Latest Odisha News

BREAKING NEWS

ମନ୍ଦିର ସାମ୍ନାରୁ ୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ: ମନ୍ଦିର ନିକଟରୁ ବ୍ରାଉନସୁଗାର ଜବତ । ନିମାପଡ଼ା ଥାନା ଦିଗାଳ ଛକ ନୀଳକଣ୍ଠେଶ୍ୱର ମନ୍ଦିର ସାମ୍ନାରୁ ବ୍ରାଉନସୁଗାର ଜବତ ହୋଇଛି । ରେଡ୍ ବେଳେ ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୁରୀ ଅବକାରୀ ବିଭାଗ । ମାମଲାରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କୁ ଗିରଫ କରାଯାଇଛି । ଏନେଇ…

ଏମକେସିଜି ଛାତ୍ରଛାତ୍ରୀଙ୍କୁ ପଥର ମାଡ, ବୁର୍ଲା ମେଡିକାଲ କଲେଜ ଆଗରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ସମ୍ବଲପୁର: ବୁର୍ଲା ଭିମସାରରେ ମଙ୍ଗଳବାର ଡାକ୍ତରୀ ଛାତ୍ରଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଭିମସାରରେ ଚାଲିଥିବା 'ୟୁଫୋରିଆ' ବେଳେ ଏହି ସଙ୍ଘର୍ଷ ଘଟିଛି।'ୟୁଫୋରିଆ' ହେଉଛି ଦୁଇ କଲେଜର କ୍ରୀଡା ଏବଂ ସାଂସ୍କୃତିକ ପ୍ରତିଯୋଗିତା। ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ…

ପୁଣି ଏକାଠି ନଜର ଆସିବେ ଜାହ୍ନବୀ-ରାଜକୁମାର

ମୁମ୍ବାଇ: ପୁଣି ଏକାଠି ନଜର ଆସିବେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ରାଜକୁମାର ରାଓ । ହରର କମେଡି ଥ୍ରିଲର ଫିଲ୍ମ ରୁହି ପରେ ପୁଣି ଜାହ୍ନବୀ-ରାଜକୁମାର ଖୁବଶୀଘ୍ର ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । । ଫିଲ୍ମ ‘ମିଷ୍ଟର ଆଣ୍ଡ ମିସେସ ମାହି’ରେ ଉଭୟେ ଅଭିନୟ କରିଛନ୍ତି । ଏହି…

ଏସିଆନ ଗେମ୍ସ ପୂର୍ବରୁ ଭାରତକୁ ଶକ୍ତ ଧକ୍କା, ଜୁଡୋର ୫ ଖେଳାଳି ଡୋପ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ: ହୋଙ୍ଗଝାଉ ଏସିଆନ ଗେମ୍ସ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ଭାରତୀୟ ଜୁଡୋ ଟିମର ୫ ଖେଳାଳି ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ଏପ୍ରିଲ ୪ରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ଟ୍ରାଏଲ୍ସରେ ଜୁଡାକୋମାନଙ୍କ ଡୋପ…

ଶିଶୁକୁ ମୋବାଇଲ ନିଶା : ଗଭୀର ନିଦ୍ରାରେ ରହି ଖାଲି ହାତରେ ଚଲାଉଛିି ମୋବାଇଲ

ପୂର୍ବ କାଳରେ ବଡ ଲୋକମାନେ ନିଶା ସେବନ କରୁଥିଲେ । ସିଗାରେଟ୍ ଏବଂ ମଦ୍ୟପାନର ନିଶା ତାଙ୍କୁ ବହୁତ ଅସୁବିଧାରେ ପକାଉଥିଲା । କିନ୍ତୁ ସମୟ ସହିତ ଅନେକ ନୂତନ ପ୍ରକାରର ନିଶା ଦେଖିବାକୁ ମିଳିଛି । ପୂର୍ବରୁ ପିଲାମାନେ ଟିଭି ଦେଖିବାରେ ଅଭ୍ୟସ୍ତ ଥିଲେ । କିନ୍ତୁ ଯେବେଠାରୁ ସ୍ମାର୍ଟ ଫୋନ୍…

ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, ମାନହାନି ମାମଲାରେ ଦଣ୍ଡ ଉପରେ ହାଇକୋର୍ଟଙ୍କ ରୋକ!

