Latest Odisha News

BREAKING NEWS

ସାରା ଓଡ଼ିଶାକୁ ଅଗ୍ରସର ହେଲା ମୌସୁମୀ, ୨ ଦିନ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ଅଗ୍ରସର ହୋଇଛି । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟା ରେ ରାଜ୍ୟରେ ୨୧.୩ ମିମି ବର୍ଷା ରେକର୍ଡ କରାଯାଇଛି ଯାହା କି ସ୍ୱାଭାବିକ ବର୍ଷା ୮.୯ ମିମି ତୁଳନାରେ ୧୩୯ ପ୍ରତିଶତ ଅଧିକ ।…

ୟୁଟ୍ୟୁବର ନୂତନ ପଲିସି; ପପୁଲାର କ୍ରିଏଟର୍ସଙ୍କ କଣ୍ଟେଣ୍ଟ ଚୋରି କଲେ ଡିଲିଟ୍‌ ହୋଇପାରେ ଚ୍ୟାନେଲ୍‌

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସୋସିଆଲ ମିଡିଆରେ ୟୁଟ୍ୟୁବର ଚାହିଦା ବେଶ ବୃଦ୍ଧି ପାଇଛି। କାରଣ ୟୁଟ୍ୟୁବ ଏପରି ଏକ ପ୍ଲାଟଫର୍ମ ଯାହା ଦ୍ୱାରା ଲୋକେ ରୋଜଗାର କରିବା ସହ ନିଜକୁ ମନରଞ୍ଜନ ମଧ୍ୟ କରାନ୍ତି। ତେବେ ୟୁଟ୍ୟୁବ ୟୁଜର୍ସମାନଙ୍କ ପାଇଁ ନୂତନ ଏକ ନିୟମ ଆସିଛି। ବର୍ତ୍ତମାନ…

ବାବୁଙ୍କ ଘର ନା ଟଙ୍କାର ଭଣ୍ଡାର ? ବାହାରୁଛି ପେଟି ପେଟି ୫୦୦ ଟଙ୍କାର ବଣ୍ଡଲ

ଭୁବନେଶ୍ୱର: ବାବୁଙ୍କ ଘର ନୁହେଁ ତ ଟଙ୍କାର ଭଣ୍ଡାର । ଯେମିତି  ବାବୁଙ୍କ ଘରେ ଅଛି ଟଙ୍କାର ମେସିନ । ଖାଲି ବାହାରୁଛି ୫୦୦ଟଙ୍କିଆ ନୋଟ । ସେ ପୁଣି ପେଟି ଭିତରୁ । ଟଙ୍କା ଗଣି ଗଣି ଥକି ଗଲେଣି ଭିଜିଲାନ୍ସ ଟିମ । ଆମେ କହୁଛୁନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ କଥା ।…

’ ଯେତେବେଳେ ଦେଶ ସମ୍ପର୍କରେ କହିବା ସେତେବେଳେ..’ ଆମେରିକାରୁ ରାହୁଲଙ୍କୁ ଟାର୍ଗେଟ କଲେ ମୋଦି

ୱାଶିଂଟନ:ଆମେରିକାରୁ ରାହୁଲଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । ରାହୁଲ ବିଦେଶ ଗସ୍ତରେ ଯାଇ ମୋଦି ସରକାରଙ୍କୁ  କଡା ସମାଲୋଚନ କରିଥିଲେ । ଥରେ ନୁହେଁ ଏକାଧିକବାର । ଏହି ପରିପ୍ରେକ୍ଷୀରେ ମୋଦି ଆମେରିକା କଂଗ୍ରେସର ସଦସ୍ୟଙ୍କୁ ପ୍ରଶଂସା କରିବାକୁ ଯାଇ  ରାହୁଲଙ୍କୁ ଟାର୍ଗେଟ…

କୃତ୍ରିମ ବର୍ଷା କରେଇବାରେ ସଫଳ ହେଲା ଆଇଆଇଟି କାନପୁର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉତ୍ତରପ୍ରଦେଶର ଆଇଆଇଟି କାନପୁର ଦୀର୍ଘ ସମୟ ଧରି କ୍ଲାଉଡ ସିଡିଂ ଜରିଆରେ କୃତ୍ରିମ ବର୍ଷା ସୃଷ୍ଟି କରିବାରେ ଗବେଷଣା କରି ଆସୁଥିଲା। ବର୍ତ୍ତମାନ ଏହି ଗବେଷଣାରେ ଆଇଆଇଟି କାନପୁର ସଫଳତା ହାସଲ କରିଛି। ବିମାନ ସାହାଯ୍ୟରେ ପ୍ରାୟ ପାଞ୍ଚ ହଜାର ଫୁଟ ଉଚ୍ଚରେ ବାୟୁରେ…

