Latest Odisha News

BREAKING NEWS

ଟାଇଟାନିକ ପାର୍ଟ-୨, ଶବ ପାଲଟିଗଲା ୫ ଜଣଙ୍କ ସ୍ୱପ୍ନ

ନୂଆଦିଲ୍ଲୀ: ପ୍ରାୟ ୧୧୧ ବର୍ଷ ପରେ ଦୁନିଆ ଟାଇଟାନିକର ପାର୍ଟ ୨ ଦେଖିଛି । ସମୁଦ୍ର ଗଭୀରରେ ସମାଧି ନେଇଥିବା ଟାଇଟାନିକର ଧ୍ୱଂସାବଶେଷ ଦେଖାଇବାକୁ ବୁଡ଼ା ଜାହାଜ ଟାଇଟନରେ ଯାଇଥିବା ସମସ୍ତ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆଉ ଟାଇଟାନିକ ବୁଡ଼ିଯିବା ଭଳି ଆଉ ଏକ ଲୋମଟାଙ୍କୁରା ଅଘଟଣ ଘଟିଛି…

ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବାରୁ ଛୁରାମାଡ; ଦୁଇଦିନ ପରେ ଆଖି ବୁଜିଲେ ଯୁବତୀ

ଭୁବନେଶ୍ୱର: ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବାରୁ  ଜୀବନ ଗଲା । ଏକତରଫା ପ୍ରେମିକ ଛୁରି ଭୁଷିଦେଲା । ଗୁରୁତର ଅବସ୍ଥାରେ ଡାକ୍ତରଖାନା ବିଛଣାରେ ମୃତ୍ୟୁ ସହ ଲଢୁଥିଲେ ଯୁବତୀ । ଦୁଇ ଦିନ ପରେ ଆଖି ବୁଜି ଦେଇଛନ୍ତି । ଏ ଘଟଣା ଖୋଦ ରାଜଧାନୀର । ଦୁଇଦିନ ପୂର୍ବେ ରାଜଧାନୀରେ ଜଣେ…

‘ମୁଁ ପ୍ରଧାନମନ୍ତ୍ରୀ ପାଇଁ ସର୍ବୋତ୍ତମ ବ୍ୟକ୍ତି’: ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁରୁବାର ହରିୟାଣାର ରୋହତକ ଜିଲ୍ଲାର ସାମ୍ପଲାସ୍ଥିତ ଚୌଧୁରୀ ଛୋଟୁରାମ ସ୍ମାରକ ସ୍ଥଳରେ ଏକ କିସାନ ମହାପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ହରିୟାଣାର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଯୋଗ ଦେଇଥିଲେ। ଏହି ସମୟରେ ସେ ନିଜକୁ ଆଗାମୀ ନିର୍ବାଚନରେ…

ଭବାନୀପାଟଣାରେ ନଡ୍ଡା: ବିଜେଡି ସରକାରର ୨୩ ବର୍ଷର ଅପାରଗତାର ହିସାବ ଦେଲେ

କଳାହାଣ୍ଡି:  ଭବାନୀପାଟଣାରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଓଡ଼ିଶା ଗସ୍ତରେ ଆସି ବିଜେପି ଜାତୀୟ ଅଧ୍ୟକ୍ଷ ନଡ୍ଡା ଭବାନୀପାଟଣାରେ ପହଞ୍ଚିଛନ୍ତି । ସ୍ୱତନ୍ତ୍ର ହେଲିକପ୍ଟରରେ ବୁର୍ଲା ଏମସିଏଲ ଗେଷ୍ଟ ହାଉସରୁ ବାହାରି ପହଞ୍ଚିଥିଲେ ଭବାନୀପାଟଣା ବିଶ୍ୱବିଦ୍ୟାଳୟ ପଡିଆରେ ।…

ହ୍ୱାଇଟ ହାଉସ ନୈଶଭୋଜିରେ ମୁକେଶ ଓ ନୀତା ଅମ୍ବାନୀ; ବେଶ, ପୋଷକରେ ଥିଲା ଭାରତୀୟ ସଂସ୍କୃତିର ଝଲକ

ୱାଶିଂଟନ: ଆମରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ହାଇ ପ୍ରୋଫାଇଲ ଷ୍ଟେଟ ଡିନରରେ ସାମିଲ ହୋଇଥିଲେ ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ପତ୍ନୀ ନୀତା ଅମ୍ବାନୀ । ମୁକେଶ ଅମ୍ବାନୀ ବ୍ଲାକ ସୁଟ ପିନ୍ଧିଥିବାବେଳେ ନୀତା ଅମ୍ବାନୀ ପୁରା ଭାରତୀୟ ବେଶଭୂଷାରେ ସଜେଇ ହୋଇ ହ୍ୱାଇଟ ହାଉସକୁ…

