରାଯାଇଥିବା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ଆରପି) ଲଗାଇ ନଥିବା ଗାଡ଼ି ମାଲିକଙ୍କ ବିରୋଧରେ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଅନୁପାଳନକୁ କଡ଼ାକଡ଼ି କରିବା ପାଇଁ ଶୁକ୍ରବାର ରାଜ୍ୟବ୍ୟାପୀ ବ୍ୟାପକ ଅଭିଯାନ…