‘୪୫ ବର୍ଷ ଧରି ଖୋଲା ଯାଇ ନ ଥିବା ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତୁରନ୍ତ ଖୋଲ, ରତ୍ନାଳଙ୍କାର ଯାଞ୍ଚ କର’
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଉ । ବହୁମୂଲ୍ୟ ଅଳଙ୍କାରର ଗଣତି କରାଯାଉ । ଏଥି ସହ ମରାମତି ମଧ୍ୟ କରାଯାଉ । ଜୋର ଧରିଛି ଏମିତି ଦାବି । ହେଲେ ରାଜ୍ୟ ସରକାର ନୀରବ। ଏ ନେଇ ଆଜି ଦୁଇଦୁଇଟି ଅନୁଷ୍ଠାନ ତରଫରୁ ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ଯାଞ୍ଚ କରିବା ନେଇ ବିଶାଳ…