ଆସୁଛି ନୂଆ ନିୟମ: ଏଣିକି ଦିନରେ ଶସ୍ତାହେବ ବିଜୁଳି, ରାତିରେ ମହଙ୍ଗା

ଭୁବନେଶ୍ୱର: ବିଦ୍ୟୁତ ନିୟମାବଳୀରେ ପରିବର୍ତ୍ତନ ଆଣିଛନ୍ତି  କେନ୍ଦ୍ର ସରକାର ।  ଏହି ପରିବର୍ତ୍ତନଗୁଡ଼ିକ ହେଲା ଟାଇମ୍‌ ଅଫ୍‌ ଡେ (ଟିଓଡି) ଶୁଳ୍କ ବ୍ୟବସ୍ଥାର ପ୍ରଚଳନ କରିବା ଏବଂ ମିଟରିଂ ବ୍ୟବସ୍ଥାକୁ ତର୍କସଙ୍ଗତ କରିବା।  ପରିବର୍ତ୍ତିତ ନିୟମ ଅନୁସାରେ ଏଣିକି ଉପଭୋକ୍ତାଙ୍କୁ ଦୁଇ ପ୍ରକାର…

ମୋଦିଙ୍କ ଗସ୍ତ ବେଳେ ଭାରତ-ଆମେରିକା ମଧ୍ୟରେ ୮ଟି ବଡ଼ ବୁଝାମଣା

ନୂଆଦିଲ୍ଲୀ: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ଗସ୍ତ ସମୟରେ ଅନେକ ବଡ଼ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି । ହ୍ୱାଇଟ୍ ହାଉସର ଓଭାଲ କାର୍ଯ୍ୟାଳୟରେ ପିଏମ୍ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବୈଠକ ସହ ଗୋଟିଏ ପରେ ଗୋଟିଏ ବୁଝାମଣା ଉପରେ ମୋହର…

ଗିରଫ ହେଲେ ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ:ରଖିଥିଲେ ୧୪୫% ଆୟ ବହିର୍ଭୂତ ସମ୍ପତ୍ତି

ଭୁବନେଶ୍ୱର:  ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ ତଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଘରୁ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।  ନିଜ ଆୟଠାରୁ  ୧୪୫ ପ୍ରତିଶତ ଅଧିକ ସମ୍ପତ୍ତି ତାଙ୍କ ଘରୁ ଜବତ କରିଛି…

ବନ୍ଦ ହେବ ‘ଦ କପିଲ ଶର୍ମା ସୋ’, ସୁଟ ହେଲା ଚଳିତ ସିଜିନର ଶେଷ ଏପିସୋଡ୍

ମୁମ୍ବାଇ: 'ଦ କପିଲ ଶର୍ମା ସୋ' ଲୋକଙ୍କୁ ବହୁତ ହସାଇଛି। ଏବେ କିନ୍ତୁ ଏହି ସୋ ଶେଷ ହେବାର ସମୟ ଆସିଯାଇଛି। ସୋ’ର ଟିମ୍ ଗୁରୁବାର ଚଳିତ ସିଜିନର ଶେଷ ଏପିସୋଡ୍ ସୁଟ୍ କରିଛି। 'ଦି କପିଲ ଶର୍ମା ସୋ'ରେ ବିନ୍ଦୁ ଭୂମିକାରେ ଅଭିନୟ କରୁଥିବା ସୁମୋନା ଚକ୍ରବର୍ତ୍ତୀ ତାଙ୍କ ଇନଷ୍ଟାଗ୍ରାମ…

ରଥଯାତ୍ରା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଭଜନ ସମାରୋହ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗୁଣ୍ଡିଚାବାଡ଼ି ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ପ୍ରଥମ ଭଜନ ସନ୍ଧ୍ୟାରେ ଓଡ଼ିଶାର ସୁପ୍ରସିଦ୍ଧ ଭଜନ ଗାୟିକା…