Latest Odisha News

BREAKING NEWS

ଏଇ କୁନି ଝିଅଟି କିଏ ? କାହିଁକି ପୁଟିନ ତାଙ୍କୁ ଏତେ ଗେହ୍ଲା କରୁଛନ୍ତି ?

ମସ୍କୋ: ୟୁକ୍ରେନ ଯୁଦ୍ଧକୁ ନେଇ ଚର୍ଚ୍ଚାରେ ଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କର ଏକ ଭିଡିଓ ଏବେ ଭାଇରାଲ ହୋଇଛି । ଏହି ଭିଡିଓକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । କାରଣ ପୁଟିନଙ୍କ ଅନେକ ଭିଡିଓ ସାମ୍ନାକୁ ଆସିଥାଏ  । କେତେବେଳେ ସେ ସୁରକ୍ଷା ପ୍ରତିଷ୍ଠାନ ବୁଲୁଥାନ୍ତି ତ କେଉଁଠି…

ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା SI, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ଯାଜପୁର; ଯାଜପୁର ସୁକିନ୍ଦା ଥାନାରେ ଭିଜିଲାନ୍ସ ରେଡ। ଭିଜିଲାନ୍ସ ଜାଲରେ ଖୋଦ୍ ସୁକିନ୍ଦା ଥାନା ଏସଆଇ। ସୁକିନ୍ଦା ଥାନାର ସବ ଇନ୍ସପେକ୍ଟର ନିର୍ମଳ  ଚନ୍ଦ୍ର ସେନାପତି ଜୈନେକ ଜଣେ ଗାଡି ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା…

୧୦ ତାରିଖ ଯାଏ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଦେବଗଡ଼ ଜିଲ୍ଲାର ବାରକୋଟ ଠାରେ ସର୍ବାଧିକ ୧୨୭.୬ ମିମି ବର୍ଷା ରେକର୍ଡ ହୋଇଛି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ଠାରେ ୧୦୪ ମିମି ଓ ରାୟଗଡ଼ାର ଗୁଣପୁର ଠାରେ ୮୭.୪ ମିମି ବର୍ଷା ରେକର୍ଡ କରାଯାଇଛି ।…

ତ୍ୱଚାରେ ସିଧାସଳଖ ଲେମ୍ବୁ ରସ ଲଗାଉଥିଲେ ସାବଧାନ ! ହୋଇପାରେ ଏହି ସମସ୍ୟା

ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ଅନେକ ଜିନିଷ ମୁହଁରେ ଲଗାନ୍ତି। ବଜାରରେ ମିଳୁଥିବା ବିଭିନ୍ନ କ୍ରିମ, ମାସ୍କ ଭଳି ଅନେକ ଜିନିଷ ତ୍ୱଚାରେ ଲଗାନ୍ତି। ତେବେ ପ୍ରତ୍ୟେକଟି ଜିନିଷର ବ୍ୟବହାର ପୂର୍ବରୁ ଏହା ସମ୍ପର୍କରେ ଜାଣି ରଖିବା ଉଚିତ୍। ବର୍ତ୍ତମାନର ଯୁବପିଢି ରାସାୟନିକ ପଦାର୍ଥ ଯୋଗୁଁ…

କ୍ୟାନସର ହସ୍ପିଟାଲରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଲେ ଠିକା ପାରା-ମେଡିକାଲ୍ ଓ ନର୍ସିଂ ଷ୍ଟାଫ୍

କଟକ: ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଘେରି ଗଲେ ମେଡିକାଲ କର୍ମଚାରୀ । କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରକୁ ଯାଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଘେରି ଯାଇଥିଲେ ଠିକା ପାରା ମେଡିକାଲ୍ ଓ ନର୍ସିଂ ଷ୍ଟାଫ୍ । ଯାହାକୁ ନେଇ ସେଠାରେ ଅଭାବନୀୟ ସ୍ଥିତି ସୃଷ୍ଟି…

