୪୭୯୦ କନେଷ୍ଟବଳ ପଦବୀ ପୂରଣ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ପୋଲିସ ଚାକିରୀ ଆଶାୟୀଙ୍କ ପାଇଁ ଆସିଲା ଖୁସି ଖବର । ଖୁବ୍ ଶୀଘ୍ର ପୋଲିସ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନୋଟିସ୍ ଜାରି କରିଛନ୍ତି ।
ଓଡିଶା ପୋଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…