ଭୁବନେଶ୍ୱର: ମାନହାନୀ ମାମଲାରେ ରାହୁଲଙ୍କୁ ଆସ୍ୱସ୍ତି। ମୋଦି ସାଙ୍ଗିଆ ସଂପର୍କିତ ମାନହାନି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ପକ୍ଷରୁ ରାହୁଲଙ୍କୁ ସାମୟିକ ଆସ୍ୱସ୍ତି ମିଳିଛି। ଝାଡ଼ଖଣ୍ଡ ହାଇକୋର୍ଟ ଏ ସମ୍ପର୍କରେ ଶୁଣାଣି କରିବା ସହ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଣ୍ଡମୂଳକ…

ରାସ୍ତା ତିଆରି ପାଇଁ ଯନ୍ତ୍ରୀଙ୍କୁ ପନିପରିବା ଭେଟି ଦେଲେ କଂଗ୍ରେସ ନେତା

ଭୁବନେଶ୍ୱର: ରାସ୍ତା ତିଆରି ପାଇଁ ଯନ୍ତ୍ରୀଙ୍କୁ ପରିବା ଭେଟି । ଏଭଳି ନିଆରା ପ୍ରତିବାଦ କରିଛନ୍ତି କଂଗ୍ରେସ ନେତା । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କର୍ମୀ ପ୍ରତିବାଦ କରିଛନ୍ତି । ପ୍ରାଚୀ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ…

ରାହୁଲଙ୍କ ଆଟାକରେ ଘାଇଲା କେସିଆର, ଏବେ ଶାହା ହେବେ ଅଖିଲେଶ !

ଭୁବନେଶ୍ୱର: କଂଗ୍ରେସ ଏବେ ତେଲେଙ୍ଗାନାରେ ବିଆରଏସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କେବଳ ବିଆରଏସ ନୁହେଁ କେନ୍ଦ୍ରରେ ଶାସକ ବିଜେପି ଓ ବିରୋଧୀଙ୍କ ଟେନସନ ମଧ୍ୟ ବଢାଇଛି ଦଳ। ଗୋଟିଏ ପଟେ ବିଜେପି ବିରୋଧୀଙ୍କ ପାଇଁ କାଳ ସାଜିଥିବା କୁହାଯାଉଥିବା ବେଳେ ବିଜେପିକୁ ଶାସନରୁ ହଟାଇବା…

ବିଜେପିକୁ ବିଶୃଙ୍ଖଳିତ ଦଳର ଆଖ୍ୟା !

ଭୁବନେଶ୍ୱର: କର୍ଣ୍ଣାଟକରେ ଗୋଷ୍ଠୀକନ୍ଦଳ ମଧ୍ୟରେ ନିଜର ସ୍ଥିତି ସଜାଡ଼ିବାକୁ ଉଦ୍ୟମ କରୁଥିବା ବିଜେପିକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଟାର୍ଗେଟ କରିଛନ୍ତି। ବିଜେପିକୁ ସବୁଠୁ ବିଶୃଙ୍ଖଳିତ ଦଳ ବୋଲି କହିବା ସହ ଜୋରଦାର ସମାଲୋଚନା କରିଛନ୍ତି। ଲୋକଙ୍କ ସମ୍ମୁଖରେ ନିଜ ନିଜ ମଧ୍ୟରେ ଲଢେଇ ଓ…

କରଣଙ୍କୁ ବିବାହ କରିବାର ଯୋଜନା ନାହିଁ ବୋଲି ଏପରି କହିଲେ ଅଭିନେତ୍ରୀ ତେଜ୍ୱସୀ

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ତେଜ୍ୱସୀ ପ୍ରତାପ ଏବେ ଖୁବ୍ ଚର୍ଚ୍ଚାରେ । ଅଭିନେତା କରଣ କୁନ୍ଦ୍ରାଙ୍କୁ ବିବାହ କରିବାର କୌଣସି ଯୋଜନା ନାହିଁ ବୋଲି ରୋକଠୋକ୍ କହିଲେ ତେଜ୍ୱସୀ । ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ତେଜ୍ୱସୀ ଏପରି କହିଛନ୍ତି । ଛୋଟପରଦାର ଲୋକପ୍ରିୟ ରିଅଲିଟି ଶୋ’…