କରଜ କରି ସାକ୍ଷାତକାରରେ ଯାଇଥିଲେ ଦିନମଜୁରିଆଙ୍କ ଝିଅ ;ତୃତୀୟ ପ୍ରୟାସରେ ପାଇଥିଲେ ଆଇଏଏସ

ଥିରୁଅନନ୍ତପୁରମ: ୟୁପିଏସସି ପରୀକ୍ଷା ଫଳ ପ୍ରକାଶନ ପରେ ପରେ ଅନେକ ରୋଚକ କାହାଣୀ ସାମ୍ନାକୁ ଆସିଥାଏ । ସେଥିରୁ କେତେକ ଘଟଣା ପ୍ରେରଣାଦାୟୀ ହୋଇଥିବା ବେଳେ ମିଳିଥାଏ ଅନେକ ଶିକ୍ଷା । ଏଭଳି ଏକ ପ୍ରେରଣାଦାୟକ କାହାଣୀ ହେଉଛି କୁରିଚିୟା ଆଦିବାସୀ ଝିଅ ଶ୍ରୀଧନ୍ୟା ସୁରେଶଙ୍କର । ବାପା ଦିନ…

ଜମ୍ମୁକାଶ୍ମୀର ବୁଲିବାକୁ ଚାହୁଁଛନ୍ତି ? ଆଇଆରସିଟିସି ଆଣିଲା ଆକର୍ଷଣୀୟ ଟୁର୍ ପ୍ୟାକେଜ୍

ଭୁବନେଶ୍ୱର: ଭାରତର ଭୂସ୍ୱର୍ଗ ଜମ୍ମୁକାଶ୍ମୀର ଯିବାକୁ ସମସ୍ତଙ୍କ ବେଶ୍ ଆଗ୍ରହ ଥାଏ । ଯଦି ଆପଣ ବି ଯିବାକୁ ଚାହୁଁଛନ୍ତି ଜମ୍ମୁକାଶ୍ମୀର ତାହେଲେ ଏ ଖବର ଆପଣଙ୍କ ପାଇଁ । ଆଇଆରସିଟିସି ପକ୍ଷରୁ ଭୁବନେଶ୍ୱରରୁ ଜମ୍ମୁକାଶ୍ମୀର ଭ୍ରମଣ ପ୍ୟାକେଜ୍ ରହିଛି । ଯେଉଁ ଟୁର୍ ପ୍ୟାକେଜରେ ଆପଣ ୫ ରାତି ଓ…

‘ସାଲାର’ ଟିଜର ଆଉଟ୍, ଦମଦାର ରୋଲ୍ ରେ ନଜର ଆସିଲେ ପ୍ରଭାସ

ମୁମ୍ବାଇ:  ‘ଆଦିପୁରୁଷ’ ଫିଲ୍ମ ବିବାଦ ପରିସରଭୁକ୍ତ ହୋଇଥିଲେ ହେଁ ଏଥିରେ ପ୍ରଭାସଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି। ଏହି ସିନେମାରେ ସେ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ନଜର ଆସିଥିଲେ। ତେବେ ଏବେ ସମସ୍ତଙ୍କ ନଜର ତାଙ୍କର ଆଗାମୀ ଦୁଇଟି ଫିଲ୍ମ ‘ସାଲାର’ ଏବଂ ‘ପ୍ରୋଜେକ୍ଟ କେ’…

ଜାତୀୟ ସଙ୍ଗୀତ ଗାନ ବେଳେ ଠିଆ ନହେବା ଅଭିଯୋଗରେ ୧୪ ଜଣ ଗିରଫ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଜାତୀୟ ସଙ୍ଗୀତକୁ କରାଗଲା ଅସମ୍ମାନ। ଗତମାସ ଅର୍ଥାତ୍ ଜୁନ୍‌ରେ ଶ୍ରୀନଗରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଗାନ କରିବା ବେଳେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଠିଆ ହୋଇନଥିଲେ। ଜାତୀୟ ସଙ୍ଗୀତକୁ ଅସମ୍ମାନ କରିଥିବା…

ରାଜଧାନୀରୁ ଅପହୃତ ଛାତ୍ରଙ୍କୁ ଧରି ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଆହତ ଛାତ୍ର

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ  ସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ଦୁଇ ନିଖୋଜ ଛାତ୍ରଙ୍କୁ ଗତକାଲି ଟିଟିଲାଗଡରୁ ଉଦ୍ଧାର କରିବା ପରେ ପାେଲିସର ଏକ ଟିମ ଉଭୟଙ୍କୁ ଧରି ଫେରୁଥିଲା ।  ହେଲେ ଆଜି  ଫେରିବା ବାଟରେ ଏହି ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘରକୁ ଫେରିବା ବଦଳରେ ଦୁଇ…