ଜଗା ଦର୍ଶନ ପାଇଁ ଡ୍ରେସ କୋଡ ଦାବି ପ୍ରସଙ୍ଗ, ସମର୍ଥନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ: ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଡ୍ରେସ୍ କୋଡ୍ ବ୍ୟବସ୍ଥା କରାଯିବା ଦାବିକୁ ସମର୍ଥନ କରିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ।
ଶ୍ରୀମନ୍ଦିରର ଆଧ୍ୟାତ୍ମିକ ପରିବେଶ ସହ ସାମଞ୍ଜସ୍ୟ ଥିବା ପୋଷାକ ପିନ୍ଧିବା ପାଇଁ…