Latest Odisha News

BREAKING NEWS

ରାଜ୍ୟରେ ରୋଗୀ ଦେଖିବାକୁ ମାତ୍ର ୫୧ ପ୍ରତିଶତ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଅଛି!

ଭୁବନେଶ୍ୱର: ଓଡ଼ିଶାରେ ରୋଗୀ ଦେଖିବାକୁ ମାତ୍ର ୫୧ ପ୍ରତିଶତ ଡାକ୍ତରଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଛି । ବିଶ୍ୱବ୍ୟାଙ୍କର ଏକ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି । ଆଉ ବାକି ଡାକ୍ତରଙ୍କର ଆବଶ୍ୟକ ଯୋଗ୍ୟତା ନାହିଁ । ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଗୁରୁବାର ଓଡିଶାର…

ଶୀତରୁ ରକ୍ଷା ପାଇବାକୁ ଆସିଗଲା ନୂଆ ଧରଣର ବେଡସିଟ୍, ଜାଣନ୍ତୁ କ’ଣ ରହିଛି ଖାସ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏବେ ଯେଉଁ ଥଣ୍ଡା ପଡିଛି ଆପଣ ବିଛଣାକୁ ଯାଇ ବେଡରେ ଶୋଇବାକୁ ପ୍ରଥମେ ପ୍ରଥମେ ସଙ୍କୋଚ ଲାଗୁଥିବ । କାରଣ ବେଡସିଟ ବି ଥଣ୍ଡା ହୋଇଯାଇଥିବ । ତେଣୁ ପ୍ରାୟତଃ ଶୀତଦିନେ ଖରାରେ ବିଛଣାକୁ ପକାଇ ଦେଇଥିଲେ ତାହା ଉଷୁମ ଭଳି ସ୍ଥିତିରେ ଥାଏ। ଆଉ ରାତିରେ ଶୋଇବାକୁ…

ଜିନୋମ ସିକ୍ୱେନ୍ସିଂ ଏବଂ ଅଧିକ ପରୀକ୍ଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଦେଶର କୋଭିଡ -୧୯ ପରିସ୍ଥିତି, ସ୍ୱାସ୍ଥ୍ୟ ଭିତ୍ତିଭୂମି ତଥା ପ୍ରସ୍ତୁତି, ଦେଶରେ ଟିକାକରଣ ଅଭିଯାନର ସ୍ଥିତି ଏବଂ ନୂତନ କୋଭିଡ -୧୯ ପ୍ରକାରର ଉତ୍ପତ୍ତି ଏବଂ ଜନସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ…

୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର, ଏମ୍ସରେ ଯୋଡ଼ା ହେଲା ସମ୍ପୂର୍ଣ୍ଣ ଅଲଗା ହୋଇ ଯାଇଥିବା ବାମ ହାତ

ଭୁବନେଶ୍ୱର: ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ହାତ ଫେରି ପାଇଲେ ଯୁବତୀ । ପ୍ରାୟ ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ଭୁବନେଶ୍ୱର ଏମ୍ସ ଡାକ୍ତର ଦଳ ସମ୍ପୂର୍ଣ୍ଣ ଅଲଗା ହୋଇ ଯାଇଥିବା ବାମ ହାତକୁ ଯୋଡ଼ିଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳର ଯୁବତୀ ବର୍ଷା ଦାସ(୨୫) ପୁଣି ଥରେ…

ପେଲେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର: ହାର୍ଟ, କିଡନୀ ଠିକ ଭାବେ କାମ କରୁନି

ସାଓ ପାଓଲୋ: ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ୮୨ ବର୍ଷୀୟ ପେଲେ ଡାକ୍ତରଖାନାରେ ବଡଦିନ କାଟିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । କର୍କଟ ରୋଗରେ ଆକ୍ରାନ୍ତ ପେଲେଙ୍କ ହାର୍ଟ ଓ କିଡନୀ ଏବେ ଠିକ ଭାବେ କାମ କରୁନି ବୋଲି…

ବି.ଜେ.ଇ.ଏମ୍‍ ସ୍କୁଲ-୨ର ବାର୍ଷିକ ଉତ୍ସବ ‘ପଲ୍‍ସାଶିଓ’

