Latest Odisha News

BREAKING NEWS

ଜଗନମୋହନ ରେଡ୍ଡି ଦେଶର ଧନୀ ମୁଖ୍ୟମନ୍ତ୍ରୀ, ତୃତୀୟ ଧନୀ ନବୀନ

ନୂଆଦିଲ୍ଲୀ: କିଏ ଦେଶର ଧନୀ ମୁଖ୍ୟମନ୍ତ୍ରୀ ? କିଏ ଗରିବ ? କାହାର ଅଛି କେତେ ସମ୍ପତି ?  କେଉଁ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ ?  ଏ ପ୍ରଶ୍ନ ହୁଏତ ସମସ୍ତଙ୍କ ମନରେ ଥିବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ।  ଆନ୍ଧ୍ର…

କୂଅ ଭିତରେ ୧୦ ଘଣ୍ଟା ରହିବା ପରେ ଭାଲୁକୁ ଉଦ୍ଧାର କଲା ବନବିଭାଗ

ଛେଣ୍ଡିପଦା : କୂଅ ଭିତରେ ୧୦ ଘଣ୍ଟା ରହିଲା ଭାଲୁ। ତାପରେ ଉଦ୍ଧାର କଲା ବନବିଭାଗ। ଛେଣ୍ଡିପଦା ବନାଞ୍ଚଳ କୋରଡା ଗାଁରେ କୂଅରେ ପଡିଥିଲା ଭାଲୁ। ଲୋକେ ବନବିଭାଗକୁ ସୂଚିତ କରିଥିଲେ । ଖାଦ୍ୟ ଅନ୍ୱେଷଣରେ ବାହାରି ଜଙ୍ଗଲ ଭିତରୁ ବାହାରି ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଗାଁର ଶ୍ରୀରାମ ସାହୁ…

ଭୁବନେଶ୍ୱରରେ ହକି ଟିମ୍ , ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ରାଜଧାନୀରେ ହକି ଫଭର । ହକି ବିଶ୍ୱକପ-୨୦୨୩ ପାଇଁ ଚମକୁଛି ରାଜଧାନୀ ।  ପ୍ରସ୍ତୁତି ବି ଜୋରଦାର ଚାଲିଛି । ଆଜି ସକାଳୁ ସକାଳୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଜାତୀୟ ପୁରୁଷ ହକି ଟିମ ।  ଖେଳାଳିମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ…

ରାୟଗଡାରେ ମୃତ୍ୟୁ ବରଣ କରିଥିବା ଋଷ ନାଗରିକ ପୁଟିନଙ୍କ ସମାଲୋଚକ

ଭୁବନେଶ୍ୱର: ନିକଟରେ ରାୟଗଡା ଗସ୍ତରେ ଆସି ପ୍ରାଣ ହରାଇଛନ୍ତି ଋଷର ଦୁଇ ନାଗରିକ। ଉଭୟ ପରସ୍ପରର ବନ୍ଧୁ। ହେଲେ ଏବେ ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି। କାରଣ ଦୁଇ ମୃତକଙ୍କ ମଧ୍ୟରେ ଜଣେ ହେଉଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ। ୟୁକ୍ରେନ୍ ସହ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି ଜିଲ୍ଲାପାଳ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟୀ ଜିଲ୍ଲାପାଳ ଚିତ୍ତରଞ୍ଜନ ପିଲ୍ଲା। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କର ୯ଟି ଠିକଣାରେ ଏକକାଳୀନ ଚଢାଉ କରିଛି। ୨ଜଣ ଡିଏସପି, ୧୪ ଇନସପେକ୍ଟର, ୬ ଏଏସଆଇ ଓ ଅନ୍ୟ ମାନଙ୍କ ସହ ସଦଳବଳେ ଚଢାଉ କରି ଖାନତଲାସି…

ଆମେରିକା ପରେ ଜାପାନରେ ବରଫ ଝଡ଼, ୧୭ ମୃତ

ଟୋକିଓ: ଆମେରିକା ପରେ ଜାପାନରେ ପ୍ରବଳ ବରଫପାତ ଜନଜୀବନକୁ ପ୍ରଭାବିତ କରିଛି । ଭୀଷଣ ବରଫପାତରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୯୩ ଜଣ ଆହତ ହୋଇଥିବା ଜଣାଯାଇଛି । ବରଫପାତ ଯୋଗୁ ସାଧାରଣ ଜୀବନଯାତ୍ରା ବି ବ୍ୟାହତ ହୋଇଛି । ୨୦ ହଜାର ଲୋକଙ୍କ ଘରେ ବିଜୁଳ ସରବରାହ ବ୍ୟାହତ…

ଆଜିଠୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, ଜାନୁଆରୀ ୬ ତାରିଖ ଯାଏଁ ଦୁଲୁକିବ ମୁକ୍ତାକାଶ ରଙ୍ଗମଞ୍ଚ

ବରଗଡ: ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବ। ସନ୍ଧ୍ୟାରେ ୭୫ତମ ଧନୁଯାତ୍ରା ଉଦଘାଟନ ହେବ। ଏଥର ହୀରକ ଜୟନ୍ତୀ ଥିବାରୁ ଖୁବ ଜାକଜମକରେ ଧନୁଯାତ୍ରା ପାଳନ ହେବ। ଦୀର୍ଘ ୧୧ ଦିନ ଧରି ଚାଲିବ କଂସରାଜଙ୍କ ରାଜୁତି। ଦୁଇ ବର୍ଷ ପରେ ଚମକିବ ମୁକ୍ତାକାଶ ରଙ୍ଗମଞ୍ଚ। କରୋନା ମହାମାରୀ…

ବଲିଉଡ୍ ଭାଇଜାନଙ୍କୁ ୫୭ ବର୍ଷ, ଭଉଣୀ ଓ ଭାଣିଜୀ ସହ ପାଳିଲେ ଜନ୍ମଦିନ

ମୁମ୍ୱାଇ: ଆଜି ଭାଇଜାନଙ୍କ ବାର୍ଥ ଡେ। ୫୭ ବର୍ଷରେ ପାଦ ଦେଲେ ବଲିଉଡ୍ ଆକ୍ଟର ସଲମାନ ଖାଁ। ବିଳମ୍ୱିତ ରାତି ଯାଏଁ ଜନ୍ମ ଦିନ ପାଳନ କରିଛନ୍ତି ବିଗ୍ ବସ୍। ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଘରେ ପାର୍ଟି ଆୟୋଜନ ହୋଇଥିଲା। ବହୁ ବଲିଉଡ୍ କଳାକାର ଏଥିରେ ସାମିଲ ହୋଇଥିଲେ। ଅର୍ପିତା ଓ ଆୟୁଷ…

ଆଜି ଦେଶବ୍ୟାପୀ କରୋନା ମୁକାବିଲା ପ୍ରସ୍ତୁତିର ମକ୍ ଡ୍ରିଲ୍, ସମୀକ୍ଷା କରିବେ ମାଣ୍ଡଭିୟ

ନୂଆଦିଲ୍ଲୀ: କରୋନାର ଭୟବହତାକୁ ଦୃଷ୍ଟିରେ ରଖି ଆଜି ସାରା ଦେଶରେ କୋଭିଡ୍ ହେଲଥ୍ ସେଣ୍ଟର ଗୁଡିକରେ ମକ୍ ଡ୍ରିଲ ହେବ। ହସପିଟାଲରେ ଅକ୍ସିଜେନ ସପ୍ଲାଇ ଓ ଭେଣ୍ଟିଲେଟର ଆଦି ପ୍ରସ୍ତୁତିକୁ ଏହି ମକ୍ ଡ୍ରିଲ ଜରିଆରେ ସମୀକ୍ଷା କରାଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଇଣ୍ଡିଆନ…

କବିତା : ପ୍ରେମିକା

ପ୍ରବୀଣ କୁମାର କବି ସବୁଥର ମୁଁ ଡାକିବା ପୂର୍ବରୁ ହିଁ ତୁମେ ଆସି ସାରିଥାଅ ଆଉ, ତୁମସହ ଆସିସାରିଥାନ୍ତି କେଇବୁନ୍ଦା ଶୋଷ ଆଉ କେତେଟୋପା ଝାଳ! ତୁମ ପାଟି ଶୁଣି ମୁଁ କବାଟ ଖୋଲେ। ହେଲେ, ତୁମକୁ ଦେଖିବା କ୍ଷଣି ହଠାତ୍ ମୋ ଭଙ୍ଗାଚାଳରୁ ଝଡ଼ିପଡେ ଆନୁରାଗର ଚେନାଏ ଆକାଶ, ଆଉ ସେ…