Latest Odisha News

BREAKING NEWS

ଆମେରିକାରେ ବମ୍ ସାଇକ୍ଲୋନର ତାଣ୍ଡବ, ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି

ନ୍ୟୁୟର୍କ: ଆମେରିକାରେ ଭୟଙ୍କର ତୁଷାର ଝଡ଼ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ପୂରା ଆମେରିକାକୁ ଆଚ୍ଛାଦିତ କରିଛି ବମ୍ ସାଇକ୍ଲୋନ  । ଚାରି ଆଡେ ବରଫ ଚାଦର । ଘଣ୍ଟାପ୍ରତି ୭୦ ମାଇଲ ବେଗରେ ବରଫ ଝଡ଼ ଦେଖାଦେଇଛି । ରାସ୍ତାଘାଟରେ ବରଫ ଜମା ହୋଇରହିଛି । ଲୋକେ ଘରୁ ବାହାରି…

କବିତା : ମେଘ

ଦୀପକ ନାୟକ ଦୂର ଆକାଶ ଧବଳ ମୟ ଭାସି ବୁଲୁଥାଏ କେଡେ ସୁନ୍ଦର ମୁକ୍ତ ପଥର ପଥିକ ହୋଇ ଧରାକୁ ଚାହିଁ ରହିଥାଏ । ମେଘ ଖଣ୍ଡ ସାଥେ ଲୁଚକାଳି ଖେଳ ମୟୂର ନାଚେ ଦେଖି ତା ରୂପ ଜୀବନ ମୋର ଭଷା ବାଦଲ କେତେବେଳେ ଯିବି ଲୁଚି। ଭାଷୀ ଭାଷୀ ଯିବି ହଜି କେହି ପାରିବେନି ଜାଣି ଦୂର…

ଭାଷା ଭାଗବତ : କାମ ମୋର ପରିଚୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନ୍ୟ ଯାହାର ଯେଉଁ ମତ ତାହା ଜାଣି ମୁଁ ବିଚଳିତ ସାଧାରଣତଃ ହୁଏଁନାହିଁ ମୋ ମନ ରହେ ଶାଂତ ହୋଇ ମନର ଶାଂତି ଅଂତରଂଗ ତାହାକୁ କରିଦେଲେ ଭଂଗ ପଶିଆସଂତି ନାନା ମତ କରଂତି ମନକୁ ବିଭ୍ରାଂତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା କରି ଆମେ ଶ୍ରୀ ନୀଳମାଧବଙ୍କ ଦର୍ଶନ ସାରିଛେ। ଆଲୋଚନାର ବିଶେଷ ପର୍ଯାୟ ରେ ନୀଳ -ମା-ଧବ ନାମର ତାତ୍ୱିକ ଆଲୋଚନା କରିବା ବିଖ୍ୟାତ…

ଶୀତଦିନେ ଅଙ୍ଗୁର ଖାଇବା ଦ୍ୱାରା ମିଳିଥାଏ ଏହି ଫାଇଦା…..

ପ୍ରତ୍ୟେକ ଫଳରେ କିଛି ନା କିଛି ଗୁଣ ଲୁଚି ରହିଥାଏ । ତେଣୁ ଖାଇବାରେ ଫଳ ସାମିଲ କରିବାକୁ କେବେ ଭୁଲିବେନି  । ଅଙ୍ଗୁରରେ ଆପଣଙ୍କୁ ଭରପୂର ମାତ୍ରାରେ କ୍ୟାଲୋରୀ, ଫାଇବର, ଭିଟାମିନ୍‌-ସି ଏବଂ ଭିଟାମିନ୍‌-ଇ ରହିଛି । ତେବେ ଅଙ୍ଗୁର ଖାଇବା ଦ୍ୱାରା ଆମ ପୋଷକ ତତ୍ତ୍ୱ ଉପରେ ପ୍ରଭାବ ପକାଇଥାଏ …

‘ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ଗୁଇନ୍ଦା କରୁଛି ପଚରାଉଚରା’

ନୂଆଦିଲ୍ଲୀ: ଭାରତ ଯୋଡ ଯାତ୍ରା ଦିଲ୍ଲୀରେ ପ୍ରବେଶ କରିବାର ଦିନକ ପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଦାବି କରିଛନ୍ତି ଯେ ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇଥିବା ବ୍ୟକ୍ତିଙ୍କୁ ଗଇନ୍ଦା ବିଭାଗର ଅଧିକାରୀ ପଚରାଉଚରା କରୁଛନ୍ତି। କଂଗ୍ରେସ ନେତା କହିଛନ୍ତି,…

ସାପ କାମୁଡ଼ିଲା ବୋଲି…

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ ସାପ କାମୁଡିବା ପରେ ଜଣେ ବ୍ୟକ୍ତି ସାପ ଧରି ମେଡିକାଲରେ ପହଞ୍ଚିଛନ୍ତି। କାଳେ ଡାକ୍ତର ଜାଣିପାରିବେ ନାହିଁ କେଉଁ ସାପ କାମୁଡିଛି ବୋଲି ସାପ କାମୁଡାର ଶିକାର ହୋଇଥିବା ବ୍ୟକ୍ତିଙ୍କ ସାନ ଭାଇ…

ଚୀନ ଫେରନ୍ତା ଭାରତୀୟଙ୍କ ନିକଟରେ ଓମିକ୍ରନର ସବ୍ ଭାରିଆଣ୍ଟ ଚିହ୍ନଟ

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାକୁ ଫେରିଥିବା ଅନ୍ୟ ଜଣେ ଚୀନ ଫେରନ୍ତା ଭାରତୀୟଙ୍କ ନିକଟରେ କରୋନା ଟିହ୍ନଟ ହୋଇଛି। ଯେଉଁ BF.7 ଭାରିଆଣ୍ଟ ପାଇଁ ଚୀନ ଏବେ ଦହଗଞ୍ଜ ହେଉଛି ସେହି ଭାରିଆଣ୍ଟ ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ଚିହ୍ନଟ ହୋଇଛି। ତିନି ଦିନ ତଳେ ସେହି ବ୍ଯକ୍ତି ଚୀନ୍ରୁ ଫେରିଥିବା…

ବ୍ରହ୍ମପୁରରେ ଘରୋଇ ହସପିଟାଲରେ ଜିଲାପାଳ, ଏସ୍‌ପିଙ୍କ ଚଢ଼ଉ

ବ୍ରହ୍ମପୁର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) କାର୍ଡର ସୁପରିଚାଳନାକୁ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ସହରର ବିଭିନ୍ନ ଘରୋଇ ହସପିଟାଲରେ ପୁଣି ଥରେ ଯାଞ୍ଚ କରାଯାଇଛି। ରବିବାର ଅପରାହ୍ନରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ,…

କିଏ ହେବେ ରାଜ୍ୟ ବିଜେପିର ନୂଆ ସଭାପତି, ଫାୟାର ବ୍ରାଣ୍ଡ ନେତାଙ୍କୁ ବାଛିବ କି ବିଜେପି?

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ କିଏ ହେବେ । ଏବେର ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେବାକୁ ଯାଉଛି। ତେଣୁ ନୂଆ ମଙ୍ଗୁଆଳ କିଏ ହେବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ରାଜ୍ୟ ବିଜେପିର ନେତୃତ୍ବ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଇସାରାରେ ପରିଚାଳିତ…