ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା କରି ଆମେ ଶ୍ରୀ ନୀଳମାଧବଙ୍କ ଦର୍ଶନ ସାରିଛେ। ଆଲୋଚନାର ବିଶେଷ ପର୍ଯାୟ ରେ ନୀଳ -ମା-ଧବ ନାମର ତାତ୍ୱିକ ଆଲୋଚନା କରିବା ବିଖ୍ୟାତ…