ଗଣତନ୍ତ୍ର ଲୋକଙ୍କ ଡିଏନରେ ଅଛି, ଭାରତରେ କୌଣସି ପ୍ରକାର ଭେଦଭାବ ହୁଏ ନାହିଁ: ପ୍ରଧାନମନ୍ତ୍ରୀ
ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଉଭୟ ଦେଶର ନେତା ମିଳିତ ସାମ୍ବାଦିକ ସମ୍ମିଳନୀରେ ଏକ ବିବୃତ୍ତି ଜାରି କରି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚରାଯାଇଥିଲା ଯେ ଭାରତ ସରକାର ସଂଖ୍ୟାଲଘୁମାନଙ୍କ ପାଇଁ…