ଯୌନ ନିର୍ଯାତନା ମାମଲାରେ ମହିଳା ଥାନାରେ ହାଜର ସୌରିନ, କହିଲେ ଅଭିଯୋଗର ସତ୍ୟତା ନାହିଁ
କଟକ: ଯୌନ ନିର୍ଯାତନା ସହିତ ଠକେଇ କରିଥିବା ଅଭିଯୋଗର ସମ୍ମୁଖୀନ ହୋଇଥିବା କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଶେଷରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି।
ଏହି ପ୍ରସଙ୍ଗରେ ନିରବତା ବଜାୟ ରଖିଥିବା ସୌରିନ୍ ଭଟ୍ଟ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ସମସ୍ତ ଅଭିଯୋଗ ମିଥ୍ୟା। ସଂପୃକ୍ତ…