ଭୁବନେଶ୍ୱର: ସ୍ଥାନୀୟ ସତ୍ୟଭାମାପୁର ସ୍ଥିତ ବି.ଜେ.ଇ.ଏମ୍‍ ସ୍କୁଲ-୨ର ପଞ୍ଚଦଶ ବାର୍ଷିକ ଉତ୍ସବ ‘ପଲ୍‍ସାଶିଓ’ ମହାଆଡ଼ମ୍ବରରେ ପାଳିତ ହୋଇ ଯାଇଛି । କରୋନା କଟକଣା ପରେ ଦୀର୍ଘ ଦିନ ଅନ୍ତରରେ ହୋଇଥିବା ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ…

ଭୁବନେଶ୍ୱର RBIରୁ ଟଙ୍କା ଚୋରି, ସିସିଟିଭିରେ ଧରାପଡ଼ିଲେ ଆସିଷ୍ଟାଣ୍ଟ ମ୍ୟାନେଜର

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଭୁବନେଶ୍ୱର ଶାଖାରୁ ଟଙ୍କା ଚୋରି ହୋଇଛି । ତାହା ପୁଣି ହାଇସିକ୍ୟୁରିଟିରେ ଥିବା ସିଭିପିଏସ୍ (କରେନ୍ସି ଭେରିଫିକେସନ୍ ଆଣ୍ଡ ପ୍ରୋସେସିଂ ସିଷ୍ଟମ) ରୁମରୁ । ଆଉ ଚୋରି କେହି ବାହାର ଲୋକ ନୁହେଁ ବରଂ ଏଥିରେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ…

ଶୋଭରାଜଙ୍କୁ ଜେଲରୁ ମୁକ୍ତ କରିବାକୁ ଚାହୁଁ ନାହାନ୍ତି ଜେଲ କର୍ତୃପକ୍ଷ

କାଠମାଣ୍ଡୁ: କୁଖ୍ୟାତ ବିକିନୀ କିଲର ଚାର୍ଲସ ଶୋଭରାଜଙ୍କ ଜେଲରୁ ମୁକୁଳିବା ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ନେପାଳ ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜେଲ କର୍ତୃପକ୍ଷ ଏହାକୁ ମନା କରିଛନ୍ତି । ସର୍ବୋଚ୍ଚ ନ୍ୟାୟଳୟଙ୍କ ଆସେଶ ଅସ୍ପଷ୍ଟ ରହିଛି ।…

୨୧ ବର୍ଷ ପରେ ପୁନର୍ବାର ଏକତ୍ର ହେବେ ଅନୀଲ-ଜ୍ୟାକି ଯୋଡି

ମୁମ୍ବାଇ: ୨୧ ବର୍ଷ ପରେ ବଲିଉଡର ଦୁଇ ମହାନ ଅଭିନେତା ଅନୀଲ କାପୁର ଓ ଜ୍ୟାକୀ ଶ୍ରଫ ପୁନର୍ବାର ଆଉ ଏକ ଫିଲ୍ମରେ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସୁଭାଇ ଘାଇ ଏହି ଫିଲ୍ମରେ ଅନୀସ ୱାଜମୀ ନିର୍ଦ୍ଦେଶନା ଦେବେ । ଏହି କମେଡୀ ଫିଲ୍ମର ନାମ ଚୋର ଔର ପୋଲିସ ରହିଛି ।…

ଅଧରାତିରେ ହାଇଡ୍ରାମା, ପୋଲିସକୁ ୩ କିଲୋମିଟର ଦୌଡ଼ାଇଲେ ମଦୁଆ

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ଚାଲିଛି ରେସ୍ । ମଦୁଆଙ୍କ ଗାଡ଼ି ପଛେ ପଛେ ପିଛା କରୁଛି ପିସିଆର୍ ଭ୍ୟାନ୍ । ବୁଧବାର ରାତି ପ୍ରାୟ ସାଢ଼େ ଗୋଟାଏ ବଳେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ନିଶାଡ଼ି ଏମିତି ପୋଲିସକୁ ଅଧ ଘଣ୍ଟା ଧରି ନାକେଦମ୍ କରିଥିଲେ । ମଦ ପିଇ କଳା ରଙ୍ଗର କାରରେ ୩ ଯୁବକ…