Latest Odisha News

BREAKING NEWS

ଖେଳ ହେଲା କାଳ, ଯୁବକଙ୍କ ପେଟରେ ପଶିଲା ତୀର

ଢେଙ୍କାନାଳ: ଖେଳ ହେଲା କାଳ। ଯୁବକଙ୍କ ପେଟରେ ପଶିଗଲା ତୀର। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ପଞ୍ଚାୟତ ଅନ୍ତର୍ଗତ ଜାମୁନାଳୀ ଗାଁରେ। ଗାଁରେ ଧନୁ ତୀର ମରାମରି ଖେଳୁ ଖେଳୁ ଜଣେ ଯୁବକଙ୍କ ପେଟରେ ତୀରଟି ପଶି ଯାଇଥିଲା। ଗୁରୁତର ଯୁବକ ଜଣକ ହେଲେ…

ପୁସ୍ତକ ପରିଚୟ : ଆର୍ଯ୍ୟ ଜାତିର ଇତିହାସ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଆର୍ଯ୍ୟ ଜାତିର ଇତିହାସ ସୁରେନ୍ଦ୍ର କୁମାର ମିଶ୍ର, ପୁରୀ ପ୍ରକାଶକ ‐ ଏସ୍. ବି. ପବ୍ଲିକେଶନ, କଟକ ଭାରତର ଇତିହାସ ଯେବେଠୁ ବିଦେଶୀ ଐତିହାସିକମାନଙ୍କ ଦ୍ବାରା ଲିପିବଦ୍ଧ ହେଲା ସେବେଠୁ ଗୁଡାଏ ଅନାବଶ୍ୟକ ବିଭ୍ରାନ୍ତିକର ତଥ୍ୟ ଆମକୁ ଘୋଷାଇ…

୨୧ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର: ଆଉ ବଢିବନି ଗ୍ରୀଷ୍ମଛୁଟି। ଚଳିତମାସ ୨୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଖୋଲିବ। କିଛି ଜିଲ୍ଲାରେ ଏବେବି ତାପମାତ୍ରା ଜାରି ରହିଥିବାରୁ ସେଠାକାର ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲପାଳମାନେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ ବୋଲି ବିଦ୍ୟାଳୟ…

ଭକ୍ତମୟ ବଡ଼ଦାଣ୍ଡ, ଭାବର ଠାକୁରଙ୍କୁ ରଥରେ ଦେଖିବାକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ

ପୁରୀ: ରଥ, ପଥ ସବୁକିଛି ପ୍ରସ୍ତୁତ ହୋଇ ରହିଛି । ହଟିଆ ଠାକୁର କାଳିଆ କେତେବେଳେ ବଡ଼ଦାଣ୍ଡକୁ ଆସିବେ ଚାହିଁ ରହିଛନ୍ତି ଭକ୍ତ । ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ସମୟ ଗଡ଼ିବା ସହ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଦିନ ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ଦିନ ସାଢ଼େ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଁ, ମୁଁ ଠିକ୍ ସେଇୟା ହିଁ ଭାବୁଛି,” ଜର୍ଜ ନିଜକୁ ନିଜେ କହିଲା ଭଳି ଅନୁଚ୍ଚ ସ୍ୱରରେ ପ୍ରକାଶ କଲା । କିନ୍ତୁ ବିନା କିଛି ଉଚାରରେ ମ୍ୟାଥ୍ୟୁ ଅଲଗା ଆଡ଼କୁ ଚାହିଁ ରହିଲେ । ଏହି ସୁଯୋଗରେ କ୍ୟାପ୍‌ଟେନ୍ ନିଜ…

ରଥଯାତ୍ରା ପାଇଁ ଗଡ଼ିବ ୨୦୮ଟି ସ୍ପେଶାଲ୍ ଟ୍ରେନ୍

ଭୁବନେଶ୍ୱର: ରଥଯାତ୍ରା ପାଇଁ ଚାଲିବ ୨୦୮ଟି ସ୍ୱତନ୍ତ୍ର ଟ୍ରେନ୍। ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ୪ଟି ରାଜ୍ୟରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରଥଯାତ୍ରା ସମୟରେ ଭକ୍ତମାନଙ୍କ ଯାତାୟତରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ପୂର୍ବତଟ…

କବିତା : ତୁମ ରଥଯାତ୍ରା

ସଦାନନ୍ଦ ସାହୁ  ଭକତ ମେଳରେ ଜଗତ ଠାକୁରେ ଆରାଧ୍ୟ ଦେବତା ପ୍ରଭୁ ; ମାନବୀୟ ଲୀଳା ଏ ରଥ ଯାତରା ଭକ୍ତ ପ୍ରାଣେ ସଦା ବିଭୁ ॥ ଭକତ ଭାବରେ ବନ୍ଧା ଏ ଠାକୁରେ ଜଗତ କଲ୍ୟାଣ ପାଇଁ ; ରଥ ଯିବ ଗଡି ପତିତ ଉଦ୍ଧାରି ଦୁଃଖ ଯେତେ ଦବ ଧୋଇ ॥ ଜଗନ୍ନାଥ ଧ୍ଵନି ହେବ ପ୍ରତିଧ୍ଵନି…

କ୍ରୁ୍ଟ ପକ୍ଷରୁ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ମୋ ବସ୍ ସେବା

ଭୁବନେଶ୍ୱର: ରଥଯାତ୍ରା ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁ୍ଟ୍) ପକ୍ଷରୁ ସ୍ୱତନ୍ତ୍ର ମୋ ବସ୍ ସେବା ଯୋଗାଇ ଦିଆଯାଇଛି। ଏହି ବସ୍ ଖୋର୍ଦ୍ଧା, କଟକ ଓ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାତ୍ରା କରିବ। ଜନସାଧାରଣଙ୍କୁ ପ୍ରଭାବୀ, ସୁଲଭ ଓ ଦୀର୍ଘସ୍ଥାୟୀ ସହରାଞ୍ଚଳ…

ଭାଷା ଭାଗବତ : ବ୍ୟକ୍ତିର ଖ୍ୟାତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂପତ୍ତି ସହ ପ୍ରତିପତ୍ତି ଥିଲେ ବି ମନରେ ଅଶାଂତି ପୂରାଇଥାଏ ଯେଉଁ ବ୍ୟକ୍ତି ପାଏନି ' ସୁଖ ' ଭଳି ତୃପ୍ତି ମନରେ ହେଲେ ଆଂଦୋଳନ କର୍କଶ ଉତ୍କଟ ବଚନ ସର୍ବଦା ହୁଏ ଉଦ୍‌ଗିରଣ କରେ ଅଶାଂତି ଉତ୍ପାଦନ ଅଶାଂତି ସଂକ୍ରମଣଶୀଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୀତି ବା ଦୈନିକ ପୂଜା ନୀତି ଯାହା ନିତ୍ୟ -ବିଧି ଭାବେ ବିଦିତ ଅଟେ। ସେହି ପର୍ଯାୟରେ ଅବକାଶ ନୀତି ପରର ବିଶେଷ କାର୍ଯ୍ୟକ୍ରମ ସlହlଣ ମେଲା ବିଷୟରେ ଆଲୋଚନା ଜାରି…