ମାତ୍ରାଧିକ ପାଣି ପିଇଲେ ମାଡି ବସିବ ଏହି ସବୁ ରୋଗ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜଳ ହେଉଛି ଜୀବନ। ଆପଣ ନିଶ୍ଚିତ ଭାବରେ ଏହି ସ୍ଲୋଗାନ ଶୁଣିଥିବେ। ଏଥି ସହିତ ଶରୀରକୁ ସୁସ୍ଥ ରଖିବା ପାଇଁ ସମସ୍ତ ଲୋକଙ୍କୁ ପ୍ରତିଦିନ ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ଗ୍ରୀଷ୍ମ ସମୟରେ ଜଳର ଆବଶ୍ୟକତା ଆହୁରି ବଢିଯାଏ। କାରଣ ସୂର୍ଯ୍ୟ କିରଣ ଏବଂ ଉତ୍ତାପ…

ଜିମ୍ବାୱେରେ କ୍ରିକେଟ ଟିମ କିଣିଲେ ବଲିଉଡ ଅଭିନେତା ସଞ୍ଜୟ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ ଜିମ୍ବାୱେରେ କ୍ରିକେଟ ଟିମ କିଣିଛନ୍ତି । ଜିମ୍ବାୱେ ବୋର୍ଡ ଖୁବ ଶୀଘ୍ର ଜିମ ଆଫ୍ରୋ ଟି୧୦ ଟୁର୍ଣ୍ଣାମେଂଟ ଆୟୋଜନ କରିବାକୁ ଯାଉଛି । ସଞ୍ଜୟ ହରାରେ ହରିକେନ୍ସ ଦଳକୁ ଆରିସ ଗ୍ରୁପ ଅଫ କମ୍ପାନୀ ସହ ମିଶି କିଣିଛନ୍ତି । ଏହି ଲିଗରେ ୫ଟି ଦଳ…

କେନ୍ଦ୍ରର ଅର୍ଡିନାନ୍ସ ନେଇ କେଜରିୱାଲ୍‌ଙ୍କ ପ୍ରଶ୍ନରେ କଂଗ୍ରେସର ଜବାବ: ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ନିଆଯିବ…

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଡିନାନ୍ସ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ରୋକ୍ ଠୋକ୍ ପ୍ରଶ୍ନ ପରେ ଜବାବ ରଖିଛି କଂଗ୍ରେସ। ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନିଷ୍ପତ୍ତି ନିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି। ଗତକାଲି କେନ୍ଦ୍ର…

ପାଟନା ମହାବୈଠକରେ ଏକାଠି ହେବେ ୧୮ ଦଳ; କିଏ ଦେବ ମୋଦିଙ୍କୁ ଟକ୍କର ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ବିରୋଧୀଙ୍କ ବଡ ପ୍ରସ୍ତୁତି । ବିଜେପିକୁ ଚାଲେଞ୍ଜ ଦେବା ପାଇଁ ଏକାଠି ହେଉଛନ୍ତି ସବୁ ବିରୋଧୀ  । ଶୁକ୍ରବାର ପାଟନାରେ ମାନସମନ୍ଥନ କରିବେ ସବୁ ବିପକ୍ଷ । ମିଳିଥିବା ସୂଚନା ଅନୁସାରେ, ବିଜେପି ବିରୋଧରେ ଏକ ଶକ୍ତିଶାଳୀ ମୋର୍ଚ୍ଚା ପ୍ରସ୍ତୁତ କରିବା…

ଟି୨୦ ଇତିହାସର ଦ୍ୱିତୀୟ ସର୍ବବୃହତ ରନ ଚେଜ କଲା ମିଡିଲସେକ୍ସ

ଲଣ୍ଡନ: ଇଂଲଣ୍ଡର ଏକ ଘରୋଇ ଟି୨୦ ଟୁର୍ଣ୍ଣାମେଂଟରେ ମିଡିଲସେକ୍ସ ଟିମ ୧୯.୨ ଓଭରରେ ୩ ୱିକେଟ ହରାଇ ୨୫୩ ରନର ଟାର୍ଗେଟ ଚେଜ କରିଛି । ଟି୨୦ ଇତିହାସର ଏହା ଦ୍ୱିତୀୟ ସର୍ବବୃହତ ରନଚେଜ । ଟି୨୦ ବ୍ଲାଷ୍ଟରେ ପ୍ରଥମେ ବ୍ୟାଟିଂ କରି ସରେ ୨୦ ଓଭରରେ ୭ ୱିକେଟ ହରାଇ ୨୫୨ ରନ କରିଥିଲା । ବିଲ ଜ୍ୟାକ୍ସ…